Latest Odisha News

BREAKING NEWS

Browsing Category

ସ୍ୱାସ୍ଥ୍ୟ

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ…

ଏହିଭଳି ନିଅନ୍ତୁ କେଶର ଯତ୍ନ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ହୋଲି…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ, ବ୍ରହ୍ମପୁର ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗକୁ…

ଭୁବନେଶ୍ୱର: ଦକ୍ଷିଣ ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ବର୍ତ୍ତମାନ ବ୍ରହ୍ମପୁରରେ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ଚିକିତ୍ସା ସୁବିଧା ଉପଲବ୍‌ଧ ହେବ । ବ୍ରହ୍ଣପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ  ହସ୍‌ପିଟାଲରେ…

ଆଜି ବିଶ୍ୱ କିଡନୀ ଦିବସ: ଜାଣନ୍ତୁ ରୋଗର ଲକ୍ଷଣ ବିଷୟରେ

ଦିନକୁ ଦିନ ଭାରତରେ କିଡନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଆମ ରାଜ୍ୟରେ ଦୁଇ ଲକ୍ଷରୁ ଅଧିକ କିଡନୀ ରୋଗୀ ଥିବା ବେଳେ ବର୍ଷକୁ ୪୦୦ରୁ ଅଧିକ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥାଏ । ଲୋକଙ୍କୁ ଏ ନେଇ ସଚେତନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ବିଶ୍ୱ କିଡନୀ ଦିବସ ରୂପେ…

ଖାଲି ପେଟରେ ଚା’ ପିଉଛନ୍ତି କି? ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର: ଅନେକଙ୍କ ଘରେ ଚା' ରୁ ଆରମ୍ଭ ହୁଏ ସକାଳ । ଅନେକ ଘରର ଚା'ର ଚାହିଦା ଢେର ଅଧିକା। କିଛି ଲୋକ ତ ଚା’ ପିଇବାରେ ଏତେ ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ, ଦିନରେ ଅନେକ ଥର ଏହାକୁ ପିଇଥାନ୍ତି । ତେବେ ଅନେକ ଲୋକ ସକାଳୁ ଉଠୁ ଉଠୁ ଖାଳିପେଟରେ ଚା ପିଇବା ଆରମ୍ଭ କରି ଦିଅନ୍ତି। ମାତ୍ର…

ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ…

ଯୁଗଶ୍ରୀ ଯୁଗନାରୀ ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

ବାଲେଶ୍ୱର : ବାଲେଶ୍ୱରର ଚୂନଭାଟି ସ୍ଥିତ ତଳସାହିରେ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ତରଫରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀନାକ୍ଷୀ…

ହୃଦରୋଗରୁ ରକ୍ଷା କରିବ ଅର୍ଜ୍ଜୁନ ଗଛର ଛାଲି

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ଶୈଳୀ ମଧ୍ୟରେ ନିଜର ଯତ୍ନ ନେବା କଷ୍ଟକର ହୋଇ ପଡୁଛି। ଯାହାର କାରଣରୁ ଛୋଟ ବୟସରୁ ଅନେକ ବଡ଼ ରୋଗର ଶିକାର ହେବାକୁ ପଡୁଛି। ବର୍ତ୍ତମାନ ସମୟରେ ହୃଦରୋଗୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳଯେ ବୟସ୍କ ଲୋକ ହୃଦ୍ ରୋଗରେ ଆକ୍ରାନ୍ତ…

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ସବୁଜ ଲଙ୍କା

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍…

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ। ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ…