Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମେଟ ଗାଲା ଇଭେଣ୍ଟରେ ୨୦୪ କୋଟି ଟଙ୍କାର ହାର ପିନ୍ଧିଲେ ପ୍ରିୟଙ୍କା

ମୁମ୍ବାଇ: ଫ୍ୟାଶନ ଇଭେଣ୍ଟ ମେଟ ଗାଲା ୨୦୨୩ରେ ଦେଶ ତଥା ବିଦେଶର ସମସ୍ତ ସେଲିବ୍ରିିଟ୍‌ଙ୍କୁ ରେଡ କାର୍ପେଟରେ ଦେଖିବାକୁ ମିଳିଥିଲା । ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରିୟଙ୍କା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଠାରେ ପହଞ୍ଚିଥିଲେ ।…

ଅଭିନୟ ନୁହେଁ ନିର୍ଦ୍ଦେଶକ ହେବାକୁ ଇଛା : ଏମିତି କହିଲେ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନ୍‌

ମୁମ୍ବାଇ : ମୋତେ କୌଣସି ଫିଲ୍ମରେ ହିରୋ ହୋଇ ଅଭିନୟ କରିବାର ନାହିଁ । ମୋତେ ନିର୍ଦ୍ଦେଶନା ଦେବାକୁ ପସନ୍ଦ । ତେଣୁ ଅଭିନୟ ନୁହେଁ, ମୁଁ ନିର୍ଦ୍ଦେଶକ ହେବାକୁ ଚାହେଁ ବୋଲି କହିଛନ୍ତି ବଲିଉଡ଼ର କିଙ୍ଗ୍ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଏବେ ସେ ଏକ ୱେବସିରିଜ୍‌ରେ ନିର୍ଦ୍ଦେଶନା ଦେବାକୁ…

୧୩ରେ ପରିଣୀତି-ରାଘବଙ୍କ ନିର୍ବନ୍ଧ

ମୁମ୍ବାଇ: ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଆସନ୍ତା ୧୩ ତାରିଖରେ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମ୍‌ପି ରାଘବ ଚଢାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଦିଲ୍ଲୀରେ ଧୁମ୍‌ଧାମ୍‌ରେ ସେମାନଙ୍କ ନିର୍ବନ୍ଧ ଆୟୋଜନ ହେବ । ଏଥିରେ ଉଭୟ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବାର…

ଆଗକୁ ଆସୁଛି କେବିସି ସିଜିନ ୧୫: ଦର୍ଶକଙ୍କ ପାଇଁ ଭିଡ଼ିଓ ସେୟାର କଲେ ଅମିତାଭ

ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିଅଲିଟି ଶୋ କୌନ୍ ବନେଗା କରୋଡ଼ପତିର ୧୫ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେଠାରୁ ଅମିତାଭଙ୍କ ବିପକ୍ଷରେ ହଟ ସିଟ୍‌ରେ ବସିବାକୁ ଚାହୁଁଥିବା ଦର୍ଶକମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ସେମାନଙ୍କର ପ୍ରିୟ ଅଭିନେତା…

ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ’ ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା

ମୁମ୍ବାଇ: ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' ରେ ଆଉ ନଜର ଆସିବେ ନାହିଁ ଐଶ୍ୱର୍ଯ୍ୟା ଶର୍ମା । ଟିଭି ଦୁନିଆର ଲୋକପିୟ ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍ ମୈ' । ଏହି ଧାରାବାହିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । କିନ୍ତୁ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା…

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ । ଏହି ଫିଲ୍ମ ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଏଥିରେ ଅଭିନେତା ପାର୍ଥସାରଥୀ ରାୟ ନାୟକ ସାଜିଥିବା ବେଳେ ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ…

ଦି କେରଳ ଷ୍ଟୋରୀର ଫିଲ୍ମର ସତ୍ୟତା ପ୍ରମାଣିତ କଲେ ଦିଆଯିବ ୧ କୋଟି ଟଙ୍କା: ମୁସଲିମ ଲିଗ ଯୁବ ଶାଖା

ବେଙ୍ଗାଲୁରୁ: ଦି କେରଳ ଷ୍ଟୋରୀ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମେ ୫ ତାରିଖରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ସୋମବାର ଭାରତୀୟ ୟୁନିୟନ ମୁସଲିମ ଲିଗର ଯୁବ ଶାଖା ଘୋଷଣା କରିଛି ଯେ, ଫିଲ୍ମରେ ଦର୍ଶାଯାଇଥିବା ତଥ୍ୟ ପ୍ରମାଣିତ କରିବା ବ୍ୟକ୍ତିଙ୍କୁ ୧କୋଟି ଟଙ୍କା…

ଏଆର ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ

ପୁଣେ: ଓସ୍କାର ବିଜେତା ଗାୟକ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଏଆର୍ ରେହମାନଙ୍କ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କଲା ପୋଲିସ । ଏଆର୍ ରେହମାନ ମହାରାଷ୍ଟ୍ରର ପୁଣେରେ ଏକ ଲାଇଭ୍ ମ୍ୟୁଜିକ୍ କନ୍ସର୍ଟ କରିଥିଲେ । କିନ୍ତୁ ପୁଣେ ପୋଲିସ ଏଥିରେ ହସ୍ତକ୍ଷେପ କରି ଏହି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରି…

ସଲମାନଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ କଟାକ୍ଷ କଲେ କଙ୍ଗନା

ମୁମ୍ବାଇ: ସଲମାନ ଖାଁଙ୍କ ସୁରକ୍ଷା ସମ୍ପର୍କୀତ ବୟାନ ନେଇ ବଲିଉଡ କୁଇନ ଭାବେ ପରିଚିତ କଙ୍ଗନା ରାନାୱତ କଟାକ୍ଷ କରିଛନ୍ତି । ସେ କହିଛନ୍ତି ସଲମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରୁ ସୁରକ୍ଷା ମିଳୁଛି । ଦେଶ ସୁରକ୍ଷିତଙ୍କ ହାତରେ ରହିଛି । ଆପଣ…

ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହାନ୍ତି ଅମିଶା

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅମିଶା ପଟେଲ ଏବେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯଦି ସୁଯୋଗ ମିଳିବ ତେବେ ସେ ହଲିଉଡ଼ର ଅଭିନେତା ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହିଁବେ । ଅମିଶାଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…