Latest Odisha News

BREAKING NEWS

Browsing Category

ସହର

City

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା…

ବସ୍ତି ଅପେକ୍ଷା ଭୁବନେଶ୍ୱରରେ ଅଣବସ୍ତିରେ କରୋନା ସଂକ୍ରମଣ ଅଧିକ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରମ ନିଗମ ଅଞ୍ଚଳରେ ୧ ହଜାର ୮୨୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବସ୍ତି ଅଞ୍ଚଳରୁ ଚିହ୍ନଟ…

ରାଉରକେଲା ସରକାରୀ ଡାକ୍ତରଖାନାରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ରାଉରକେଲା : ଷ୍ଟିଲ ସିଟି ରାଉରକେଲାରେ ଆରମ୍ଭ ହୋଇଛି ଟେଲିମେଡିସିନ ସେବା । କରୋନା ସଂକ୍ରମଣ ଭୟରେ ପ୍ରଶାସନ ପକ୍ଷରୁ ସହରରେ କଟକଣା ଜାରି ହେଉଛି । ଏହି ସମୟରେ ରୋଗୀମାନେ ହସ୍ପିଟାଲକୁ ଆସିବା ପାଇଁ ଅସୁବିଧା ହେଉଛି । ତେବେ ସେମାନେ ସହଜରେ ଓ ସୁବିଧାରେ କିପରି ସ୍ୱାସ୍ଥ୍ୟସେବା ପାଇପାରିବେ…

ଭୁବନେଶ୍ୱରରେ ଦିନକୁ ୧୪ ଶହ କୋଭିଡ୍ ଟେଷ୍ଟ, ଅତିରିକ୍ତ ୧୫ଶହ ବେଡ୍ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଭୁବନେଶ୍ୱରରେ ଦିନକୁ ୧୪ ଶହ ନମୁନା ପରୀକ୍ଷା କରାଯିବ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଦାୟିତ୍ୱରେ ଥିବା କରୋନା ପର‌୍ୟ୍ୟବେକ୍ଷକ ଅନୁ ଗର୍ଗ ।…

ଭୁବନେଶ୍ୱରରୁ ୧୧୧ କରୋନା ସଂକ୍ରମିତ ଚିହ୍ନଟ, ୪୯ ଲୋକାଲ୍ କେସ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୧୧୧ ଜଣ ନୂଆ କରୋନା ଆକ୍ରାନ୍ତ । ସେମାନଙ୍କ ଭିତରେ ୬୨ ଜଣ କ୍ୱାରେଣ୍ଟାଇନରୁ ଓ ଲୋକାଲ୍ କେସ ସଂଖ୍ୟା ୪୯ । Update on newly detected & cured #COVID19 cases in the last 24 hrs…

ବାହାଘରକୁ ୫ ମାସ ବିତିନି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ତ୍ରୀ ହନ୍ତା ସ୍ୱାମୀ । ବାହାଘରକୁ ୫ ମାସ ପୂରିନି । ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛି ଜଣେ ପତି । ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ଘର ଭିତରୁ ଉଦ୍ଧାର ହୋଇଛି ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ।…

କରୋନା ସଂକ୍ରମଣ ଭୟ: ସମ୍ବଲପୁରର ଏହି ସବୁ ଅଂଚଳରେ ୧୪୪ ଧାରା ଲାଗୁ

ସମ୍ବଲପୁର: ସହରରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪ଟି ସ୍ଥାନରେ ଆଜିଠାରୁ ୧୪୪ ଧାରା ଲାଗୁ ହୋଇଛି । ସାକ୍ଷୀପଡାର ମୁଣ୍ଡାପଡା, ବଡବଜାର ସହ କେଉଟପଡାର କୃଷ୍ଣପଡା ଓ ହୀରାକୁଦର ଖ୍ରୀଷ୍ଟିଆନ ପଡାରେ ଉପଜିଲ୍ଲାପାଳଙ୍କ କୋର୍ଟ ଏହି ୧୪୪ ଧାରା ଲାଗୁ କରିଛନ୍ତି । ଏହି…

ଟ୍ରକ ଧକ୍କାରେ ଆଖି ବୁଜିଲେ ପରିବାରର ଏକ ମାତ୍ର ରୋଜଗାରିଆ ଝିଅ ମଧୁସ୍ମିତା

କଟକ : ଚୌଦ୍ୱାର ଅଂଚଳର ମଧୁସ୍ମିତା ଦଳେଇ । ଟାଙ୍ଗୀ ସ୍ଥିତ ଏକ ଗାଡି ସୋ ରୁମର କର୍ମଚାରୀ । ଲକ୍‌ଡାଉନ ଥିଲେ ମଧ୍ୟ ଅଫିସରେ କୌଣସି ଜରୁରୀ କାମ ଥିବାରୁ ତାଙ୍କୁ ଡକାଯାଇଥିଲା । ଘରୁ ସ୍କୁଟିରେ ବାହାରିଥିଲେ ମଧୁସ୍ମିତା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । କାରଣ ତାଙ୍କ ପାଇଁ ବାଟରେ…

ରାଜଧାନୀରେ ସାମ୍ବାଦିକଙ୍କର ହେଲା କୋଭିଡ ୧୯ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ପ୍ରତିଦିନ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଫିଲ୍ଡ ଯିବାକୁ ବାଧ୍ୟ ହୋଇଥାନ୍ତି । କରୋନା ସଂକ୍ରମଣ ଭୟରେ ସମସ୍ତଙ୍କୁ ଦରକାର ନ ଥିଲେ ବାହାରକୁ ନ ଯିବା ପାଇଁ ସତର୍କ କରୁଛନ୍ତି ସରକାର । କିନ୍ତୁ ଖବର ସଂଗ୍ରହ ପାଇଁ ସେ ବାହାରକୁ ଯିବାକୁ ବାଧ୍ୟ । ତେଣୁ ପ୍ରତିଟି ସମୟରେ…