Latest Odisha News

BREAKING NEWS

Browsing Category

ସହର

City

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

କଟକରେ ଦୁର୍ଘଟଣାଗ୍ରସ୍ତ ହେଲା ଭୁବନେଶ୍ୱରରୁ ଚୋରି ବସ୍

କଟକ: ରାଜଧାନୀରୁ ଚୋରି ବସ୍ କଟକ ଓଏମପି ନିକଟରେ ଦୁର୍ଘଟଣାଗ୍ରସ୍ତ । ସୂଚନାନୁସାରେ ଆର୍ଯ୍ୟନ ନାମକ ଏକ ଘରୋଇ ବସର ଡ୍ରାଇଭର ଓ ହେଲପର ଗାଡି ରଖି ଖାଉଥିବା ବେଳେ ବସଟିକୁ କେହି ଚୋରି କରିନେଇଥିଲା । ଦୁର୍ବୁତ ଜଣକ ଗାଡିଟିକୁ କଟକ ଆଡେ ଯାଉଥିବା ବେଳେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ…

ଲଗାଣ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଜଳାର୍ଣ୍ଣବ ହୋଇଛି । ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏପରିକି ଜାତୀୟ ରାଜପଥରେ ବି ପାଣି ଭର୍ତ୍ତି ହୋଇଛି । ଫ୍ଲାଏ ଓଭର ରାସ୍ତାରେ ବି ସେଇ ସମାନ ଅବସ୍ଥା । ବିଶେଷ କରି ଜଳ ନିଷ୍କାସନର ସୁବିଧା ନ…

ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ ନୀତି ଅନୁଷ୍ଠିତ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ ହୋଇଥାଏ । ଆଜି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଶ୍ରୀଜୀଉଙ୍କର ଆଜି ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା…

ରାଜଧାନୀରେ କରୋନା ରୋଗୀଙ୍କ ପାଇଁ ପେଡ୍ ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପେଡ୍ ଆଇସୋଲେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯଦି କେହି କରୋନା ପଜିଟିଭ୍ ରୋଗୀ ଏଠାରେ ରହିବାକୁ ଚାହିଁବେ ତେବେ ନିଜସ୍ୱ ଖର୍ଚ୍ଚରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି ।…

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ ।…

[ଭିଡ଼ିଓ] ଭୁବନେଶ୍ୱରର ଏକ ସ୍କୁଲ ପାଇଁ ହରିହରନ ଗାଇଲେ ସ୍କୁଲ ଆନଥେମ୍

ଭୁବନେଶ୍ୱର: ସୁନ୍ଦରପୁର ସ୍ଥିତ ୱିସ୍‌ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ସ୍କୁଲର ସଙ୍ଗୀତ(ଆନଥେମ୍‌)କୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ସଙ୍ଗୀତ ଜରିଆରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା, ତ୍ୟାଗ ଓ ଲକ୍ ଡାଉନ ଓ ସଟ୍ ଡାଉନ ବେଳେ ଛାତଛାତ୍ରୀଙ୍କ ଧୈର୍ଯ୍ୟକୁ…

ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହୋଇଛି । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟା ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ…

ଶ୍ରୀମନ୍ଦିରରେ କୋଳି ଖାଇଲେ କଳାଠାକୁର

'ଫଳ ବିକ୍ରୟିଣୀ ତସ୍ୟ ଚ୍ୟୁତ ଧାନ୍ୟଂ କରଦ୍ୱୟଂ ପଳୈର ପୂରୟଦ ରତ୍ନୈଃ ଫଳଭାଣ୍ଡମ ପୂରି ଚ'  ଆଜି ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କର ବଣ ଭୋଜି ବେଶ, କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ, କୃଷ୍ଣଲୀଳା ନୀତି ଆଦି ଅନୁଷ୍ଠିତ ହୋଇଛି । ଏହି…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…