Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ସର୍ବଦା ବିରାଟ ଇନିଂସ ଖେଳି ନଟଆଉଟ ରହିଛନ୍ତି କୋହଲି

ଦୁବାଇ:ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ ଉପରେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ରହିଛି । ସେ ଟି୨୦ ବିଶ୍ୱକପରେ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଆଉଟ…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ବାଂଲାଦେଶ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ର ଟିକେଟ କାଟିଛି ବାଂଲାଦେଶ । ଗୁରୁବାର ଏଠାରେ ଅନୁଷ୍ଠିତ ପାପୁଆ ନିଉ ଗିନି ବିପକ୍ଷ ମ୍ୟାଚରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ୮୪ ରନରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିଥିଲା ।…

ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ନେବ ୩୭ହଜାର କୋଟି !

ମୁମ୍ବାଇ: ଏଥର ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ରେକର୍ଡ ଡିଲ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ବିଶେଷଜ୍ଞଙ୍କ ମତରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସ ପାଇଁ ବୋର୍ଡ ୫୦୦ କୋଟି ଡଲାର ( ୩୭ ହଜାର କୋଟି) ମୂଲ୍ୟ ରଖିପାରେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ବିସିସିଆଇ ଏଥିପାଇଁ…

ଅଷ୍ଟ୍ରେଲିଆର ହ୍ୟାରିସନ ଗୋଟିଏ ଓଭରରେ ମାରିଲେ ୮ ଛକା

ସିଡନୀ: କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା କେତେଜଣ ବ୍ୟାଟ୍ସମ୍ୟାନ ମାରି ସାରିଛନ୍ତି । ତେବେ ଗୋଟିଏ ଓଭରରେ ୮ଟି ଛକା ମାରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଅଷ୍ଟ୍ରେଲିଆର ସ୍ୟାମ ହ୍ୟାରିସନ । ଏକ କ୍ଲବ କ୍ରିକେଟ ମୁକାବିଲାରେ ସୋରାଂଟା ଡନକ୍ରେଗ ସିନିୟର ଟିମ ପକ୍ଷରୁ ଖେଳୁଥିବା…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଜେମ୍ସ ପ୍ୟାଟିନସନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପେସ ବୋଲର ଜେମ୍ସ ପ୍ୟାଟିନସନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଆଗାମୀ ଆଶେସ ସିରିଜ ପାଇଁ ଦଳରେ ଚୟନ ନ ହେବାରୁ ଶେଷରେ ସେ ନିରାଶ ହୋଇ ଏହି ପଦକ୍ଷେପ…

ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମଅପ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ

ଦୁବାଇ: ଟି୨୦ ବିଶ୍ୱକପର ଏକ ୱାର୍ମ ଅପ ମ୍ୟାଚରେ ଭାରତ ୯ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ରୋହିତ ଶର୍ମା ଫର୍ମକୁ ଫେରିବା ସହ ୬୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୯ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ…

ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ ଖେଳିବେ ହିଟମ୍ୟାନ !

ଦୁବାଇ: ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛନ୍ତି । ରବିବାର ଦୁବାଇ ପଡିଆକୁ ଓହ୍ଲାଇବେ ମାତ୍ରେ ସେ ଏହି ରେକର୍ଡର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୬ ଟି୨୦ ବିଶ୍ୱକପ ଖେଳି ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ…

କୋହଲି ସ୍ପଷ୍ଟ କଲେ, ରୋହିତ-ରାହୁଲ ଓପନିଂ କରିବେ

ଦୁବାଇ: ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । ୱାର୍ମ ଅପ ମ୍ୟାଚରେ ଇଶାନ କିଶାନ ୭୦ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ବୋଲି ଜଣାପଡିଛି । କୋହଲି ନିଜେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ…

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…