Latest Odisha News

BREAKING NEWS

Browsing Category

ସହର

City

ୟୁପିଏସସି ପ୍ରିଲିମ୍‌ ପାଇଁ ବୃଦ୍ଧି ହେଲା ପରୀକ୍ଷା କେନ୍ଦ୍ର, ଭୁବନେଶ୍ୱର ସହ ଏହି ଦୁଇ ସହରରେ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୟୁନିୟନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିଲିମ୍‌ ପାଇଁ ବଢ଼ିଲା ୩ଟି ପରୀକ୍ଷା କେନ୍ଦ୍ର । ଆଗରୁ ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ର ଥିଲା ହେଲେ ଏବେ ନୂଆ ୩ଟି ଯୋଡି ହେବା ପରେ ଏହା ବୃଦ୍ଧି ପାଇ ୮୩ଟି ସଂଖ୍ୟାରେ ପହଞ୍ଚିଛି । ଆଗରୁ ଓଡ଼ିଶାରେ କଟକ ଓ ସମ୍ବଲପୁରରେ…

ଅଂଶୁଘାତରେ ୧୬ ନୁହଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳି ଛଟପଟ ଓଡିଶାବାସୀ । ତେବେ ଅଂଶୁଘାତରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବାବେଳେ, ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ଅଂଶୁଘାତରେ କେବଳ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର…

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସାଙ୍ଗକୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟୁତ କାଟକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖାଦେଇଛି । ଏହି ସମୟ ମଧ୍ୟରେ ମୁହଁ…

ପ୍ରେମିକା ପାଇଁ ନକଲି ଏନଆଇଏ ଅଫିସର ସାଜି ଥାନାରେ ଗିରଫ: ଭୁବନେଶ୍ୱରରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ନିଜ ପ୍ରେମିକାର ଏକ ମାମଲାକୁ ନେଇ ପୋଲିସ ଉପରେ ଚାପ ପକାଇବା ପାଇଁ ଜଣେ ଯୁବକ ନକଲି ‘ଏନଆଇଏ’ (ଜାତୀୟ ତଦନ୍ତକାରୀ ସଂସ୍ଥା) ଅଫିସର ସାଜି ଲକ୍ଷ୍ମୀସାଗର ଥାନାରେ ପହଞ୍ଚିଥିଲେ। ତେବେ ପୋଲିସର…

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ଼ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ୪ର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଏହି…

୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସବୁ ଗାଁକୁ ପାଇପ୍ ଜଳ ଯୋଗାଇଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସବୁ ଗାଁଗୁଡିକୁ ପାଇପ୍ ଜଳ ଯୋଗାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ୨୪୦୨ଟି ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଜୁନ୍ ଶେଷ ସୁଦ୍ଧା…

ରାଜ୍ୟର ସବୁ ସହରର ବସଷ୍ଟାଣ୍ଡର ହେବ ନବକଳେବର, ଯାତ୍ରୀ ପାଇବେ ମୌଳିକ ସୁବିଧା

ଭୁବନେଶ୍ବର: ନୂଆ ରୂପ ପାଇବ ରାଜ୍ୟର ସହରାଞ୍ଚଳରେ ଥିବା ସମସ୍ତ ବସଷ୍ଟାଣ୍ଡ । ସମସ୍ତ ବସଷ୍ଟାଣ୍ଡକୁ ଅଟଳ ବସଷ୍ଟାଣ୍ଡ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଥିବା…

ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା, ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ସମ୍ବଲପୁର

ଭୁବନେଶ୍ବର: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ…

ଆସନ୍ତା ୨୪ ଯାଏଁ ଅପରିବର୍ତ୍ତିତ ରହିବ ପାଗ; ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ ଆଲର୍ଟ ଜାରି

ଭୁବନେଶ୍ୱର: ବୁଧବାର ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ, ଉପକୂଳବାସୀଙ୍କୁ ମଧ୍ୟ ଗରମ ସହ ଗୁଳୁଗୁଳିରୁ ନିସ୍ତାର ନାହିଁ । ରାତିରେ ବି ତାତିରୁ ତ୍ରାହି ମିଳୁନି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ନେଇ…

ରାଜ୍ୟ କ୍ୟାବିନେଟ୍‌ରେ ST-SC ବିଭାଗ ପାଇଁ ବଡ଼ ଘୋଷଣା…

ଭୁବନେଶ୍ବର: ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି । ୪୦୦…