Latest Odisha News

BREAKING NEWS

Browsing Category

ଖେଳ

ଜୁନିୟର ମହିଳା ବିଶ୍ୱକପ ହକି : ଅଭ୍ୟାସ ଶିବିର ପାଇଁ ମନୋନୀତ ଦଳରେ ୫ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଏପ୍ରିଲ ୧ରୁ ଜୁନିୟର ମହିଳା ବିଶ୍ୱକପ ହକି ଆରମ୍ଭ ହେବ । ଅଭ୍ୟାସ ପାଇଁ ୨୮ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମୀନା କୁଜୁର, ଜ୍ୟୋତି ଛତ୍ରୀ,ଜୀବନ କିଶୋରୀ ଟପ୍ପୋ, ନିକିତା ଟପ୍ପୋ ଓ…

ସ୍ପେନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଭାରତୀୟ ଦଳରେ ଓଡିଶାର ଦୀପ ରଞ୍ଜନ

ଭୁବନେଶ୍ୱର: ସ୍ପେନର ଭିକ୍ଟୋରିଆରେ ଆୟୋଜିତ ହେବାକୁ ଥିବା ସ୍ପାନିଶ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଓଡିଶାର ଦୀପ ରଞ୍ଜନ ବିଶୋୟୀ ଏହି ଦଳରେ ସ୍ଥାନ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗବତ ଦଳର ନେତୃତ୍ୱ ନେବେ ।…

ଅଜବ ଟୁଇଟ୍‌କୁ ନେଇ ଚର୍ଚ୍ଚା, ହ୍ୟାକ୍ ହେଲା କି ରୋହିତଙ୍କ ଆକାଉଣ୍ଟ?

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଭେରିଫାଏଡ୍ ଟୁଇଟର୍ ଆକାଉଣ୍ଟରୁ ତିନୋଟି ଅଜବଗଜବ ଟୁଇଟ୍ ଆସିବା ପରେ ଏହି ଚର୍ଚ୍ଚା ସାମ୍ନାକୁ ଆସିଛି । ଏହି ତିନୋଟି ଟୁଇଟ୍ ପାଖାପାଖି…

କ୍ରମାଗତ ୭୨ ଘଂଟାରୁ ଅଧିକ ସମୟ ବ୍ୟାଟିଂ କରି ବିଶ୍ୱ ରେକର୍ଡ କଲେ ମୁମ୍ବାଇର ସିଦ୍ଧାର୍ଥ

ମୁମ୍ବାଇ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସିଦ୍ଧାର୍ଥ ମୋହିତେ କ୍ରମାଗତ ୭୨ ଘଂଟା ୫ ମିନିଟ ବ୍ୟାଟିଂ କରି ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାର ଭିଡିଓ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡକୁ ପଠାଯାଇଛି । ସେ ନିଜ ଦେଶର ବିରାଗ ମାନେଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ବିରାଗ ୫୦ ଘଂଟାରୁ…

ଆଇଏସଏସଏଫ ଶୁଟିଂ ବିଶ୍ୱକପ: ସୌରଭଙ୍କୁ ସ୍ୱର୍ଣ୍ଣ, ହଟିଲା ରୁଷର ପତାକା

ନୂଆଦିଲ୍ଲୀ: କାଇରୋରେ ଅନୁଷ୍ଠିତ ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ଭାରତର ୧୯ ବର୍ଷୀୟ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଟାଇଟଲ ମୁକାବିଲାରେ ଜର୍ମାନୀର ମାଇକେଲ ଶେୱାଲ୍ଡଙ୍କୁ ପରାସ୍ତ କରିଥିଲେ । ଶେୱାଲ୍ଡ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଷିଆର…

୧୦୦ତମ ଟେଷ୍ଟରେ ଶତକ ମରୁଡି ଦୂର କରିବେ କୋହଲି!

ମୋହାଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ । ଘରୋଇ ପରିବେଶରେ ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜବରଦସ୍ତ ଥିବାରୁ ଶତକ ମରୁଡି ଦୂର କରିବେ ବୋଲି ପ୍ରଶଂସକମାନେ ଆଶା…

ଚାଲିଥିଲା ଧର୍ମଶାଳା ଟି-୨୦ ମ୍ୟାଚ୍‌, ଅନ୍ କ୍ୟାମେରାରେ କାହାକୁ କଫି ଯାଚିଥିଲେ ରୋହିତ୍ ?

ଭୁବନେଶ୍ୱର: ଧର୍ମଶାଳା ଟି-୨୦ ମ୍ୟାଚରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା ରୋହିତଙ୍କ ରାଉଡି ଦଳ । ଶ୍ରୀଲକ୍ଷା ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ତେବେ ତୃତୀୟ ମ୍ୟାଚରେ ବି ଭାରତ ଶ୍ରୀଲଙ୍କାକୁ ପରାଜିତ କରି ସିରିଜ୍ ନିଜ ନାଁରେ ପଂଜିକୃତ କରିଛି । ଶନିବାର…

ରଣଜୀ ଟ୍ରଫି କ୍ରିକେଟ: ଓଡିଶାର ଇନିଂସ ପରାଜୟ

ଭୁବନେଶ୍ୱର: ଅହମ୍ମଦାବାଦରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଗ୍ରୁପ ଡି ମୁକାବିଲାରେ ଓଡିଶା ସୌରାଷ୍ଟ୍ର ନିକଟରୁ ଇନିଂସ ପରାଜୟବରଣ କରିଛି । ଓଡିଶା ଦ୍ୱିତୀୟ ଇନିଂସରେ ୩୩୬ ରନ କରିଥିଲେ ଏହାକୁ ଏଡାଇ ପାରିଥାନ୍ତା ମାତ୍ର ଦଳ ୨୦୫ ରନରେ ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର ୬୫ ଓ…

ଆଇସିସି ମହିଳା ବିଶ୍ୱକପ ୱାର୍ମ ଅପ ମ୍ୟାଚ: ସ୍ମୃତିଙ୍କ ମୁଣ୍ଡରେ ବାଜିଲା ବଲ

ମୁମ୍ବାଇ: ଚଳିତ ଆଇସିସି ମହିଳା ବିଶ୍ୱକପ ୱାର୍ମଅପ ମ୍ୟାଚରେ ଭାରତର ଷ୍ଟାର ଖେଳାଳି ସ୍ମୃତି ମାନ୍ଧନା ଆଘାତପ୍ରାପ୍ତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୱାର୍ମ ଅପ ମୁକାବିଲାରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ ମୁଣ୍ଡରେ ବଲ ବାଜିଛି । ଫିଜିଓ ଓ ଡାକ୍ତର ତାଙ୍କ ଆଘାତ ଅନୁଧ୍ୟାନ କରିବା…

ହସ୍ପିଟାଲରେ ଭର୍ତ୍ତି ହେଲେ ଇଶାନ କିଷାନ, ମୁଣ୍ଡରେ ବାଜିଥିଲା ବଲ୍

ଧର୍ମଶାଳା(ହିମାଚଳପ୍ରଦେଶ): ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଓପେନିଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷାନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ମୁଣ୍ଡରେ ବଲ୍ ବାଜିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ କାଙ୍ଗଡା ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି…