Latest Odisha News

BREAKING NEWS

Browsing Category

ସହର

City

ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ…

ନାଗ ସାପକୁ ଗିଳିଲା ନାଗ

ଭୁବନେଶ୍ୱର:  ନାଗ ସାପ ଉଦ୍ଧାର ପାଇଁ ଅନୁରୋଧ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ ଆପାର୍ଟମେଂଟରେ ନାଗ ସାପ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ…

ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ

ପାଟଣାଗଡ: ବେଆଇନ ସାର ତିଆର ଯୋଗୁଁ ଚାଷ ଜମି ନଷ୍ଟ ଅଭିଯୋଗ । ବେଆଇନ ଭାବେ ସାର ପ୍ରସ୍ତୁତ ଏବଂ ମଂଜି ବିଶୋଧନ ପାଇଁ କେମିକାଲ ବ୍ୟବହାର କରାଯାଉଛି । ପାଖରେ ଥିବା ଚାଷ ଜମି ଗୁଡିକ ନଷ୍ଟ ହେବା ସହ ଅଂଚଳ ଦୂଷିତ ହେଉଥିବା ନେଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣାଗଡ ଥାନା…

ରାୟଗଡାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ

ରାୟଗଡା : ରାୟଗଡା ଜିଲ୍ଲାରେ ମାଟ୍ରିକ ପାସହାର ୯୮.୬ ପ୍ରତିଶତ । ରାୟଗଡା ସରସ୍ପତୀ ଶିଶୁ ବିଦ୍ୟା ମନ୍ଦିରର ଶାଶ୍ଵତି ରଥ ହେଲେ ଜିଲ୍ଲାରେ ଟପ୍ପର । ମାଧ୍ୟମିକ ଶିକ୍ଷା ପରିଷଦ  ଦ୍ଵାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜ୍ୟରେ ୯୭.୮୮ପ୍ରତିଶତ ଛାତ୍ରଛାତ୍ରୀ…

ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ଆଡ଼ଭୋକେଟ ଜେନେରାଲ ଜୟନ୍ତ ଦାସଙ୍କ ପରଲୋକ ହୋଇଛି । ଶୁକ୍ରବାର ଦିନ ଆପୋଲୋ ହସପିଟାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୭୫ ବର୍ଷ ବୟସ ହୋଇଥିଲା । ସେ ହେଉଛନ୍ତି ଜଷ୍ଟିସ୍ ନବକିଶୋର ଦାସଙ୍କ ପୁତ୍ର । ତାଙ୍କର ପତ୍ନୀ ସରିତା ଦାସ…

କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ

ଭୁବନେଶ୍ୱର : କିସ୍‍ରୁ ମାଟ୍ରିକ୍‍ ପାସ୍‌ କଲେ ଦାନ ମାଝୀଙ୍କ ଝିଅ ।  ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍‍ର ୬୨୯…

ଆରଜିଏଚରେ ଖୋଲିଲା ଡାୟାଲିସିସ୍ ୟୁନିଟ୍,ରୋଗୀଙ୍କୁ ମାଗଣାରେ ସେବା

ରାଉରକେଲା : ଆରଜିଏଚରେ ଖୋଲିଲା ଡାୟଲିସିସ୍ ୟୁନିଟ୍ । ରୋଗୀଙ୍କୁ ମାଗଣାରେ ମିଳିବ ସେବା । କିଡନୀ ରୋଗୀଙ୍କ ଚିକିତ୍ସା ସୁବିଧା ଲାଗି ରାଉରକେଲା ସରକାରୀ ଚିକିତ୍ସାଳୟ ଆରଜିଏଚଠାରେ ରାଜ୍ୟ ସରକାରଙ୍କ ଅଧୀନରେ ଡାୟାଲିସିସ୍ ସେବା ଆରମ୍ଭ ହୋଇଛି । ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଏହି ୨୪…

ରିଲାଏନ୍ସ ରିଟେଲ୍ ର ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି  କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ  । ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ…

ଘର ଭିତରୁ ଗୋଧି ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଗୋଧି ଉଦ୍ଧାର । ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ହାଟ ପଛପଟେ ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି ଏହି ଗୋଧି । ସେଠାରେ ରହୁଥିବା ପବିତ୍ର ବେହେରାଙ୍କ ଘରେ ଦୁଇଦିନ ହେଲା ଗୋଧିଟି ଶୌଚାଳୟ ଭିତରେ ପଶିଯାଇଥିଲା । ଗୋଧି ଟିକୁ ଭଗେଇବା ପାଇଁ ଵ୍ଲିଚିଂ ପାଉଡର ପକେଇ ପାଣି…

ଆଜିଠୁ ଅଲାରନାଥ ଅଣସର ଦର୍ଶନ, କିନ୍ତୁ କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଭକ୍ତ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ୧୦୮ ସୁବା ସିତ ଜଳରେ ସ୍ନା କରିବା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଜ୍ୱର ହେଉଥିବାରୁ ଅଣସର ଘରେ ମହାପ୍ରଭୁଙ୍କ ବିଭିନ୍ନ ଉପଚାର ହେବ । ବର୍ଷକର ଏହି ୧୫ ଦିନ ଭକ୍ତ ଶ୍ରୀଜିଉମାନଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ…