Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀରେ ପୁଣି ୨ଟି ବାର୍ ସିଲ୍

ଭୁବନେଶ୍ୱର: ଯେତେ କହିଲେ ବି କୋଭିଡ୍ କଟକଣାକୁ ବେଖାତିର କରୁଛନ୍ତି ବାର୍ ମାଲିକ । ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଘଟଣା ସାମନାକୁ ଆସୁଛି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରରେ ପୁଣି ଦୁଇଟି ବାର୍ ସିଲ୍ କରିଛି ବିଏମସି । ସିଲ୍ ହୋଇଛି BBI ଓ UPRE ବାର୍ ।…

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।…

ସେକ୍ସ ରାକେଟ୍ ଠାବ କଲା ପୋଲିସ

ସୁବର୍ଣ୍ଣପୁର  : ସେକ୍ସ ରାକେଟ୍ ଠାବ କଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ ।ଦୁଇ ଜଣ ଦେହଜୀବୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ଅଟକ ଯୁବକ ଦୁଇଜଣ ସୁବଲୟା ଅଞ୍ଚଳର ସୁରେଶ ମେହେର (୨୮ ) ଓ ଧର୍ମଶାଳା…

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ମାଲକାନଗିରି : ମାଲକାନଗିରି ଗସ୍ତରେ ରାଜ୍ୟ ବିଜେପିର ସମ୍ପାଦକୀୟ ଟିମ୍ । ସାଧାରଣ ସମ୍ପାଦକ ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ସମ୍ପାଦକ ଟଙ୍କଧର ତ୍ରିପାଠୀ ମାଲକାନଗିରି ଗସ୍ତରେ ଆସି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।ଅଗଷ୍ଟ ମାସ ୨୦…

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ…

ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ  : ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଦୁଇଟି ଦନ୍ତା ହାତୀଙ୍କୁ ଘର ସାମ୍ନାରେ ଦେଖି ନାବାଳକର ବାପା ଓ ମା ନିଜ…

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା…

ଖୋଲିଲା ଶ୍ରୀମନ୍ଦିର ,ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶନିବାର ଖୋଲିଲା ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର  ବାମନ ଜନ୍ମ ନୀତି ଓ ବିଶ୍ୱକର୍ମାପୂଜା ପାଇଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବାମନ ରୂପୀ…