Latest Odisha News

BREAKING NEWS

Browsing Category

ସହର

City

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ମେଟ୍ରୋ, ସିଜିମାଳୀ ପରେ ଏବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶନାମାକୁ ନେଇ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହାନଦୀ ଜଳ ବିବାଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସସ୍ମିତ ପାତ୍ର । ଏନେଇ ସେ ଏକ ଭିଡିଓ ବାର୍ତ୍ତା…

ପ୍ରକାଶ ପାଇଲା ଏକାଡେମିକ୍‌ କ୍ୟାଲେଣ୍ଡର; ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ଖୋଲା ରହିବ ସ୍କୁଲ…

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ପାଇଁ ପ୍ରକାଶ ପାଇଲା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଏକାଡେମିକ୍‌ କ୍ୟାଲେଣ୍ଡର । ଏହି କ୍ୟାଲେଣ୍ଡରରେ କାର୍ଯ୍ୟଦିବସଠୁ ଆରମ୍ଭକରି ଛୁଟି, ପରୀକ୍ଷା ସମୟ ଆଦି ନିର୍ଦ୍ଧାରଣ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା…

ଜନଗଣନାକାରୀଙ୍କ ସୁରକ୍ଷା ପାଇଁ ଏସ୍‌ଓପି ଜାରି; ବ୍ୟାଘାତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍..

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜନଗଣନାକାରୀଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କ ସୁରକ୍ଷା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ଜନଗଣନାରେ ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହାକୁ…

ଆଜି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ, ଆସନ୍ତା ୪ ଦିନ ତାତିରୁ ନିସ୍ତାର…

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି । ଆସନ୍ତା ୪ ଦିନ ଅର୍ଥାତ୍‌ ୨୫ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନି । ବୁଧବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁ ଗରମ ଓ ଗୁଳୁଗୁଳି ନାକେଦମ୍ କରିବ ବୋଲି ପାଣିପାଗ ବିଭାଗ…

ଓଡ଼ିଶାକୁ ପୋସ୍କୋର ‘ସେକେଣ୍ଡ ଇନିଂସ’: ୩୫ ହଜାର କୋଟିର ମେଗା ପ୍ରକଳ୍ପ ପାଇଁ ଚୁକ୍ତି

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଦୀର୍ଘ ପ୍ରତୀକ୍ଷା ପରେ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ପ୍ରସ୍ତୁତକାରୀ ସଂସ୍ଥା ‘ପୋସ୍କୋ’ (POSCO) ପୁଣିଥରେ ଓଡ଼ିଶା ମାଟିକୁ ଫେରିବା ଏବେ ନିଶ୍ଚିତ ହୋଇଛି । କିନ୍ତୁ ଏଥର ପୋସ୍କୋ ଏକା ନୁହେଁ, ବରଂ…

ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉପରେ କାର୍ଯ୍ୟାନୁଷ୍ଠାନ; ୫୩୦୮ ସିଲିଣ୍ଡର ଜବତ, ୩୯୭ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି । ମାତ୍ର କଳାବଜାରୀ ଓ ବେଆଇନ ଭାବରେ ଗ୍ୟାସ ସିଲିଣ୍ଡର ମହଜୁଦ ରଖୁଥିବା ବ୍ୟକ୍ତିଙ୍କ ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବିଭିନ୍ନ ଜିଲ୍ଲାରେ ଯୋଗାଣ ବିଭାଗ…

ଚାଷୀଙ୍କ ପାଇଁ ଖୁସିର ଖବର; ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସିର ଖବର ଆଜି ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮…

ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ; ୭ ଦିନ ଯାଏଁ ନିସ୍ତାର ନାହିଁ…

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସହ୍ୟ ହୋଇପଡୁଛି ଜନଜୀବନ । ସକାଳ ୯ଟାରୁ ସୂର୍ଯ୍ୟଙ୍କ ତାପ ସହିବା କଷ୍ଟକର ବିଷୟ ହୋଇପଡୁଛି । ତେବେ ଏଭଳି ପରିସ୍ଥିତି ଆହୁରି ୭ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା…

3D Glass Solution ପ୍ରକଳ୍ପର ଶିଳାନ୍ୟାସ; ରାଜ୍ୟରେ ୨,୫୦୦ ନିଯୁକ୍ତି ସୃଷ୍ଟି କରିବ ଏହି ପ୍ରକଳ୍ପ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…

Heatwave Alert: ଆକାଶରୁ ନିଆଁ ବର୍ଷୁଛି, ଆସନ୍ତା ୨୩ ତାରିଖ ଯାଏଁ ଛୁଟି ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ସର୍ତ୍ତକତାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଉଛି। ଏହି ସମୟରେ ବଢୁଥିବା ତାପମାତ୍ରା ଏବଂ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାର…