Latest Odisha News

BREAKING NEWS

Browsing Category

କ୍ରିକେଟ

ଟି୨୦ ବିଶ୍ୱକପ: ପିଚ କ୍ୟୁରେଟରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ଆବୁଧାବି: ସ୍ଥାନୀୟ ଶେଖ ଷ୍ଟାଡିୟମରେ ରବିବାର ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚର ପିଚ ପ୍ରସ୍ତୁତ କରିଥିବା କ୍ୟୁରେଟର ମୋହନ ସିଂଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । କ୍ୟୁରେଟର ମୋହନ ସିଂ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ କେତେକ ଗଣମାଧ୍ୟମ ଖବର ପ୍ରକାଶ…

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ…

ରବି ଶାସ୍ତ୍ରୀ ହେବେ ନୂତନ ଆଇପିଏଲ ଟିମ ଅହମ୍ମଦାବାଦର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ରବି ଶାସ୍ତ୍ରୀଙ୍କ ଭାରତୀୟ ଟିମର କୋଚ ଦାୟିତ୍ୱ ସମ୍ପୂର୍ଣ୍ଣ ହେବ । ତାଙ୍କ ସ୍ଥାନରେ ମଙ୍ଗ ଧରିବେ ଦି ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ । ତେବେ ଏହା ପରେ ଶାସ୍ତ୍ରୀ କଣ କରିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ୨୦୨୨ରେ ଆଇପିଏଲରେ ୮…

ୱେଷ୍ଟଇଣ୍ଡିଜକୁ ୮ ଉଇକେଟରେ ହରାଇଲା ଅଷ୍ଟ୍ରେଲିଆ

ଦୁବାଇ: ଟି୨୦ ବିଶ୍ୱକପରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଅଷ୍ଟ୍ରେଲିଆ ୮ ଉଇକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୭ ଉଇକେଟ ହରାଇ ୧୫୭ ରନ କରିଥିଲା । ଅଧିନାୟକ କିରନ ପୋଲାର୍ଡ ଦଳ ପକ୍ଷରୁ ସର୍ବାଧିକ ୪୪ ରନ କରିଥିଲେ । ଜୋଶ ହାଜେଲଉଡ ୪ଟି…

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ନେଇ ଆସନ୍ତୁ ଜାଣିବା କଣ କହିଲେ ଜାଡେଜା

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ପରାଜୟ ଉପରେ ନିର୍ଭର କରୁଛି । ଯଦି ଆଫଗାନିସ୍ତାନ ଏହି ମ୍ୟାଚରେ ବିଜୟ ହେଲେ ଭାରତ ସେମିରେ ପ୍ରବେଶ କରିବ । ସ୍କଟଲାଣ୍ଡକୁ ହରାଇବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ ସମ୍ପର୍କରେ ପଚରାଯିବାରୁ ସେ…

ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହେଲା ସ୍କଟଲାଣ୍ଡ, ୮୫ରେ ଅଲଆଉଟ

ଦୁବାଇ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମୁକାବିଲାରେ ଭାରତୀୟ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ସ୍କଟଲାଣ୍ଡ ଟିମ । ଟସ ଜିତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ…

ସେମିଫାଇନାଲର ନିକଟତର ହେଲା ନ୍ୟୁଜିଲାଣ୍ଡ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନାମ୍ବିଆକୁ ୫୨ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପଂଏଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ନିକଟତର ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି । ନ୍ୟୁଜିଲାଣ୍ଡ ପ୍ରଥମେ…

ସୟେଦ ମୁସ୍ତାକ ଅଲୀ ଟି୨୦: ୧ରନରେ ହାରିଲା ଓଡିଶା

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଜି ଓଡିଶା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାମିଲନାଡୁଠାରୁ ମାତ୍ର ୧ ରନରେ ପରାସ୍ତ ହୋଇଛି । ଏଲିଟ ଗ୍ରୁପ ଏର ଏହି ମ୍ୟାଚରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ କରିଥିଲା । ଅଭିଷେକ ରାଉତ ୨ଟି ଏବଂ…

ପ୍ରଶଂସକଙ୍କ ପାଗଳାମୀ: ପୁନୀତଙ୍କ ପରି ନେତ୍ରଦାନ କରିବା ପାଇଁ ୩ ଜୀବନ ହାରିଲେ

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ଆଖିରେ ୪ଜଣ ଦୁନିଆ ଦେଖିଥିଲେ । ଏହାର ପ୍ରଭାବ ପ୍ରଶଂସକଙ୍କ ଉପରେ ଏତେ ମାତ୍ରାରେ ପଡିଥିଲା ରାଜକୁମାରଙ୍କ ପରି ନେତ୍ରଦାନ କରିବା ପାଇଁ ୩ଜଣ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର(୨୪),…

ପୁନର୍ବାର ବିବାଦରେ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ପୁନର୍ବାର ଆଉ ଏକ ବିବାଦରେ ପଡିଛନ୍ତି । ଅଷ୍ଟ୍ରେଲିଆର ରିୟାଲିଟି ଟିଭି ଷ୍ଟାର ଜେସିକା ପାୱାର ତାଙ୍କ ବିରୋଧରେ ଅଭଦ୍ର ମେସେଜ ପଠାଇବା ଅଭିଯୋଗ ଆଣିଛନ୍ତି । ଏପରିକି ୱାର୍ଣ୍ଣେଙ୍କ ମୁଣ୍ଡ ବୋଧେ ଠିକ ନାହିଁ ବୋଲି କହିଛନ୍ତି ।…