Latest Odisha News

BREAKING NEWS

Browsing Category

କ୍ରିକେଟ

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ…

ଧୂଳିସାତ ହେଲା ଦକ୍ଷିଣ ଆଫ୍ରିକାରେ ଟିମ ଇଣ୍ଡିଆର ସିରିଜ ଜିତିବା ସ୍ୱପ୍ନ

କେପଟାଉନ: ତୃତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ପରାସ୍ତ କରି ୨-୧ରେ ସିରିଜ କବଜା କରିଛି । ଫଳରେ ଦକ୍ଷିଣ ଆଫ୍ରିକା ମାଟିରେ ଭାରତର ସିରିଜ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ଆବଶ୍ୟକ ୨୧୨ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୩ ଉଇକେଟ ହରାଇ ହାସଲ କରି…

କୋହଲିଙ୍କ ବ୍ୟାଟିଂକୁ ବରିଷ୍ଠ କ୍ରିକେଟରଙ୍କ ପ୍ରଶଂସା, ଶତକଠାରୁ କମ ନ ଥିଲା ୭୯ ରନର ଇନିଂସ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୨୨୩ ରନ କରି ଅଲଆଉଟ ହୋଇଛି । ଏହି ଇନିଂସରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୭୯ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସକୁ ବରିଷ୍ଠ କ୍ରିକେଟରମାନେ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ୭୯ ରନର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ…

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ…

ଆଇପିଏଲ ଟାଇଟଲ ସ୍ପନଶର ହେଲା ଟାଟା

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତୀ ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ । ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି…

ୱ, ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବେ କୋହଲି

କେପଟାଉନ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୧୧ ଜାନୁୟାରୀରୁ କେପଟାଉନରେ ଖେଳାଯିବ । ଏହି ମ୍ୟାଚରେ ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ କୋହଲି । ଏହି ମ୍ୟାଚରେ କୋହଲି ଆଉ ୧୪ ରନ ସଂଗ୍ରହ କଲେ ଦ୍ରାବିଡଙ୍କୁ ଅତିକ୍ରମ କରିବେ । ଦକ୍ଷିଣ…

୨୦୨୨ ମହିଳା ବିଶ୍ୱକପ କ୍ରିକେଟ: ମିତାଲୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ପାଇଁ ମିତାଲି ରାଜଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଜେମିମା ରୋଡ୍ରିଗ୍ୟୁସ, ଶିଖା ପାଣ୍ଡେ, ରାଧା ଯାଦବ ଓ ବେଦା…

ଦକ୍ଷିଣ ଆଫ୍ରିକାକୁ ସୁବିଧାଜନକ ସ୍ଥିତିରେ ପଂହଚାଇଲେ ଏଲଗାର

ଜୋହାନ୍ସବର୍ଗ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ୩ୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସୁବିଧାଜନକ ସ୍ଥିତିରେ ପଂହଚିଛି । ଷ୍ଟମ୍ପସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିଛି । ଘରୋଇ ଦଳ ବିଜୟ ପାଇଁ ଆଉ ୧୨୨ ରନ ଆବଶ୍ୟକ କରୁଛି । ଡିନ ଏଲଗାର…

ଇତିହାସ ରଚିଲେ ପନ୍ତ

ଜୋହାନ୍ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବ୍ୟାଟିଂରେ ଭାରତର ରିଷଭ ପନ୍ତ କମାଲ କରିପାରି ନ ଥିଲେ ଉଇକେଟ କିିପିଂରେ କିର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ କମ ମ୍ୟାଚରେ ୧୦୦ କ୍ୟାଚ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ୪୦ ଟେଷ୍ଟରେ ଏହି…