Latest Odisha News

BREAKING NEWS

Browsing Category

କ୍ରିକେଟ

ଇଂଲଣ୍ଡ ପରି ଏଥର ରୋଟେଶନ ପଲିସି ଲାଗୁ କରିବ ବିସିସିଆଇ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଏଥର ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳର ଅନେକ ଗୁମର ପଦାରେ ପକାଇଛି । ରବି ଶାସ୍ତ୍ରୀ ଏବଂ ବିରାଟ କୋହଲି ଏଥିନେଇ ସମାଲୋଚିତ ହେବା ସହ ପରୋକ୍ଷରେ ପଦ ହରାଇଛନ୍ତି । କୋଚ ପଦ ଛାଡିବା ପରେ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଏବଂ ରୋଟେଶନ ପଲିସି ଉପରେ ଶାସ୍ତ୍ରୀ…

ଅଜବ ବିଜୟଙ୍କ ଗଜବ ପଦକ୍ଷେପ

ମାଡ୍ରାସ: ଘରୋଇ କ୍ରିକେଟରେ ମୁରଲୀ ବିଜୟଙ୍କୁ ନେଇ ଏକ ଅଦ୍ଭୁତପୂର୍ଣ୍ଣ ଖବର ହସ୍ତଗତ ହୋଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବାୟୋବବଲରେ ରହିବାକୁ ପଡିବ ବୋଲି ସେ ଏଥିରୁ ଓହରି ଯାଇଛନ୍ତି । ବିଜୟ କୋଭିଡ ୧୯ ଭ୍ୟାକ୍ସିନ ମଧ୍ୟ ନେଇ ନାହାନ୍ତି । ତେବେ ବିସିସିଆଇ ନିୟମ ଅନୁସାରେ…

ଟି୨୦ ବିଶ୍ୱକପ ଫାଇନାଲ: ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ଇରାସମସ, କେଟଲବର୍ଗ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଜି ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି ଭାରତର ନୀତିନ ମେନନ ଟିଭି ଅମ୍ପାୟର ହେବ । ରବିବାର…

ପାକିସ୍ତାନକୁ ସମର୍ଥନ କରି ଟ୍ରୋଲ ହେଲେ ସାନିଆ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ପାକିସ୍ତାନ ବାଦ୍ ପଡିଛି । ତେବେ ଏହି ମ୍ୟାଚରେ ପାକିସ୍ତାନକୁ ସମର୍ଥନ କରି ଅଡୁଆରେ ପଡିଛନ୍ତି ସାନିଆ ମିର୍ଜା । ସୋସିଆଲ ସାଇଟରେ ସାନିଆଙ୍କୁ ବିଶ୍ୱାସଘାତକ, ନମକହାରାମ, ଗଦ୍ଦାର ଶବ୍ଦ ବ୍ୟବହାର କରାଯାଇ ଟ୍ରୋଲ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୁରୁବାର ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୩ ରନ କରିବା ମାତ୍ରେ ବିଶ୍ୱର ପ୍ରଥମ ଖେଳାଳି ଭାବେ କମ ମ୍ୟାଚରେ ୨୫୦୦ ରନ ପୂର୍ଣ୍ଣ କରଛନ୍ତି…

ବ୍ୟାଟିଂ କୋଚ ହେଡେନଙ୍କୁ ଇଂରାଜୀ ଭାଷାର କୁରାନ ଉପହାର ଦେଲେ ରିଜୱାନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଚିନ୍ତିତ ହୋଇ ପଡିଛନ୍ତି । ଗୋଟିଏ ପଟେ ନିଜ ଦେଶ ଅଷ୍ଟ୍ରେଲିଆ ଖେଳୁଥିବା ବେଳେ ଅନ୍ୟ ପକ୍ଷରେ ପ୍ରଫେଶନାଲ କ୍ୟାରିୟର । ତେବେ ହେଡେନ ଏହି ଅଳ୍ପ ଦିନ ମଧ୍ୟରେ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ମାଗିଲେ ରୋହିତ, ଅଧିନାୟକ ହେବେ ରାହାନେ !

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା ବିଶ୍ରାମ ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବିରାଟ କୋହଲି ପ୍ରଥମ ଟେଷ୍ଟରୁ ଓହରିଯିବା…

ସେମିଫାଇନାଲ ପୂର୍ବରୁ ଚିନ୍ତାରେ ପାକିସ୍ତାନ: ସୋଏବ, ରିଜୱାନଙ୍କୁ ଫ୍ଲୁ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ପୂର୍ବରୁ ପାକିସ୍ତାନ ଚିନ୍ତାରେ ପଡିଛି । ଦଳର ଦୁଇ ଷ୍ଟାର ଖେଳାଳି ସୋଏବ ମଲିକ ଓ ମହମ୍ମଦ ରିଜୱାନଙ୍କୁ ଫ୍ଲୁ ହୋଇଛି । ଯେତେଦୂର ସମ୍ଭବ ସେମାନେ ଖେଳି ନ ପାରନ୍ତି । ଗତକାଲି ଉଭୟ ଅଭ୍ୟାସ ସେଶନରେ ଯୋଗ ଦେଇପାରି ନ ଥିଲେ । ଫର୍ମରେ…

ଟି୨୦ ବିଶ୍ୱକପ କ୍ରିକେଟ: ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡକୁ ଆବଶ୍ୟକ ୧୬୭ରନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୬୭ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬ ରନ କରିଥିଲା । ମୋଇନ ଅଲୀ ଦଳ ପକ୍ଷରୁ ସର୍ବାଧିକ ୫୧ (ନଟଆଉଟ) ରନ କରିଥିଲେ । ଡେଭିଡ ମଲାନ ମଧ୍ୟ…

କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିନେଇଛି । ମୁମ୍ବାଇ ପୋଲିସର ଆଇଟି ସେଲ ୨୩ ବର୍ଷୀୟ ରାମନଗେଶ ଅଲିବାଥିନୀଙ୍କୁ ହାଇଦ୍ରାବାଦରେ ଧରିଥିଲା । ଯୁବକଜଣକ ସଫ୍ଟୱେୟାର ଇଜିଂନିୟର ଓ ଆଇଆଇଟି ହାଇଦ୍ରାବାଦରେ…