Latest Odisha News

BREAKING NEWS

Browsing Category

ଖେଳ

ଟିମ ଇଣ୍ଡିଆର ନୂଆ ହୀରୋ ତିଳକ ବର୍ମା

ଚେନ୍ନାଇ: ଆନ୍ତର୍ଜାତୀୟ ଟି୨୦ରେ ଭାରତ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ତିଳକ ବର୍ମା ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୭୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତିଳକ ଟି୨୦ରେ ନିଜ ନାମରେ ଏକ ଉପଲବ୍ଧି ହାସଲ…

ମହିଳା ହକି ଇଣ୍ଡିଆ ଲିଗ୍ : ପ୍ରଥମ ସଂସ୍କରଣ ଟାଇଟଲ ହାତେଇଲା ଓଡିଶା ଓ୍ବାରିୟର୍ସ

ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି । ଆଜି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଫାଇନାଲ…

ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ ସେମିରେ ଭାରତ

ନୂଆଦିଲ୍ଲୀ: ଭାରତ ଆଇସିସି ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ରବିବାର ଖେଳାଯାଇଥିବା ମୁକାବିଲାରେ ଭାରତ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ୱିକେଟ ବିନିମୟରେ ୬୪ ରନ କରିଥିଲା । ଅଧିନାୟିକା ସୁମୈୟା…

ଆଇସିସି ପ୍ରତି ଚ୍ୟାପେଲଙ୍କ ଶବ୍ଦ ବାଣ

ଦୁବାଇ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ଇଆନ ଚ୍ୟାପେଲ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପ୍ରତି ଶବ୍ଦ ବାଣ ପ୍ରୟୋଗ କରିଛନ୍ତି । ସେ କହିଛନ୍ତି ଆଇସିସି କ୍ରିକେଟ ଚଳାଇବା ପରିବର୍ତେ ଏବ ଇଭେଂଟ ମ୍ୟାନେଜମେଂଟ କମ୍ପାନୀ ପାଲଟି ଯାଇଛି । ଭାରତର ନାମ ନ ନେଇ ସେ କହିଥିଲେ,…

ମେଘାଳୟକୁ ଶୋଚନୀୟ ଭାବେ ପରାସ୍ତ କଲା ଓଡିଶା

ଶିଲଂ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ଏକ ଇନିଂସ ଓ ୫୬ ରନରେ ମେଘାଳୟକୁ ପରାସ୍ତ କରିଛି । ମେଘାଳୟ ପ୍ରଥମେ ବ୍ୟାଟିଂ କରି ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଓଡିଶା ଗୋବିନ୍ଦ ପୋଦ୍ଦାର ଓ ରାଜେଶ ଧୂପରଙ୍କ ଆକର୍ଷଣୀୟ ଶତକ ବଳରେ ୭ ୱିକେଟ ବିନିମୟରେ ୫୪୮ ରନ କରି ଇନିଂସ ଘୋଷଣା…

ଅଷ୍ଟ୍ରେଲିଆନ ଓପନ ଟେନିସ: ସିନେରଙ୍କୁ ଟାଇଟଲ

ନୂଆଦିଲ୍ଲୀ: ଇଟାଲୀର ଷ୍ଟାର ଟେନିସ ଖେଳାଳି ଜେନିକ ସିନେର ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସିନେର ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ୬-୩, ୭-୬(୪), ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ତାଙ୍କୁ ୨ ଘଂଟା ୪୨…

ଅଧିନାୟକ ହେବା ପରେ ସୂର୍ଯ୍ୟକୁମାରଙ୍କ ଫର୍ମ ସାଜିଛି ଚିନ୍ତାର କାରଣ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଭାରତ ୨-୦ରେ ଅଗ୍ରଣୀ ରହିଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତର ପ୍ରଦର୍ଶନସ୍ତର କ୍ରିକେଟର ଏହି ଛୋଟ ଫର୍ମାଟରେ ଭଲ ରହୁଥିବା ବେଳେ ତାଙ୍କ ବ୍ୟାଟିଂ ପ୍ରଦର୍ଶନ କିନ୍ତୁ ଖରାପ ରହିଛି ।…

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ…

ବର୍ମା ଲଗାଇଲେ  ଟିମ ଇଣ୍ଡିଆର ବିଜୟ ତିଳକ 

ଚେନ୍ନାଇ: ଭାରତ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ତିଳକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ତିଳକ ୭୨ ରନର ବିସ୍ଫୋରକ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ…

ଭାରତ ବିପକ୍ଷରେ କୀର୍ତିମାନ ସ୍ଥାପନ କଲେ ବଟଲର

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ଜୋସ ବଟଲର ଭାରତ ବିପକ୍ଷରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ସେ ପ୍ରଥମ ଖେଳାଳି ଭାବେ ଭାରତ ବିରୋଧରେ ୬୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ବଟଲର ଭାରତ ବିପକ୍ଷ ଚଳିତ ସିରିଜରେ ୬୮ ଓ ୪୫ ରନ କରିଛନ୍ତି…