Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଛାବା’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି

ମୁମ୍ବାଇ: ଫେବୃଆରୀ ୧୪ରେ ମୁକ୍ତିଲାଭ ଲାଭ କରିଥିବା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'କୁ ଟ୍ୟାକ୍ସ ଫ୍ରି କରିବାକୁ ମଙ୍ଗଳବାର ଦିନ ଫେଡରେସନ ଅଫ ୱେଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି…

‘ସନମ ତେରୀ କସମ ୨’ରେ ମାୱରା ନୁହେଁ, ଏହି ନାୟିକା କରିବେ ଏଣ୍ଟ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ' ୨୦୧୬ରେ ମୁକ୍ତିଲାଭ କରିଥିଲା। ପ୍ରଥମ ମୁକ୍ତିଲାଭରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ୯ ବର୍ଷ ପରେ ଫିଲ୍ମଟି ପୁନଃ ମୁକ୍ତିଲାଭ ହେବାପରେ ହିଟ୍ ହୋଇଛି। ଇତିମଧ୍ୟରେ,…

ଇଦରେ ଆସିବ ‘ସିକନ୍ଦର’… 

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା 'ସିକନ୍ଦର'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। 'ସିକନ୍ଦର' ମାଧ୍ୟମରେ ସଲମାନ ଖାନ ବଡ଼ ପରଦାକୁ ଫେରୁଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ, ନିର୍ମାତାମାନେ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ସଲମାନ ଆଙ୍ଗ୍ରୀ…

ଚାଲିଥିଲା ଲାଇଭ୍ କନସର୍ଟ, ହଠାତ୍ ଭିଡିଓ କଲରେ କାହା ସହ କଥା ହେଲେ ଅରିଜିତ, ଦର୍ଶକ କଲେ ପ୍ରଶଂସା

ମୁମ୍ବାଇ: ନିଜର ସୁମଧୁର କଣ୍ଠରେ ଗତ ଏକ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅରିଜିତ ସିଂହଙ୍କୁ କିଏ ବା ନଜାଣେ । ନିଜ ସ୍ୱର ସହିତ ଅରିଜିତ ସିଂହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ସାରିଛନ୍ତି ଏବଂ ସମସ୍ତେ ତାଙ୍କୁ ବହୁତ ପସନ୍ଦ କରନ୍ତି । ଏତେ ବଡ ଷ୍ଟାରଡମ ଏବଂ…

୫ ଦିନରେ ୧୫୦ କୋଟି କ୍ଲବ୍ ରେ ଏଣ୍ଟ୍ରି କଲା ଫିଲ୍ମ ‘ଛାବା’

ମୁମ୍ବାଇ: ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ୍ସ ଡେ'ରେ ରିଲିଜ ହୋଇଥିବା ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା' ବର୍ତ୍ତମାନ ରିଲିଜ ଦିନ ଠାରୁ ବକ୍ସ ଅଫିସ୍ ରେ ଧମାକ କରୁଛି । ଲୋକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି ମରାଠା ରାଜା ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଏହି…

ସୁପ୍ରିମକୋର୍ଟରୁ ଆଶ୍ବସ୍ତି; ଗିରଫ ହେବେ ନାହିଁ ଆହ୍ଲାବାଦିଆ

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ। ଏହାରି ଭିତରେ ୟୁଟ୍ୟୁବର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟ ଗିରଫ ଆଶଙ୍କାରୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ବିଚାରପତି ସୂର‌୍ଯ୍ୟ କାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏହିସବୁ ମାମଲାରେ…

ବ୍ରେଷ୍ଟ ପମ୍ପିଂ ବେଳେ ହାତରେ ଧରିଥିଲେ ସାମ୍ପେନ, ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ ମାଆ ହେବା ପରେ ପ୍ରଥମ ଥର ପାଇଁ ଏକ ବଡ ସମାରୋହରେ ନଜର ଆସିଛନ୍ତି। ତାଙ୍କୁ ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ନିଜର ଗ୍ଲାମରସ୍ ଅନ୍ଦାଜରେ ଦେଖାଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି…

ଫିଲ୍ମ ‘ଧୂରନ୍ଧର’ରେ ନଜର ଆସିବେ ରଣବୀର ସିଂହ

ମୁମ୍ବାଇ: ଅଭିନେତା ରଣବୀର ସିଂହ ଅପକମିଂ ଫିଲ୍ମ ଧୂରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଫିଲ୍ମଟି ର' ଏଜେଣ୍ଟ ଉପରେ ଆଧାରିତ। ଏଥିରେ ଦର୍ଶକଙ୍କୁ ଆକ୍ସନ ଭରପୂର ମିଳିବ। ମୁମ୍ବାଇର ସୁଟିଂରେ ଅକ୍ଷୟ ଖାନ୍ନା ଏବଂ ରଣବୀରଙ୍କ ଆକ୍ସନ ସିନ୍…

ଛାବା ଫିଲ୍ମ ଦେଖିବା ପରେ ଚର୍ଚ୍ଚାରେ କ୍ରିକେଟର ଆକାଶ ଚୋପ୍ରାଙ୍କ ବୟାନ

ନୂଆଦିଲ୍ଲୀ: ଭିକ୍କି କୌଶଲଙ୍କ ଛାବା ଫିଲ୍ମ ଏବେ ବକ୍ସ ଅଫିସରେ ଝଡ ସୃଷ୍ଟି କରିବାରେ ଲାଗିଛି । ଏଥିରେ ସେ ଛତ୍ରପତି ସମ୍ଭାଜୀ ମହାରାଜାଙ୍କ ଭୂମିକା ନିଖୂଣ ଭାବେ ଅଭିନୟ କରିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଏହି ଫିଲ୍ମ ଦେଖିବା ପରେ ବେଶ ପ୍ରଭାବିତ ହୋଇଛନ୍ତି ।…

ଔରଙ୍ଗଜେବ ଭୂମିକାରେ ମନ ମୋହିଲେ ଅକ୍ଷୟ: ଫ୍ୟାନ୍ସ କହିଲେ, ‘ଆକ୍ଟର ଇଜ୍ ବ୍ୟାକ୍’

ମୁମ୍ବାଇ: ବିକି କୌଶଲ, ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ଖନ୍ନାଙ୍କ ଅଭିନୀତ ସିନେମା ‘ଛାବା’, ଏବେ ବକ୍ସ ଅଫିସରେ ରାଜ୍ କରୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ରହିଛି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା, ସିନେମା ନିଖୁଣ ନୁହେଁ, ହେଲେ ଉପଭୋଗ୍ୟ । ଏଥିରେ ବିକି…