Latest Odisha News

BREAKING NEWS

Browsing Category

ସହର

City

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ…

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋଟର ସାଇକେଲରେ ୩ ଜଣ ଯାଉଥିବା…

ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହର ଡ୍ରାଏ ରନ ଆରମ୍ଭ

ପୁରୀ: ବଦଳୁଛି ପୁରୀ ସ୍ୱର୍ଗଦ୍ୱାରର ଚିତ୍ର। ସୁ-ବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ୱର୍ଗଦ୍ୱାର ପାଇଛି ନୂଆରୂପ। ସୂଚନା ଅନୁଯାୟୀ ଆଜିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହୋଇଛି ଶବ ଦାହର ଡ୍ରାଏ ରନ। ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଡ୍ରାଏ ରନ…

କରୋନା ମହାମାରୀ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା…

ପୁରୀ: ପୁରୀ ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ…

ଟାଇମ୍‌ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗର ଶ୍ରେଷ୍ଠ ୨୦୧+ ବିଶ୍ୱବିଦ୍ୟାଳୟ ତାଲିକାରେ କିଟ୍‍

ଭୁବନେଶ୍ବର: ଟାଇମସ୍‍ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ-୨୦୨୧ରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି । ଚଳିତବର୍ଷ କିଟକୁ ସାମଗ୍ରିକ ଇମ୍ପାକ୍ଟ୍ ରାଙ୍କିଙ୍ଗରେ ୨୦୧+ ରାଙ୍କ ମିଳିଛି । ଏସଡ଼ିଜିର ‘ରିଡିଉସିଂ ଇନ୍ଇକ୍ୱାଲିଟିଜ୍‍’…

ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ୫ ଭାଲୁ ଛୁଆ ଉଦ୍ଧାର, ଜନ୍ତାରୁ ଉଦ୍ଧାର କଲା ବନବିଭାଗ 

ଭୁବନେଶ୍ବର: କାଜୁ ଜଙ୍ଗଲରୁ ୫ ଛୁଆ ଭାଲୁ ଉଦ୍ଧାର । ଗଙ୍ଗପଡା ଟୋଲଗେଟ କାଜୁ ଜଙ୍ଗଲରୁ ଭାଲୁ ଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ । ଭାଲୁ ଛୁଆଙ୍କୁ କେହି ଦୁର୍ବୁତ୍ତ ଜଙ୍ଗଲରେ ଲୁଚାଇ ଏକ ଜନ୍ତାରେ ରଖିଥିଲା । ଉଦ୍ଧାର ବେଳେ ଦୁଇ ଭାଲୁ ଛୁଆ ଜନ୍ତା ଭିତରେ ଥିଲେ । ଅନ୍ୟ ତିନୋଟି ବାହାରେ…

ଆରପାରିରେ ବରିଷ୍ଠ ଓଡିଆ ସିନେ ସମ୍ପାଦକ ରବିଶଙ୍କର ପଟ୍ଟନାୟକ

ଭୁବନେଶ୍ୱର: ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ପରଲୋକ ।  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ରବିଶଙ୍କର ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ…

ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ୍‌ ଅଭାବ ପୂରଣରେ ସହଯୋଗ କରିବ ଓଡ଼ିଶା: ନବୀନ

ଭୁବନେଶ୍ୱର: ଦେଶରେ କରୋନା କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ କେଉଁଠି ଆବଶ୍ୟକ ସଂଖ୍ୟକ ବେଡ ନାହିଁ ତ କେଉଁଠି ଔଷଧ ତ ପୁଣି କେଉଁଠି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀ ଜୀବନ ହାରୁଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ପରି…

କରୋନା ମୁକାବିଲା ଚିନ୍ତା: ଭୁବନେଶ୍ୱରରେ ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି, ପ୍ରତି ଜୋନ ପାଇଁ ୧୩ଟି ଟିମ୍

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁକାବିଲା ପାଇଁ ବଦଳୁଛି ରଣନୀତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥରେ ବଢ଼ିଛି ରାପିଡ଼ ରେସପନ୍ସ ଟିମ୍‌(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ କରାଯାଇଛି ।…

ପ୍ରଥମ ଥର ପାଇଁ କିନ୍ନର ଓ ମହିଳା ଘରକୁ ଘର ବୁଲି କରିବେ ବର୍ଜ୍ୟବସ୍ତୁ ସଂଗ୍ରହ

ବାରିପଦା: ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ କିନ୍ନର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାରିପଦା ପୌରପାଳିକାକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ଅଭିବନ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।  ପ୍ରଥମ ଥର ପାଇଁ କିନ୍ନର ଓ ମହିଳା…