Latest Odisha News

BREAKING NEWS

Browsing Category

ସହର

City

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ

ଢେଙ୍କାନାଳ: ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡିଶା । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁଁ ଭୁବନ ବ୍ଲକ ଭୂଷଳ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏଥି ସହିତ ମାଳପୁରା , ଓଢଣା , ଦଧିସିଙ୍ଗା ଆଦି…

ଫୁଲୁଛି ବୈତରଣୀ

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ । ଏଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେକେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳ ସ୍ତର ୧୮.୧୭ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ କାନପୁର ବେରେଜ ରହିଥିବା ଏବଂ ଵର୍ତମାନ…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…

ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର: ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲା  । ଜଳ ନିଷ୍କାସିତ ହୋଇ ନପାରି ବୁଡିଲା ସହରର ବିଭିନ୍ନ ଅଂଚଳ । ବର୍ଷାଜଳ ନିଷ୍କାସିତ ହୋଇନପାରି ବାଲେଶ୍ୱର ସହର ସାରା ଜଳମଗ୍ନ ହୋଇଯାଇଛି । ଏପରି ପରିସ୍ଥିତି ବାରମ୍ବାର ଉପୁଜୁଥିବାରୁ ଏଥିପାଇଁ ବାଲେଶ୍ୱର ପୌରପାଳିକା ମୁଖ୍ୟ…

ସମୁଦ୍ର ଆଁରେ ଗାଁ

ଜଗତସିଂହପୁର: ଲଗାଣ ବର୍ଷା ଯୋଗୁ କୂଳ ଲଂଘିଲା ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ…

ଆରପାରିରେ ଡାକ୍ତର ଭବାନୀ ଶଙ୍କର ବଳ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଲୋକପ୍ରିୟ ସର୍ଜନ ଡାକ୍ତର ଭବାନୀ ଶଙ୍କର ବଳ ଆଉ ନାହାନ୍ତି । ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ହୋଇ ଦୀର୍ଘ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କଲା ପରେ ସେ ହାରିଯାଇଛନ୍ତି । ୟୁନିଟ -୬ ସ୍ଥିତ ସରକାରୀ ବାସ…

ଭିଜିଲାନ୍ସ ଜାଲରେ କିରାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଦ୍ରକ : ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ…

ଦୁଇ ମାଓବାଦୀ ଗିରଫ, ଅଡିଓ ଟେପ୍ ଜାରି କେଲେ ମାଓନେତା

ଜୟପୁର : ଦୁଇ ମାଓବାଦୀ ଗିରଫ । ଏନେଇ ଅଡିଓ ଟେପ୍ ଜାରି କଲେ ମାଓବାଦୀ ନେତା । ତାଙ୍କର ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିବା ନେଇ ଅଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମାଓନେତା ଗଣେଶ । ଗିରଫ ମାଓବାଦୀ ଦୁଇଜଣ ଆନ୍ଧ୍ର ଓଡ଼ିଶା ବଡର ଜେନେରାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ…

ଫୁଲୁଛି ଜଳକା: ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ଜଳସ୍ତର କ୍ରମାଗତ ଭାବରେ ବଢି ଚାଲିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ବିପଦ ସଙ୍କେତ ଚପିଛି । ଏବେ ସେଠାରେ ଜଳସ୍ତର ରହିଛି ୬.୨୨ ମିର ରହିଛି । ମଥାନୀଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଜଳସ୍ତର ୬.୫ ମିଟର ପାର କଲେ…