Latest Odisha News
Browsing Category

ସ୍ୱାସ୍ଥ୍ୟ

ଆଜି ବିଶ୍ୱ ଚକୋଲେଟ୍ ଦିବସ: ହାପ୍ପି ଚକୋଲେଟ୍ ଡେ

ଭୁବନେଶ୍ୱର (ଦେବଦତ୍ତ ରଥ) :  ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ' (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ' ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ' ପାଳନ ଆରମ୍ଭ ହେଲା। ଏମିତିରେ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ବେଳେ ୯…

‘ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ : ମହାମାରୀ ସହ ଲଢ଼େଇ କରିବାକୁ ହେବ; ଡୋଷ୍ଟାରିଲିମାବ ଆଶା ହୋଇପାରିବ

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ବାଇଟ୍ସ ଏବଂ ଓଡ଼ିଶା ସମ୍ବାଦ’ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’ । ଗୁରୁବାର ସ୍ଥାନୀୟ ମେ ଫେୟାର କନଭେନସନ ଠାରେ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି ।…

ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ ଆୟୋଜନ କରୁଛନ୍ତି ‘ସୁଶ୍ରୁତ : ଦ ହେଲଥ୍ କନକ୍ଲେଭ’

ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ । ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ…

ପୁରୁଷଙ୍କ ପାଇଁ ସିଗାରେଟ ଟାଣିବା ଆଣିପାରେ ଭୟଙ୍କର ବିପଦ!

ଭୁବନେଶ୍ବର: ଆପଣ ସିଗାରେଟ ଟାଣୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ଏହା ଆମେ କହୁନୁ ବୈଜ୍ଞାନିକମାନେ ଗବେଷଣାରୁ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି  । ପରୀକ୍ଷାରୁ ଜଣାପଡିଛି ଯେ ଯେଉଁ…

ଆପୋଲୋରେ ରାଜ୍ୟର ପ୍ରଥମ ସଫଳ ରୋବୋର୍ଟିକ ଅସ୍ତ୍ରୋପଚାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍ସ ରୋବୋଟିକ୍ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ ଆପୋଲୋ…

“ଅତ୍ୟଧିକ ମୋବାଇଲ ବ୍ୟବହାର ମସ୍ତିଷ୍କ ଟ୍ୟୁମରର କାରଣ”

ଭୁବନେଶ୍ୱର: ଦୀର୍ଘ ସମୟ ଧରି ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଛନ୍ତି କି? ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଦୀର୍ଘ ସମୟ ଧରି ମୋବାଇଲ ଫୋନ୍‍ ବ୍ୟବହାର ଦ୍ୱାରା ମସ୍ତିଷ୍କ ଟ୍ୟୁମର ହୋଇପାରେ ବୋଲି କିମ୍‍ସ-ଭୁବନେଶ୍ୱରର ସ୍ନାୟୁ ସର୍ଜନ ଡା. ନରେନ୍ଦ୍ର କୁମାର ଦାସ ସତର୍କ କରାଇଛନ୍ତି। ଜୁନ…

ରାଜ୍ୟରେ ଦୁଇ ସ୍ୱାଇନ ଫ୍ଲୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବିଗତ ନିକଟ ଅତୀତରେ କୁଆଡ଼େ ବାହାରକୁ ଯାଇନାହାନ୍ତି ବା ଫେରି ନାହାନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଜଣେ ପୁରୁଷ(୩୮) ଓ ନାରୀ(୨୮) । ଉଭୟ ଏକ ଘରୋଇ ହସ୍ପିଟାଲରେ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ମଙ୍କିପକ୍ସକୁ ନେଇ WHO’ର ଚେତାବନୀ : ସାରା ବିଶ୍ୱରେ ସଂକ୍ରମଣ ବଢିଚାଲିଛି

ଦିଲ୍ଲୀ : ବିଶ୍ୱରେ ବର୍ତ୍ତମାନ ମଙ୍କିପକ୍ସର ଆତଙ୍କ ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏହି ଭାଇରସର ୯୨ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ୟୁରୋପୀୟ ଦେଶ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆର ୧୨ ଦେଶରେ ଏହି ଭୂତାଣୁ ଚିହ୍ନଟ ହୋଇସାରିଛି । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଲକଡାଉନ ବେଳେ ଅତ୍ୟଧିକ ମଦ୍ୟପାନ ବଢ଼ାଇଛି ଯକୃତ ରୋଗ ସମସ୍ୟା !

ନୂଆଦିଲ୍ଲୀ: କୋଭିଡ ମହାମାରୀ ଏବଂ ଏହାର ଚିକିତ୍ସା ବେଳେ ବିଭିନ୍ନ ଔଷଧ ଖାଇବା ଦ୍ୱାରା ଅନେକ ସମସ୍ୟା ମଣିଷର ଶରୀରରେ ଦେଖିବାକୁ ମିଳିଛି । କିନ୍ତୁ ଏବେ ପରୋକ୍ଷରେ ଆଉ ଏକ ରୋଗ ବଢିଛି । ଯାହାକି ଜାଣିଲେ ଆପଣ ତାଜୁବ ହୋଇଯିବେ । କରୋନା ପାଇଁ ଲକଡାଉନ ହୋଇଥିଲା । ଅନେକ ଲୋକ ଘରେ ରହି…