Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା ।…

ଭିଜିଲାନ୍ସ ଜାଲରେ ଭଦ୍ରକ CDPO ଅଫିସର ସୁପରଭାଇଜର

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଅଫିସର ସୁପରଭାଇଜର୍ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଲ୍ଲିଲତା ଦାସଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ୩ଟି ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି । ଭଦ୍ରକ ସହର ସାମରାଇପୁର ସ୍ଥିତ ବାସଭବନ, ଆମ୍ୱରୋଳି …

ଆଜିଠୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି

ଭଦ୍ରକ: ଆଜିଠୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠ । କରୋନା କଟକଣାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାରିକେଡ୍ ବ୍ୟବସ୍ଥା କରିଛି । ମସସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା…

ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର

ଭଦ୍ରକ: ପୁଣି ଗୋରାମାଟି ସରପଞ୍ଚ ପରିବାରର ଦବଙ୍ଗଗିରି । ଭଦ୍ରକ ସାବରଙ୍ଗ ଥାନା ତୋରଣପଦା ଗାଁରେ ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ, ୨ ପୋଲିସ ଗୁରୁତର । ଇଟାଭାଟି ମାଲିକକୁ ଆକ୍ରମଣ ଘଟଣାର ତଦନ୍ତ ଓ ଆସାମୀ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଘର ଭିତରେ ପୂର୍ବ…

[ଭିଡିଓ] ଚାଂଚଲ୍ୟ ଖେଳାଇଲା ମହିଳାଙ୍କ ହତ୍ୟା ମାମଲା, ୨ ଅଟକ

ଭଦ୍ରକ: ନିଶା କାରବାରକୁ ବାଦ୍ ଦେଲେ ଏକ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଗତକାଲି ରାତିରେ କାଉପୁର ପଂଚାୟତର ଏଡାଦେଇ ଗାଁରେ ଘଟିଯାଇଛି ନିର୍ମମ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ତାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଥାନାରେ ଅଟକ ରଖିଛି…

[ଭିଡିଓ] ଶ୍ୱଶୁର ବୋହୁଙ୍କୁ ନେଇ ଭଦ୍ରମୁଖା ସମାଜର ଲଜ୍ୟାକର ଅଭିଯୋଗ

ଭଦ୍ରକ: ଦିନକୁଦିନ ଲୋକଙ୍କ ଚିନ୍ତାଧାରା ନିମ୍ନଗାମୀ ହେବାରେ ଲାଗିଛି । ପ୍ରତିଦିନ ସାମ୍ନାକୁ ଆସୁଛି କିଛି ନା କିଛି ଲଜ୍ଜାକାର ଅଭିଯୋଗ । ଭଦ୍ରକ ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ଗାଁର ଗୋଟିଏ ପରିବାରକୁ ଗାଁ ଲୋକଙ୍କ ସନ୍ଦେହ ମନୋବୃତ୍ତି ମହଙ୍ଗା ପଡିଛି । ଶ୍ୱଶୁର ବୋହୁଙ୍କ ବିରୋଧରେ ଆସିଛି…

ଭଦ୍ରକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ମହିଳାଙ୍କ ସମେତ ୪ ଗିରଫ

ଭଦ୍ରକ: ଚେକିଂ ବେଳେ ଧରା ପଡ଼ିଲେ ବ୍ରାଉନସୁଗର ବେପାରୀ । ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଛି ଭଦ୍ରକ ପୋଲିସ । ଅଟୋରେ ବ୍ରାଉନସୁଗାର ଚାଲାଣ ବେଳେ ଚରମ୍ପା ଛକରେ ଯାଞ୍ଚ ବେଳେ ଧରାପଡ଼ିଥିଲା । ଅଭିଯୁକ୍ତଙ୍କୁ ପାଖରୁ ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଯାହାର ଦାମ୍ କୋଟିଏ…

ବିଲ ମଝିରୁ ନିଖୋଜ ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ: ବିଲ ମଝିରୁ ମିଳିଲା ନିଖୋଜ ଯୁବକଙ୍କ ଗଳିତ ମୃତଦେହ । ବୁଦା ମୂଳରୁ ମୁଣ୍ଡ ନଥିବା ଶରୀର ଉଦ୍ଧାର ହୋଇଥିବା ବେଳେ ୨୦୦ ମିଟର ଦୂରରେ ପଡ଼ିଥିଲା ମୁଣ୍ଡ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଉଚ୍ଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖରେ ଥିବା ଏକ ବିଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…

ଗାଁରେ ଦନ୍ତା ଆତଙ୍କ

ଭଦ୍ରକ : ଗାଁରେ ଦନ୍ତା ଆତଙ୍କ । ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗୁଡିକରେ ହାତୀ ପଶି ଆତଙ୍କ ଖେଳାଇଛି । ଆଉ ହାତୀ ଭୟରେ ଲୋକେ ତାଟି କବାଟ ପକାଇ ରହିଛନ୍ତି । ଦିନ ଦିପହରରେ ବି ହାତୀ ଆତଙ୍କ ଖେଳାଇଛିି । ଆଖପାଖ ଗାଁ ବନ୍ତରୁ ନେଇ ଆଗରପଡ଼ାରେ ହାତୀ କିଛି ଦିନ ହେଲା ଗାଁ ଛାଡି ଯିବାର ନାଁ…