Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜୁଲାଇ ୯ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସୂତ୍ର ଅନୁଯାୟୀ, ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ…

ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ’

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍‌ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ…

‘ଏଲ୍ ନିନୋ’ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର: 'ଏଲ୍ ନିନୋ' ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏନେଇ ଲୋକସଭା ଭବନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ । ମନ୍ତ୍ରୀ କହିଛନ୍ତି ଯେ, ଏଲ୍ ନିନୋ' ମୁକାବିଲା ନେଇ…

ବଦଳିଲା ଓଡ଼ିଶାର ସହର ଓ ଜିଲ୍ଲାର ଇଂରାଜୀ ନାମ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କର ସଂଶୋଧିତ ଇଂରାଜୀ ବନାନ ସଙ୍କଳିତ ବିଜ୍ଞପ୍ତି ପ୍ରକାଶ ପାଇଛି l ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ତହସିଲର ଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି ବରଂ ଇଂରାଜୀ ବନାନ ବଦଳିଛି । ରାଜସ୍ୱ ଓ ବିପର୍ଯ୍ୟୟ…

ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟ, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ସ୍ନାତକ ପାଠ୍ୟକ୍ରମ ନାମଲେଖାର (ଫେଜ୍‌-୧ ଆଡ଼ମିଶନ) ପ୍ରଥମ ମେଧା ତାଲିକା ଆଜି ପ୍ରକାଶିତ ହୋଇଛି । ପ୍ରଥମ ମେଧା ତାଲିକାରେ ରାଜ୍ୟର ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଉଚ୍ଚ…

ଶିକ୍ଷା ବିଭାଗର ନୂଆ ପଦକ୍ଷେପ; ପାଠ୍ୟପୁସ୍ତକରେ ତ୍ରୁଟିକୁ ରୋକିବାକୁ ଏଣିକି ବହିରେ ରହିବ ବାରକୋଡ୍

ଭୁବନେଶ୍ୱର: ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ସଜାଗ ହୋଇଛି ଶିକ୍ଷା ବିଭାଗ । ପାଠ୍ୟପୁସ୍ତକରେ ତ୍ରୁଟି ରୋକିବା ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଏଣିକି ପାଠ୍ୟପୁସ୍ତକରେ ରହିବ ବାରକୋଡ୍ ବ୍ୟବସ୍ଥା । ବାରକୋଡ୍…

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣା; କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ଘଟଣା । ବିଜେଡି ସହ କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା ।…

ଦାବି ପୂରଣ ପାଇଁ ରାଜଧାନୀରେ ଗର୍ଜିଲେ ‘ସ୍ୱାସ୍ଥ୍ୟ ମିତ୍ର’ କର୍ମଚାରୀ: ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଶ୍ରମିକ

ଭୁବନେଶ୍ୱର: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ସମ୍ବନ୍ଧୀୟ ଦାବିକୁ ନେଇ ପୁଣି ଥରେ ଆନ୍ଦୋଳନ ମୁହାଁ ହୋଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟ କର୍ମଚାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ବିଭିନ୍ନ ସରକାରୀ ଓ ସୂଚୀଭୁକ୍ତ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ…

ରାଜଧାନୀରେ ପୁଣି ଗୁଣ୍ଡାରାଜ୍‌: ମିଠା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗ, ଆକ୍ସନ ମୋଡ଼ରେ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀ ଓ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉନାହିଁ। ଦିନକୁ ଦିନ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଦାଦାବଟି ମାଗିବା ଏବଂ ଆତଙ୍କ ସୃଷ୍ଟି କରିବା ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରର…

ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ ସମଗ୍ର ଦେଶରେ ଯୋଗ୍ୟ କର୍ମଚାରୀ ଓ ନିଯୁକ୍ତି ଦାତାମାନଙ୍କୁ ମିଳିଛି ବଡ଼ ଆଶ୍ୱାସନା । ପିଏମ୍-ଭିବିଆରଓ୍ୱାଇ ଯୋଜନାରେ ଦେଶର ଶ୍ରମିକ ଓ ନିଯୁକ୍ତିଦାତାଙ୍କୁ ୩ ହଜାର ୪୦୦ କୋଟିର ସହାୟତା ପ୍ରଦାନ କରାଯାଇଛି ।…