Latest Odisha News

BREAKING NEWS

Browsing Category

କ୍ରିକେଟ

ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି, ରୋହିତ ଖେଳିବେନି

ଶାରଜା: ଚଳିତ ଆଇପିଏଲର ଆଜି ଏକ ହାଇଭୋଲଟେଜ୍ ମୁକାବିଲାରେ ସାମ୍ନାସାମ୍ନା ହେଉଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍…

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

ହାଇଦ୍ରାବାଦ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୫୫ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ଆଗରେ  ରଖିଛି । ଆଜି ହାଇଦ୍ରାବାଦ ଦଳ ଟସ ଜିଣି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ରବିନ ଉଥପ୍ପା ଓ ବେନ ଷ୍ଟୋକ୍ସ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି…

ଆଗ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ

ଦୁବାଇ : ଆଇପିଏଲରେ ପ୍ଲେ ଅଫ ଦୌଡରେ ପ୍ରବେଶ କରିବା ପାଇଁ ଏବେ ଟିମମାନଙ୍କ ନିକଟରେ ସୀମିତ ସୁଯୋଗ ରହିଛି । ଏହାର ଫାଇଦା ଉଠାଇବା ପାଇଁ ସବୁ ଦଳ ଚାହିଁବେ । ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୪୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ…

ଅସନ୍ତୁଷ୍ଟ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ, ବାଦ୍ ପଡିବେ ପ୍ରମୁଖ ଖେଳାଳି !

ତାମିଲନାଡୁ: ଦିନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ସବୁଠୁ ଭରଷାଯୋଗ୍ୟ ଦଳ ଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ହେଲେ ଏବେ ସତେ ଯେପରି ସେ ଦିନ ଅତୀତ ହୋଇଯାଇଛି । ଚଳିତବର୍ଷ ଆଇପିଏଲ୍‌ରେ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଫ୍ଲେମିଂ ସ୍ୱିକାର କରିବା ପରେ ଦଳର ମ୍ୟାନେଜମେଣ୍ଟ…

ତାସ ଘର ପରି ଭୁଷୁଡିଗଲା କୋଲକାତା ଇନିଂସ : ବାଙ୍ଗାଲୋର ସମ୍ମୁଖରେ ୮୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ବୁଧବାର ଆଇପିଏଲ ମ୍ୟାଚରେ କୋଲକାତା ଇନିଂସ ତାସଘର ପରି ଭୁଷୁଡିଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବା କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୮୪ ରନ କରିବାକୁ ସକ୍ଷମ ହୋଇଛି । ଲକି ଫର୍ଗୁଶନ ୧୯ ରନ କରି ନଟଆଉଟ ରହିଥିଲେ ।…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଟସ୍ ଜିଣି କୋଲକାତା ନାଇଟ୍ ରାଇଡର୍ସର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୩୯ତମ  ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ଥିବା ବାଙ୍ଗାଲୋର…

ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳର ଭାରତୀୟ କୋଚ୍‌ଙ୍କୁ ପାକିସ୍ତାନ ମନା !

ନୂଆଦିଲ୍ଲୀ: ପାକିସ୍ତାନରେ ଜିମ୍ବାୱେ କ୍ରିକେଟ ଦଳ ତିନୋଟି ଲେଖାଏଁ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ । ଅକ୍ଟୋବର ୩୦ରେ ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବାବେଳେ କରୋନା ମାହାମାରୀ ପାଇଁ ଦର୍ଶକଙ୍କୁ ମିଳିବନି ଷ୍ଟାଡିୟମରେ ପ୍ରବେଶ ଅନୁମତି । ମଙ୍ଗଳବାର ଜିମ୍ବାୱ୍ୱେ ଦଳ ପାକିସ୍ତାନରେ…