Latest Odisha News

BREAKING NEWS

Browsing Category

ସହର

City

ଏଣିକି ରାଜ୍ୟ ବାହାରକୁ ଗଲେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବେ ସରକାରୀ ବାବୁ

ଭୁବନେଶ୍ବର: ସରକାରୀ ବାବୁଙ୍କ ପାଇଁ କଡ଼ା ନିୟମ ଜାରି କଲେ । ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗ କଡ଼ା ନିୟମ ଜାରି କରିଛି । ଏନେଇ ସମ୍ପୃକ୍ତ କର୍ମଚାରୀଙ୍କୁ ଅତି କମ୍‌ରେ ୨୧ ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ…

ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ସାଢେ ୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି “ 'ପୂର୍ବୋଦୟ'ର ପ୍ରବେଶପଥ ଓଡ଼ିଶାକୁ…

ଇଷ୍ଟକୋଷ୍ଟ ରେଲୱେରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଡିଏସସି ଅର୍ଜୁନ’

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ରେଳ ଷ୍ଟେସନ ଓ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ସଞ୍ଚାଳିତ ରୋବୋଟ୍‌ । ଏହାର ନାମ 'ଡିଏସସି ଅର୍ଜୁନ' ରଖାଯାଇଛି । ଏହା ଅପରାଧୀଙ୍କୁ ଚିହ୍ନଟ କରିବ ୨୪ଘଣ୍ଟିଆ ଷ୍ଟେସନରେ ପାଟ୍ରୋଲିଂ କରିବ । AI ଦ୍ୱାରା ଭିଡ଼ ଉପରେ ନଜର ରଖାଯିବ । ଆଜି ମହାପ୍ରବନ୍ଧକ…

ଖୋଲିଗଲା ଭୁବନେଶ୍ୱର ଡ୍ରେନେଜ୍ ବ୍ୟବସ୍ଥାର ପୋଲ୍: ବର୍ଷା ପାଣିରେ ଲହଡ଼ି ମାରୁଛି ରାସ୍ତା, ଘରେ ପଶିଲା ନର୍ଦ୍ଦମା…

ଭୁବନେଶ୍ୱର: ବର୍ଷା ଆସିଲା, ଆଉ ଖୋଲିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ପୋଲ୍। ସାମାନ୍ୟ କେଇ ଘଣ୍ଟାର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ବେହାଲ ହୋଇଯାଇଛି ରାଜଧାନୀ। ରାସ୍ତା ଉପରେ ଲହଡ଼ି ମାରୁଛି ପାଣି, ଆଉ ଜଳବନ୍ଦୀ ହୋଇ ରହିଛନ୍ତି ସାଧାରଣ ଲୋକେ। ମଙ୍ଗଳବାର ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସହରର…

କାରାଗାର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ, ରାଜ୍ୟର ୭ ସର୍କଲ ଜେଲରେ ଆରମ୍ଭ ହେବ ମୁକ୍ତାକାଶ ଜେଲ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ୨୦ଟି ଜେଲରେ ଲାଗିଛି କୃତ୍ରିମ ବୁଦ୍ଧିମତ୍ତା (AI) କ୍ୟାମେରା । ଆଗକୁ ସମସ୍ତ ଜେଲରେ ଲାଗିବ AI କ୍ୟାମେରା । ଜେଲ ଭିତରେ ଏବଂ ପରିସରରେ କଏଦୀଙ୍କୁ ଜଗିବ । ଭୁବନେଶ୍ୱରରେ ହେବ ମଡେଲ ଜେଲ ପ୍ରତିଷ୍ଠା। ଜେଲରେ ଯୋଗ, ଦକ୍ଷତା ଓ ପୁନର୍ବାସକୁ ଗୁରୁତ୍ବ ଦିଆଯିବ…

ସିଏସଏମ୍ ଟେକ୍ନୋଲୋଜିଜର FY୨୬ରେ ଦୃଢ଼ ପ୍ରଦର୍ଶନ; ମୋଟ ଆୟ ୨୨୮.୭୨ କୋଟି, ୧୪% ବୃଦ୍ଧି

ଭୁବନେଶ୍ୱର: ଗଭ୍ଟେକ୍ (GovTech) ଏବଂ ଏଣ୍ଟରପ୍ରାଇଜ୍ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ କାର୍ଯ୍ୟରତ ସିଏସଏମ୍ ଟେକ୍ନୋଲୋଜିଜ୍ ଲିମିଟେଡ୍ ଚତୁର୍ଥ ତ୍ରୟମାସିକ ଏବଂ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ତାହାର ଅଡିଟ୍ ହୋଇଥିବା ସମନ୍ୱିତ ଆର୍ଥିକ ଫଳାଫଳ ଘୋଷଣା କରିଛି । କମ୍ପାନୀ…

ଚାଷୀଙ୍କୁ ସାର ଯୋଗାଇପାରୁନି ଲୋକଙ୍କ ସରକାର ଚାଷୀକୂଳକୁ ହତାଦର: ଓଜେସି

ଭୁବନେଶ୍ୱର: ଓଡ଼ିଶାରେ ସାରର ସାର କଳାବଜାରୀ ଓ ନିଅଣ୍ଟିଆ ବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲା ଓଡ଼ିଶା କୃଷକ ଜନତା କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ସେଲ୍ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତି ଯେ, ପ୍ରାୟ ୭୦% ଲୋକ ଚାଷ ଉପରେ…

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ: ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନପଥ କରିଡର୍‌ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଏବଂ…

ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବଡ ଆଶ୍ବସ୍ତି, ସିଧା ସଳଖ ଆକାଉଣ୍ଟକୁ ଯିବ କ୍ଷତିପୂରଣ ରାଶି

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଆଶ୍ବସ୍ତିକର ଖବର ଆଣିଛନ୍ତି ରାଜ୍ୟ ସରକାର । ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି…

ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ୨୦ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ…