Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ଦୁଇ ବାଲ୍ୟବନ୍ଧୁଙ୍କ ପ୍ରେମ କାହାଣୀ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର: ଦୁଇ ବାଲ୍ୟ ବନ୍ଧୁ ପତି ( ଜଣେ ସିନେମାଟୋଗ୍ରାଫର) ଏବଂ ମଣି(ପତିଙ୍କ ପିଲାବେଳର ବନ୍ଧୁ)ଙ୍କ କାହାଣୀ । ପତି ଏକ ଘର କିଣିଛନ୍ତି ଯାହାକୁ ସେ ଏକ ମ୍ୟୁଜିୟମ କରିଛନ୍ତି । ଏହି ମ୍ୟୁଜିୟମରେ ସେ ମଣିଙ୍କ ସ୍ମୃତିକୁ ସାଇତିଛନ୍ତି । ପିଲାବେଳରୁ ପତି ଲୁଚି ଲୁଚି ମଣି ବ୍ୟବହାର…

ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉଡ୍‌ର ମିଷ୍ଟର ଖିଲାଡି ଅକ୍ଷୟ କୁମାର; ଆଣ୍ଠୁରେ ଲାଗିଛି ଆଘାତ

ଇଡେନବର୍ଗ: ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ବଲିଉ ଆକ୍ସନ ଷ୍ଟାର୍ ଆକ୍ଷୟ କୁମାର। ସ୍କଟ୍‌ଲାଣ୍ଡରେ ବର୍ତ୍ତମାନ ତାଙ୍କ ଫିଲ୍ମ“ ବଡ଼େ ମିଆଁ ଛୋଟେ ମିଆଁ” ଶୁଟିଂ ଚାଲିଛି। ଏହି ଫିଲ୍ମର ଏକ ଆକ୍ସନ ସିନ୍ ଶୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଅକ୍ଷୟ। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା…

ଏହି ଦିନ ରିଲିଜ ହେବ ସାମନ୍ଥା ଓ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ‘ଖୁସି’

ମୁମ୍ବାଇ: ସାଉଥ ସୁନ୍ଦରୀ ସାମନ୍ଥା ଓ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଖୁସି'କୁ ପ୍ରଶଂସକମାନେ ଅନାଇ ବସିଛନ୍ତି । ଆଉ ପୂର୍ବରୁ ସୂଚନା ମିଳିଥିଲା ଯେ ସାମନ୍ଥାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଫିଲ୍ମର ସୁଟିଂ ଡେରି ହୋଇଛି । ତେବେ ଏହି ଫିଲ୍ମର ପୋଷ୍ଟର ଜାରି କରି…

ପ୍ରଖ୍ୟାତ ହିନ୍ଦୀ ସିନେମା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ପରଲୋକ; ଶୋକରେ ବୁଡ଼ିଲା ବଲିଉଡ୍

ମୁମ୍ବାଇ: ଆଜି ସକାଳୁ ସକାଳୁ ବିନ୍ଦି ସିନେମା ଜଗତକୁ ଏକ ବଡ଼ ଦୁଃଖଦ ଖବର ମିଳିଛି। ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କର ପରଲୋକ ହୋଇଛି। ମାର୍ଚ୍ଚ ୨ ୪ ତାରିଖ ଭୋର ୩.୩୦ ମିନିଟ୍‌ ମସୟରେ ମାତ୍ର ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ। The news of Pradeep…

ଅଭିନେତ୍ରୀ ତାପସୀଙ୍କ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପରିଧାନକୁ ନେଇ ତେଜୁଛି ବିବାଦ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପିନ୍ଧି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ନାଲି ରଙ୍ଗର ଏକ ଉତେଜକ ପୋଷାକକୁ ମ୍ୟାଚିଂ କରି ସେ ଏହି ଗହଣା ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ହିନ୍ଦୁ ଦେବ ଦେବୀଙ୍କ ଅପମାନ କରିବା ନେଇ ସେ ଏବେ ଟ୍ରୋଲ ହେବାରେ…

ସଲମାନଙ୍କୁ ଧମକ ମାମଲା: ଇଂଲଣ୍ଡରୁ ମିଳିଲା ଇମେଲର ଲିଙ୍କ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କୁ ହତ୍ୟା ଧମକ ଗୋଲ୍ଡି ବରାର ତରଫରୁ ମିଳିବା ପରେ ପୋଲିସ ସତର୍କ ହୋଇ ଉଠିଛି । ଏ ନେଇ ଯେଉଁ ଇ-ମେଲ କରାଯାଇଥିଲା ତାହାକୁ ଟ୍ରେସ କରିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଏହି ଇ-ମେଲର ଲିଙ୍କ ୟୁକେରୁ ପଠାଯାଇଛି । ଇ-ମେଲ…

ଆପ ନେତା ରାଘବ ଓ ଅଭିନେତ୍ରୀ ପରିଣୀତିଙ୍କ ମଧ୍ୟରେ କିଛି ଚାଲିଛି କି ?

ମୁମ୍ବାଇ: ଆମ ଆଦମୀ ପାର୍ଟିର ଯୁବ ନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତ ଚୋପ୍ରାଙ୍କ ମଧ୍ୟରେ କିଛି ନୂଆ ଧରଣର ସମ୍ପର୍କ ଯୋଡି ହେଉଥିବା ଖବର ହସ୍ତଗତ ହୋଇଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ରାଘବ ଓ ପରିଣୀତଙ୍କୁ ଏକ ହୋଟେଲରେ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ଭଲ…

ରିଲିଜ ହେବାର ପ୍ରଥମ ଦିନରେ ଦୃଶ୍ୟମ-୨କୁ ପଛରେ ପକାଇଦେବ ‘ଭୋଲା’!

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'ର ଆଡଭାନ୍ସ ବୁକିଂ ଚାଲିଛି । ଏହି ଫିଲ୍ମ ୩୧ ମାର୍ଚ୍ଚ ୨୦୨୩ରେ ମୁକ୍ତିଲାଭ କରିବ। ତେବେ ଏହି ଫିଲ୍ମ ବର୍ତ୍ତମାନ ପ୍ରଶଂସକଙ୍କଠାରୁ ରେସପନ୍ସ ପାଉଥିବାବେଳେ ଆଶା କରାଯାଉଛି ଯେ 'ଭୋଲା'କୁ ଦୃଶ୍ୟମ- ୨ ତୁଳନାରେ ଅଧିକ ହିଟ ସାବ୍ୟସ୍ତ…

ଆଉ ନାହାଁନ୍ତି ଟେଲି ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର : ପୁଣି ଓଡ଼ିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଉ ନାହାଁନ୍ତି ଧାରାବାହିକ ଅଭିନେତା ସୋମାଦତ୍ତ  । ହୃତଘାତରେ ମୃତ୍ୟ ହୋଇଥିବା ଖବର ମିଳିଛି  । ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ସହିଦ୍‌ନଗର…

ବୋବାଲରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ଜାହ୍ନବୀ କପୁର କିଛି ଦିନ ହେଲା ଚର୍ଚ୍ଚାରେ ରହିଆସିଛନ୍ତି । ଉଭୟଙ୍କୁ ଫିଲ୍ମ ବୋବାଲରେ ଏକାଠି ଦେଖିବାକୁ ମିଳିବେ । ଏହି ଫିଲ୍ମଟି ବରୁଣ ଏବଂ ଜାହ୍ନବୀଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ସେମାନେ ପ୍ରଥମ ଥର ଏକାଠି ନଜର ଆସିବେ । ଏହି…