Latest Odisha News

BREAKING NEWS

Browsing Category

କ୍ରିକେଟ

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲା ବାଙ୍ଗାଲୋର

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ହାଇ ଭୋଲଟେଜ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏଥିରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ କୋଲକାତା ଦଳ…

ବାପା ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ସୁଇଂ କିଙ୍ଗ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ୍ ବୋଲର ଜାହୀର ଖାଁ ବାପା ହେବାକୁ ଯାଉଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଡାଇରେକ୍ଟର ଅଫ କ୍ରିକେଟ ଅପରେଶନ ଦାୟିତ୍ୱ ତୁଲାଉଛନ୍ତି । ଜାହୀର ଏବଂ ତାଙ୍କ ପତ୍ନୀ ତଥା ଚକ ଦେ ଫେମ୍…

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ଧାୱନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ

ଆବୁଧାବି: ଆଇପିଏଲ୍ ୨୭ ତମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ  ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ  ଦେଇଛି । ଧଓ୍ଵନ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଆବୁଧାବିର ଶେଖ ଜୟେଦ୍…

ରିୟାନ,ଟେୱାଟିଆଙ୍କ ଲଢ଼ୁଆ ବ୍ୟାଟିଂ, ରାଜସ୍ଥାନ ୫ ଉଇକେଟରେ ବିଜୟୀ

ଦୁବାଇ: ରିୟାନ ପରାଗ(୪୨ରନ) ଓ ରାହୁଲ ଟେୱାଟିଆ(୪୫)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଚଳିତ ଆଇପିଏଲ ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣର (୪୮) ଓ ମନୀଷ ପାଣ୍ଡେଙ୍କ ୫୪ ରନ…

ମହିଳା ଟି୨୦ ଚ୍ୟାଲେଞ୍ଜ: ଭେଲୋସିଟି ଦଳରେ ସ୍ଥାନ ପାଇଲେ ଓଡିଆ ଝିଅ ସୁଶ୍ରୀ

ଭୁବନେଶ୍ୱର: ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଟି୨୦ ଚ୍ୟାଲେଞ୍ଜ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ । ସୁପରନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ୩ଟି ଦଳ ପାଇର୍ ଖେଳାଳି ଚୟନ କରାଯାଇଛି । ଢ଼େଙ୍କାନାଳର ସୁଶ୍ରୀ ଭେଲୋସିଟି…

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍…

କୋହଲି ୯୦ ନଟଆଉଟ : ବାଙ୍ଗାଲୋର ୧୬୯/୪

ଦୁବାଇ: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୨ ବଲରେ ୪ ଚୌକା ଓ ୪ ଛକା ବଳରେ ୯୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ…

ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ କରି ଜିତିଲା କୋଲକାତା

ଆବୁଧାବି: ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ ବଳରେ ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨ ରନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି । କୋଲକାତା ୧୬୫ ରନର ଆଭରେଜ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଏହାକୁ ହାସଲ କରିବାରେ ପଞ୍ଜାବ ବ୍ୟର୍ଥ ହୋଇଛି । ଦଳ ୨୦ ଓଭରରେ ୫ ଉଇକେଟ…

କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସ : କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଚଳିତ ଆଇପିଏଲରେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ୨୯ ବଲରେ ୫୮ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସ ୬ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି । କାର୍ତ୍ତିକଙ୍କ ବ୍ୟତୀତ ଶୁବମାନ ଗିଲ ୫୭ ଓ ଇଓନ ମୋର୍ଗାନ ୨୪ ରନର…