Latest Odisha News

BREAKING NEWS

Browsing Category

ସହର

City

ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍

ଭୁବନେଶ୍ବର: ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ, ଏବେ ଏନଏଚଆରସି ଟିମ୍ ତଦନ୍ତ କରିବ ବୋଲି ସୂଚନା ରହିଛି । ଏନେଇ ୫ ଦିନିଆ ଭୁବନେଶ୍ବର ଗସ୍ତରେ ୨ ଜଣ ସଦସ୍ୟ ଓଡ଼ିଶା ଆସି ବାଲିଅନ୍ତା ଯାଇ ଘଟଣାର ଅନୁଧ୍ୟାନ କରିବେ ।…

ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ

ଭୁବନେଶ୍ୱର: ଆଇସିଏଆର-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ଏକ ଅଭିନବ ଉତ୍ପାଦ ଇକୋଲାଇମ୍+ ବିକଶିତ କରିଛି । ଏହା ଶିଳ୍ପ ଉପ-ଉତ୍ପାଦ ଯେପରିକି ସ୍ଲାଗ୍ ଏବଂ ଫ୍ଲାଏ ଆସ୍ ରୁ ପ୍ରସ୍ତୁତ ଏକ ମୂଲ୍ୟଯୁକ୍ତ ଫର୍ମୁଲେସନ୍ ଯାହା କମ୍ପୋଷ୍ଟ ସହିତ ସମୃଦ୍ଧ ହୋଇଥାଏ । ଏହି ଉତ୍ପାଦ ଓଡ଼ିଶାର ଅମ୍ଳୀୟ…

ପଳାଶୁଣି ବ୍ରିଜ ଦୁର୍ଘଟଣା: ହାଇୱା ଡ୍ରାଇଭର ଗିରଫ, ଲାଗିଲା ହତ୍ୟା ଉଦ୍ୟମ ଦଫା

ଭୁବନେଶ୍ୱର: ପଳାଶୁଣୀ ବ୍ରିଜ୍‌ ଉପରେ ଘଟିଥିବା ଚର୍ଚ୍ଚିତ ସଡ଼କ ଦୁର୍ଘଟଣା ମାମଲାରେ ହାଇୱା ଚାଳକ ଜଗମୋହନ ଭୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। କାର୍‌କୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଥିବା ଅଭିଯୋଗକୁ ଗୁରୁତର ଭାବେ ନେଇ ପୋଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଯୋଡ଼ିଛି।…

ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ କାଣ୍ଡ: ରାକେଶଙ୍କୁ ବାଡ଼େଇଲା କିଏ? ଥାନାରୁ ହସ୍ପିଟାଲ ପର୍ଯ୍ୟନ୍ତ ବଢ଼ୁଛି ରହସ୍ୟ

ଭୁବନେଶ୍ୱର: କଟକ ଜିଲ୍ଲା ବାରଙ୍ଗ ଥାନା ପୋଲିସ ନାଁରେ ଏବେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ…

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ଦୁର୍ଘଟଣା ଆଳରେ ହତ୍ୟାକାଣ୍ଡ!

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ଏବେ ନୂଆ ମୋଡ଼ ନେଇଛି। ପ୍ରଥମେ ଏହାକୁ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଧରାଯାଉଥିଲା। କିନ୍ତୁ ପୋଲିସର ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ସତ୍ୟ। ଏହା ଦୁର୍ଘଟଣା ନୁହେଁ, ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ।…

ଭାରତକୁ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି ଆଣିବାକୁ ଓଡ଼ିଶା ସରକାର ଏବଂ ଇଣ୍ଟେଲ୍ ଓ ୩ ଡିଜିଏସ୍ ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ବର: ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ ୩ଡିଜିଏସ୍, ୟୁଏସଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପ ଦେଶର ସର୍ବବୃହତ…

ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…

ଭୁବନେଶ୍ବର: ଡିଫଲ୍ଟର ଓମଫେଡ ଡିଲରଙ୍କୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ କଡା ଚେତାବନୀ । ଆସନ୍ତା ୭ ଦିନ ଭିତରେ ଓମଫେଡର ବକେୟା ପଇସା ପୈଠ ନ କଲେ ଲାଇସେନ୍ସ ରବ୍ଦ ହେବ ବୋଲି ଓମଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଏହି ପ୍ରତିକ୍ରିୟା ରଖିଛନ୍ତି…

ବରମୁଣ୍ଡାରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ ଉଦ୍ୟମ, ଦୁର୍ବୃତ୍ତକୁ କାବୁ କଲେ ସ୍ଥାନୀୟ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ବସକୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଛି। ତେବେ ଜଣେ ସ୍ଥାନୀୟ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସିକତା ଯୋଗୁଁ ଏକ…

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗାଁର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଜି ଲୋକସେବା ଭବନରେ…

ଡରାଉଛି ତୈଳ ସଙ୍କଟ; ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଡିଜେଲ୍ ବଦଳରେ ଚାଲିବ ଇଭି ବୋଟ୍‌

ଭୁବନେଶ୍ୱର: ସମଗ୍ର ବିଶ୍ବରେ ଦେଖାଦେଉଥିବା ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ଡିଜେଲ୍ ବଦଳରେ ଓଡ଼ିଶାର ଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଚାଲିବ ଇଭି ବୋଟ୍‌ । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଏନେଇ…