Latest Odisha News

BREAKING NEWS

Browsing Category

ସହର

City

ଆହୁରି ୪ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଥିଲା  । ଏବେ ଏହି ତାତିରୁ ମିଳିବ  ଆଶ୍ୱସ୍ତି । ଗତକାଲି  କାଳବୈଶାଖୀ ବର୍ଷା  ପାଇଁ ତାତିରୁ କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି  । ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏ…

ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଡାଉ, ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ

ଭୁବନେଶ୍ଵର: ଆଗକୁ ନିର୍ବାଚନ । ସେଥିପାଇଁ ଆକ୍ସନ ମୋଡରେ ସରକାରଙ୍କ ସମସ୍ତ ବିଭାଗ । ସ୍ଵଚ୍ଛ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହାରିଭିତରେ ଭୁବନେଶ୍ଵରର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଭୁବନେଶ୍ଵର ବୁଦ୍ଧେଶ୍ଵରୀ କଲୋନୀରେ ରହୁଥିବା ଜଣେ…

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ପ୍ରଥମେ  ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । ଏହାପରେ କୃଷ୍ଣପ୍ରସାଦ ଓ ପିପିଲିରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ । ଅନ୍ୟପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ବିଜେଡିରେ ଏକନାଥ ସିନ୍ଦେ !

ଭୁବନେଶ୍ବର : ଓଡିଶାରେ ହେବ କି ଅପରେସନ୍ ଲୋଟସ୍‌! ବିଜେଡି ଭାଙ୍ଗିବାକୁ ଚାଲ୍ କରୁଛି କି ବିଜେପି! ସଂଖ୍ୟା ନମିଳିଲେ ବି ମହାରାଷ୍ଟ୍ର ଭଳି ସରକାର ଗଢିବ କି ବିଜେପି ! ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ଦିନ ପୂର୍ବରୁ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଏଭଳି ବୟାନକୁ ନେଇ…

ପଦ୍ମ ଧରିଲେ ବଡଚଣା ନିର୍ବାଚନମଣ୍ଡଳୀ ବିଜେଡିର ଶତାଧିକ କର୍ମୀ ଓ ନେତା

ଭୁବନେଶ୍ୱର: ସୁଦୃଢ ହେଉଛି ରାଜ୍ୟ ବିଜେପି । ଦଳରେ ମିଶୁଛନ୍ତି ବିଭିନ୍ନ ଦଳର ନେତା ଓ କର୍ମୀ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀ ଛତିଆ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ…

ଖଣ୍ଡପଡାରେ କାହାପଟେ ସୌମ୍ୟ ?

ଭୁବନେଶ୍ବର: ଖଣ୍ଡପଡାରେ କାହାକୁ ସୌମ୍ୟଙ୍କ ଆଶୀର୍ବାଦ? ଅନୁଭବ ପଟ୍ଟନାୟକଙ୍କ ସାଥ୍ ଦେବେ ନା ସାବିତ୍ରୀଙ୍କୁ କହିବେ ବିଜୟୀ ଭବଃ ? ନା ବିଜେପିକୁ କରିବେ ସିକ୍ରେଟ ସପୋର୍ଟ ? କେଉଁ ଆଡକୁ ଢଳିବ ସୌମ୍ୟଙ୍କ ସମର୍ଥନ? ଖଣ୍ଡପଡାରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରଠୁ ତେଜିଛି…

ବଦଳିବ ବ୍ରହ୍ମପୁର ବାଜି !

ଭୁବନେଶ୍ବର : ବ୍ରହ୍ମପୁରରେ ବଡ଼ ଲଢେଇ। ପ୍ରଦୀପ ପାଣିଗ୍ରାହୀ ବନାମ ଭୃଗୁ ବକ୍ସିପାତ୍ର । ସମ୍ମାନର ଲଢେଇରେ ବଦଳିବାରେ ଲାଗିଛି ସମୀକରଣ। ବ୍ରହ୍ମପୁରରେ ଫୁଟିବ ପଦ୍ମ ନା ପୁଣି ଶଙ୍ଖନାଦ? କିଏ ଛିଡାଇବ କାହାର ଲେଖା? ବଦଳିଛି ମୁହଁ, ବଦଳିବ କି ଫଳାଫଳ? କୁଆଡେ ଢଳୁଛନ୍ତି ବ୍ରହ୍ମପୁର ଭୋଟର?…

ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି…

ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ଯାଜପୁର: କୋରେଇ ବିଜେପିକୁ ବଡ ଝଟକା । ଦଳ ଛାଡି ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତିଲେ ସାଂସଦ ସସ୍ମିତ…

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ: କଂଗ୍ରେସ

ଭୁବନେଶ୍ଵର: ବିଜେପି ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି ବିରୋଧି । କେବଳ ମୋଦି ନୁହନ୍ତି, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ…