Latest Odisha News

BREAKING NEWS

Browsing Category

ସହର

City

ଓ୍ୱେଦର ଅପଡେଟ: ରାଜ୍ୟରେ ୧ ରୁ ୩ ଯାଏଁ ବର୍ଷା ସମ୍ଭାବନ

ଭୁବନେଶ୍ୱର: ରାଜ୍ୟରୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିବାବେଳେ, କିଛି ଦିନ ହେବ କେତେକ ସ୍ଥାନରେ ହାଲୁକା ଶୀତ ଅନୁଭୂତ ହେଉଛି । ତେବେ ନଭେମ୍ବର ୧ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପ ପ୍ରଭାବରେ…

ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ରମାମଣି ପେଟ୍ରୋଲ ପମ୍ପ ନିକଟରେ ପୋଲିସର ଅତର୍କିତ ଚଢଉ । ବ୍ରାଉନ ସୁଗାର ଡିଲ କାରବାର ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ୨୦.୨୯ ଗ୍ରାମ ଓଜନର ବ୍ରାଉନ ସୁଗାର ସହିତ ନଗଦ ୩୨୦୦ ଟଙ୍କା ଜବତ କରିଛି ପୋଲିସ । ଖବରମୁତାବକ, ଲୋକଙ୍କୁ ବେଆଇନ…

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜି ପବିତ୍ର କୁମାରପୂର୍ଣ୍ଣିମା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଆସନ୍ତା କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ସେଥିପାଇଁ ଚଳଚଞ୍ଚଳ ଜଗନ୍ନାଥ ଧାମ । ବ୍ରତ କରିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି ହବିଷ୍ୟାଳି ।…

ମୋର ମାଟି ମୋର ଦେଶ’ ପ୍ରଚାର ହେତୁ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ

ଭୁବନେଶ୍ଵର: ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଦେଶର ରାଜଧାନୀ ନୂଆଦିଲ୍ଲୀ କୁ 'ମୋର…

ନୂଆ ରୂପରେ ରାଜଧାନୀ ପଥ ଉତ୍ସବ, ଫୋକସ୍ ରେ ‘ମୋ ଭୋଟ ମୋ ସମ୍ମାନ’

ଭୁବନେଶ୍ୱର: ପୁଣି ଫେରିଲା ପଥ ଉତ୍ସବ । ଭୋଟର ସଚେତନତା ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜନ କରାଯାଇଛି ପଥ ଉତ୍ସବ । ଭୁବନେଶ୍ୱର ଜନପଥରେ ଏହି ପଥ ଉତ୍ସବ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି…

ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା : ୫୦ରୁ ଉର୍ଦ୍ଧ୍ବ ଅଟକ

ଭୁବନେଶ୍ବର: ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା  । ଏହି ଘଟଣାରେ ଉଭୟ ଗୋଷ୍ଠୀର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁସାରେ ଗତକାଲି ଉଭୟ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ପଥର ଓ ବୋତଲ ମାଡ ହୋଇଥିଲା । ଏଥିରେ ଏକାଧିକ ଲୋକ ଆହତ ହୋଇଥିଲେ । ପୂର୍ବ…

୫ମ ଥର ପାଇଁ ‘କ୍ରୁଟ’କୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ପୁଣି ଥରେ କ୍ରୁଟକୁ ମିଳିଲା ଜାତୀୟ ଉତ୍କର୍ଷ ପୁରସ୍କାର । ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ଥର ପାଇଁ ଏହି ପୁରଷ୍କାର ହାତେଇଛି 'କ୍ରୁଟ' । ଶ୍ରେଷ୍ଠ ସହରୀ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ 'ମୋ ବସ୍‌' ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ…

ମହାଦେବ ବିଦ୍ରୋହୀ ପକ୍ଷରୁ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳର ବିରୋଧ

ପୁରୀ: ଗାନ୍ଧିବାଦୀ ଚିନ୍ତାଧାରାକୁ ଧୂଳିସାତ କରି ନିଜ ଲାଭ ଓ ଲୋଭ ପାଇ ପୁରୀରେ ହେବାକୁ ଥିବା ସମ୍ମିଳନୀକୁ ଉତ୍କଳ ସର୍ବୋଦୟ ମଣ୍ଡଳ ଏହାର ପ୍ରତିବାଦ କରିଛି। ଗାନ୍ଧୀଜୀଙ୍କ ଐତିହାସିକ ସାବରମତୀ ଆଶ୍ରମକୁ ଭାଙ୍ଗି ପାଇଁ ଗୁଜରାଟ ସରକାର ଚଳାଇଥିବା ଷଡ଼ଯନ୍ତ୍ରରେ ସାମିଲ ହୋଇ ବେନିୟମ ଭାବରେ…

ବିଜେପିର ‘ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ: ୧୩, ୧୨୮ଟି ଗାଁରୁ ସଂଗ୍ରହ ହୋଇଛି ମାଟି , ଆସନ୍ତାକାଲି ଯିବ ଦିଲ୍ଲୀ

ଭୁବନେଶ୍ବର : ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରେସମିଟ୍  ଅନୁଷ୍ଠିତ ହୋଇଛି  । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅଗଷ୍ଟ ୯ ତାରିଖରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ବାଧୀନତାର ଅମୃତ ମହୋତ୍ସବର ଶେଷ…

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  । ୨୦୨୩ ଡ଼ିସେମ୍ବର ୯ ଯାଏଁ ଭୋଟରମାନେ ଆବେଦନ…