Latest Odisha News

BREAKING NEWS

Browsing Category

ସହର

City

ଲକ୍‌ଡାଉନରେ ଖାଁ ଖାଁ ଲାଗୁଛି ପୁରୀ ସ୍ୱର୍ଗଦ୍ୱାର; ହ୍ରାସ ପାଉଛି ଦୈନିକ ଶବଦାହ

ପୁରୀ: ଓଡ଼ିଶାରେ ଏବେ ଚାଲିଥିବା ଲକ୍‌ଡାଉନ୍ ଯୋଗୁଁ ପୁରୀ ସହର ଜନଶୂନ୍ୟ ହୋଇପଡ଼ିଛି । ଏହାସାଙ୍ଗକୁ ବେଳାଭୂମି ଓ ସ୍ୱର୍ଗଦ୍ୱାର ମଧ୍ୟ ଲକ୍‌ଡାଉନ୍ ପ୍ରଭାବରେ ଖାଁ ଖାଁ ଲାଗୁଛି । କରୋନା ମହାମାରୀ ଯୋଗୁଁ ଓଡ଼ିଶାରେ ଲକ୍‌ଡ଼ାଉନ୍ ଘୋଷଣା ହେବା ପୂର୍ବରୁ ସ୍ୱର୍ଗଦ୍ୱାରରେ ଦୈନିକ ୧୦୦ଟି ଶବଦାହ…

ସାବଧାନ ! ତୋଷାଳୀ ଭବନ ନିକଟ ଓମଫେଡ୍ ବୁଥକୁ ଯାଇଥିଲେ କ୍ୱାରେଣ୍ଟାଇନରେ ରୁହନ୍ତୁ

ଭୁବନେଶ୍ୱର : ସତ୍ୟନଗରରୁ ଚିହ୍ନଟ ଜଣେ କରୋନା ପଜିଟିଭ ତୋଷାଳୀ ଭବନ ନିକଟ ଓମଫେଡ ବୁଥକୁ ପ୍ରାୟତଃ ଯାଉଥିଲେ । ତେଣୁ ଓମଫେଡ୍ ବୁଥକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଘରେ ସଙ୍ଗରୋଧରେ ରହିବା ପାଇଁ…

ଭୁବନେଶ୍ୱରର ମୋ ବସ୍ ସେଲଟରଗୁଡିକରେ ବସିଲା ପରିବା ହାଟ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ବର୍ତ୍ତମାନ ମୋ ବସ୍ ସେବା ବନ୍ଦ ରହିଛି । ତେବେ ମୋ ବସ୍ ପାଇଁ ସହରର ବିଭିନ୍ନ ସ୍ଥାନରେ ଥିବା ସେଲଟରଗୁଡିକରେ ଏବେ ପରିବା ଦୋକାନ ଖୋଲାଯାଇଛି । ଆପଣ ଆପଣଙ୍କ ଘର ପାଖରେ ଥିବା ମୋ ବସ୍ ସେଲଟରଗୁଡିକ ପାଖକୁ ଗଲେ ସୁବିଧାରେ ପରିବା…

ବିଧାନସଭା ପରିସରରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର: ୨୧ଦିନିଆ ଲକ ଡାଉନ ଚାଲିଥିବା ବେଳେ ମଙ୍ଗଳବାର ରାଜ୍ୟ ବିଧାନସଭା ପରିସରରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି । ସନ୍ଧ୍ୟାରେ ସାପଟିକୁ ବିଧାନସଭା ପରିସରରେ ଦେଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ନେକ ହେଲପ ଲାଇନକୁ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ସ୍ନେକ ହେଲପ ଲାଇନ ପକ୍ଷରୁ…

ହାତ ତିଆରି ମାସ୍କ ପିନ୍ଧିବା ପାଇଁ ସଚେତନ କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ଗୁରୁବାରଠାରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଲୋକଙ୍କୁ ଏଥି ପାଇଁ ସଚେତନ କରିବା ତଥା ନିଜେ ନିଜର ମାସ୍କ ତିଆରି କରିବା ପାଇଁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥି ପାଇଁ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; କରୋନା ଜିହାଦ, ସତ ନା କୁହେଳିକା !

ଭୁବନେଶ୍ୱର: ମାତ୍ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ୍ ୬ରେ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଗାଡିରେ ଲଦା ହୋଇଥିବା ବ୍ରେଡ୍ ବା ପାଉଁରୁଟି ସହ କିଛି ଅସାମାନ୍ୟ ଗତିବିଧୀରେ ସାମିଲ ହୋଇଥିଲା । PLEASE NOTE? फिलहाल के वातावरण को देखते हुए, पाव,…

ଲକ୍‌ଡାଉନ ଡାଏରୀ : ମନ ପସନ୍ଦର ବ୍ୟଞ୍ଜନ ରୋଷେଇରେ ଫୋକସ୍ କରୁଛନ୍ତି ଶିକ୍ଷାବିତ୍ ବିଜୟ ସାହୁ

ଭୁବନେଶ୍ୱର: ଦେଶବ୍ୟାପୀ ଏବେ ୨୧ ଦିନିଆ ଲକ୍‌ଡାଉନ ଚାଇିଥିବାରୁ ସମସ୍ତେ ଘରେ ରହୁଛନ୍ତି । ତେବେ ସବୁବେଳେ ସମସ୍ତେ କାମ ପାଇଁ ଅଣନିଶ୍ୱାସୀ ହୋଇ ଦୌଡୁଥିବା ବେଳେ ଏବେ ସମସ୍ତଙ୍କ ପାଖେ ସମୟ ହିଁ ସମୟ । ତେବେ ଏହି ସମୟରେ କେମିତି କଟୁଛି ଦିନ ଜାଣିବା ଓଡିଶାର ଜଣେ ଜଣାଶୁଣା ଶିକ୍ଷାବିତ୍ ବିଜୟ…

ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ପ୍ରଥମ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ହେବ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୋମବାର ଦିନ ୭୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯିବ ନେଇ ସୂଚନା ଦେଇଛନ୍ତି ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।…

କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗ, ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଆଜି ପୂର୍ବାହ୍ନରେ ପିତୃ ବିୟୋଗ ଘଟିଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି । କରୋନା…

ହାତରେ ହ୍ୟାଣ୍ଡ୍ ଗ୍ରେନେଡ ଫୁଟି ଏସଓଜି ଯବାନ ମୃତ

ଭୁବନେଶ୍ୱର: ଚନ୍ଦକା ନିକଟରେ ଏସଓଜି ଯବାନଙ୍କ ଟ୍ରେନିଂ ଚାଲିଥିବା ବେଳେ ଅଘଟଣ ଘଟିଛି । ମଙ୍ଗଳବାର ଏକ ହ୍ୟାଣ୍ଡ୍ ଗ୍ରେନେଡ ଫୁଟି ଯିବାରୁ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମୃତକଙ୍କ ନାଁ ପ୍ରକାଶ ସାହୁ ବୋଲି ଜଣାପଡିଛି । ସେ ବରଗଡ ଜିଲ୍ଲାରେ…