Latest Odisha News

BREAKING NEWS

Browsing Category

କ୍ରିକେଟ

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ନେଇ ଆସନ୍ତୁ ଜାଣିବା କଣ କହିଲେ ଜାଡେଜା

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ଡ ପରାଜୟ ଉପରେ ନିର୍ଭର କରୁଛି । ଯଦି ଆଫଗାନିସ୍ତାନ ଏହି ମ୍ୟାଚରେ ବିଜୟ ହେଲେ ଭାରତ ସେମିରେ ପ୍ରବେଶ କରିବ । ସ୍କଟଲାଣ୍ଡକୁ ହରାଇବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ମ୍ୟାଚ ସମ୍ପର୍କରେ ପଚରାଯିବାରୁ ସେ…

ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହେଲା ସ୍କଟଲାଣ୍ଡ, ୮୫ରେ ଅଲଆଉଟ

ଦୁବାଇ: ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ମୁକାବିଲାରେ ଭାରତୀୟ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ସ୍କଟଲାଣ୍ଡ ଟିମ । ଟସ ଜିତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ…

ସେମିଫାଇନାଲର ନିକଟତର ହେଲା ନ୍ୟୁଜିଲାଣ୍ଡ

ଶାରଜା: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ନାମ୍ବିଆକୁ ୫୨ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ପଂଏଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ନିକଟତର ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡର ପରାଜୟ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି । ନ୍ୟୁଜିଲାଣ୍ଡ ପ୍ରଥମେ…

ସୟେଦ ମୁସ୍ତାକ ଅଲୀ ଟି୨୦: ୧ରନରେ ହାରିଲା ଓଡିଶା

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟରେ ଆଜି ଓଡିଶା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ତାମିଲନାଡୁଠାରୁ ମାତ୍ର ୧ ରନରେ ପରାସ୍ତ ହୋଇଛି । ଏଲିଟ ଗ୍ରୁପ ଏର ଏହି ମ୍ୟାଚରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ କରିଥିଲା । ଅଭିଷେକ ରାଉତ ୨ଟି ଏବଂ…

ପ୍ରଶଂସକଙ୍କ ପାଗଳାମୀ: ପୁନୀତଙ୍କ ପରି ନେତ୍ରଦାନ କରିବା ପାଇଁ ୩ ଜୀବନ ହାରିଲେ

ବାଙ୍ଗାଲୋର: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ତାଙ୍କ ଆଖିରେ ୪ଜଣ ଦୁନିଆ ଦେଖିଥିଲେ । ଏହାର ପ୍ରଭାବ ପ୍ରଶଂସକଙ୍କ ଉପରେ ଏତେ ମାତ୍ରାରେ ପଡିଥିଲା ରାଜକୁମାରଙ୍କ ପରି ନେତ୍ରଦାନ କରିବା ପାଇଁ ୩ଜଣ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି । ସେମାନେ ହେଲେ ରାଜେନ୍ଦ୍ର(୨୪),…

ପୁନର୍ବାର ବିବାଦରେ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ପୁନର୍ବାର ଆଉ ଏକ ବିବାଦରେ ପଡିଛନ୍ତି । ଅଷ୍ଟ୍ରେଲିଆର ରିୟାଲିଟି ଟିଭି ଷ୍ଟାର ଜେସିକା ପାୱାର ତାଙ୍କ ବିରୋଧରେ ଅଭଦ୍ର ମେସେଜ ପଠାଇବା ଅଭିଯୋଗ ଆଣିଛନ୍ତି । ଏପରିକି ୱାର୍ଣ୍ଣେଙ୍କ ମୁଣ୍ଡ ବୋଧେ ଠିକ ନାହିଁ ବୋଲି କହିଛନ୍ତି ।…

ହାପି ବର୍ଥ ଡେ’ ବିରାଟ

ମୁମ୍ବାଇ : ଭାରତୀୟ କ୍ରିକେଟ ଟିମ୍ କ୍ୟାପଟେନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି କ୍ୟାପଟେନ କୋହଲି । ୧୯୮୮ ମସିହା ୫ ନଭେମ୍ବରରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ବିରାଟ କୋହଲି। ଭାରତର ଜଣେ ବେଷ୍ଟ କ୍ରିକେଟର ଭାବେ ସାରା ଦେଶବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ…

ଟି୨୦ ବିଶ୍ୱକପ ପରେ ଅବସର ନେବେ ଡ୍ୱେନ ବ୍ରାଭୋ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା । ଏହା ପରେ ସେ…

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖ୍‌ôଛି । ଜବାବରେ ଆଫଗାନିସ୍ତାନ ୩.୧ ଓଭରରେ ୨ ଉଇକେଟ ହରାଇ ୧୩ ରନ କରି ବିପଦରେ ପଡିଛି…

ଦ୍ରାବିଡ ଭାରତୀୟ କ୍ରିକେଟର ଦଳର କୋଚ ନିଯୁକ୍ତ

ଭୁବନେଶ୍ୱର: ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରେସ ରିଲିଜ ଜାରୀ କରାଯାଇଛି । ନଭେମ୍ବର ୧୭ରୁ…