Latest Odisha News
Browsing Category

କ୍ରିକେଟ

ଆସନ୍ତୁ ଜାଣିବା ୱାଶିଂଟନ ସୁନ୍ଦର ନାମ ପଛରେ ଥିବା କାହାଣୀ ବିଷୟରେ…

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଅଲରାଉଣ୍ଡ ପ୍ରଦର୍ଶନରେ ମନ ଜିଣିଛନ୍ତି ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ୱାଶିଂଟନ ସୁନ୍ଦର । ରବିଚନ୍ଦ୍ରନ ଅଶ୍ୱିନ ଆଘାତପ୍ରାପ୍ତ ହେବା ପରେ ତାଙ୍କୁ ୪ର୍ଥ ଟେଷ୍ଟରେ ଖେଳିବା ପାଇଁ ସୁଯୋଗ ମିଳିଥିଲ । ସେ ଏହାକୁ ହତଛଡା ନ କରି…

୧୪ ବର୍ଷ ପରେ ପାକିସ୍ତାନରେ ପଂହଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌

ଲାହୋର: ୧୪ ବର୍ଷ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନରେ ଶନିବାର ପଂହଚିଛି । ୨୦୦୭ରେ ଦଳ ଶେଷ ଥର ପାକିସ୍ତାନ ଗସ୍ତରେ ଯାଇଥିଲା । ସେ ସମୟରେ ଭ୍ରମଣକାରୀ ଦଳ ୧-୦ରେ ସିରିଜ ଜିତିଥିଲା । ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ୨୦୦୯ରେ…

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ କମିଲା, ମୁମ୍ବାଇ ଇଣ୍ଡିଆନ୍ସର ଫାଇଦା

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ୟୁଏଇରେ ଅନୁଷ୍ଠିତ ହୋଇଥିଲା । ଏଥି ଯୋଗୁ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ପ୍ରଭାବିତ ହୋଇଥିଲା । ୨୦୧୯ ତୁଳନାରେ ଏହା ୨୨ ପ୍ରତିଶତ ତଳକୁ ଖସି ଆସିଛି । ୨୦୧୯ରେ ଏହାର ଭାଲ୍ୟୁ ୪୭ହଜାର କୋଟି ଥିବା ବେଳେ ଏଥର ୩୨ ହଜାର…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ପଦାର୍ପଣ ଟେଷ୍ଟରେ ନଟରାଜନଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି…

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ ।…

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ…

ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ପୁନୀତଙ୍କ ବିଶ୍ୱରେକର୍ଡ: ୫୧ ବଲରେ କଲେ ୧୪୬ରନ

ଚେନ୍ନାଇ:ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ମେଘାଳୟ ଦଳର ପୁନୀତ ବିଷ୍ଟ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରି ଟି୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ମିଜୋରମ ବିପକ୍ଷରେ ସେ ୫୧ ବଲରେ…

ବିସିସିଆଇ ହସ୍ତକ୍ଷେପ ପରେ କଟକଣା କୋହଳ କଲା ସିଏ

ମୁମ୍ବାଇ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଖେଳିବା ପାଇଁ ମଙ୍ଗଳବାର ବ୍ରିସବେନରେ ପଂହଚିଛନ୍ତି । ତେବେ ସେଠାରେ ପଂହଚିବା ମାତ୍ରେ ଖେଳାଳିମାନଙ୍କ ଉପରେ କଠୋର କଟକଣା ଲଗାଯାଇଥିଲା । ଯାହାକୁ ନେଇ ବିସିସିଆଇ ନିକଟରେ ଟିମ୍ ଇଣ୍ଡିଆ ସଦସ୍ୟମାନେ ଅଭିଯୋଗ…