Latest Odisha News
Browsing Category

କଟକ

Cuttack

ବାତ୍ୟା ଗୁଲାବ ପ୍ରଭାବ, ଅଶାନ୍ତ ଚିଲିକା

ଟାଙ୍ଗୀ: ବାତ୍ୟା ଗୁଲାବ ପ୍ରଭାବରେ ଅଶାନ୍ତ ଚିଲିକା ବାତ୍ୟା ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ । କିଛି ସ୍ଥାନରେ ମାଟି ଧସି ଯାଇଥିବା ବେଳେ କିଛି ସ୍ଥାନରେ ବର୍ଷ ଯୋଗୁ ବେହାଲ ସ୍ଥିତି ଉପୁଜିଛି । ସେହିଭଳି ବାତ୍ୟା ଯୋଗୁ ଚିଲିକା ବି ଅଶାନ୍ତ ହୋଇପଡିଛି । ଜୁଆର ଆସିବା…

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା

କଟକ: ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ  ହାତୀକୁ ଉଦ୍ଧାର କରିବା ପାଇଁ ହାତୀଟିକୁ…

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ…

ଓଲଟିଲା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍ ବୋଟ୍‌ , ଭାସିଗଲେ ୨ ଗଣମାଧ୍ୟମ ପ୍ରତିନିଧି

କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍‌ ଓଲଟି ପଡ଼ିଥିଲା। ରବର ବୋଟ୍‌ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା…

ଓଡ଼ିଶାରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, କଟକରୁ ୩ ମୃତକ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୩୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ , ପୁଣି ହାଇକୋର୍ଟରେ ମାମଲା

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ  ।  କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ମୂର୍ତ୍ତି…

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି…

ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୂରାବସ୍ଥା

କଟକ : କଟକ ନୂଆବଜାରର ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୃଶ୍ୟ । ଟିକିଏ ବର୍ଷା ହେଲେ ରାସ୍ତାଘାଟ ବଡବଡ ଗାତମାନ ସୃଷ୍ଟି ହେଉଛି । ଏହି ରାସ୍ତାର ଦୂରବସ୍ଥା କହିଲେ ନସରେ । ବାଇକ, କାର୍, ସାଇକେଲ ସମେତ ଅନ୍ୟ ବଡ ମାଲ୍ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ହେଲେ କମ୍ପାନୀର…

ବନ୍ୟା ପାଣିରେ ବୁଡିଲା କାର

ଆଠଗଡ଼ : ବନ୍ୟା ଜଳରେ ବୁଡିଗଲା କାର୍। କଟକ ସମ୍ବଲପୁର ରାସ୍ତାର ଆଠଗଡ଼ ଦହିସେରା ପାଖରେ କାରଟି ବନ୍ୟା ଜଳରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କାର କୁ ଉଦ୍ଧାର କରି ରାସ୍ତାକୁ ଆଣିଛନ୍ତି । ଦହିସେରା ରାସ୍ତାରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବା ବେଳେ କାରଟି ପାଣିରେ ପଶି…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…