Latest Odisha News

BREAKING NEWS

Browsing Category

ସହର

City

ପୁନର୍ବାସ ଚିକିତ୍ସାଳୟକୁ ଉଦଘାଟନ କରିବେ ଜେ.ପି. ନଡ୍ଡା

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା  । ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆସନ୍ତା ୩୦ ତାରିଖରେ କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଜେ ପି ନଡ୍ଡା  । କଟକ ଜିଲ୍ଲା ଓଲଟପୁରସ୍ଥିତ…

୫୫ କୋଟି ଟଙ୍କା ବ୍ୟୟରେ ଏମକେସିଜିରେ ହେବ କର୍କଟ ଯତ୍ନ କେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ନିର୍ମାଣ ହେବ ୧୦୦ ଶଯ୍ୟା ନୂତନ କର୍କଟ ଯତ୍ନ କେନ୍ଦ୍ର। ୪ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ। କଲିକତାର ଏକ ଘରୋଇ ସଂସ୍ଥା ଏହି କେନ୍ଦ୍ର ନିର୍ମାଣ କରିବାକୁ ଟେଣ୍ଡର ହାତେଇଛି।…

ପୋଲିସକୁ ଫୋନ୍‌ କରିବା ପରେ ଦେହରେ ନିଆଁ ଲଗାଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଳକର ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରି ନିଜର ଦୁଃଖ ଜଣାଇବା ପରେ ଦେହରେ ନିଆଁ ଲଗାଇ ଜଣେ ବିବାହିତା ମହିଳା…

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର…

ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନ ନିକଟରେ କେଶ ଦାଏର

ଭୁବନେଶ୍ୱର :  ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ କେଶ ଦାଏର କରାଯାଇଛି  । ଏହି କେଶ ଦାଏର କରିଛନ୍ତି  ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ  ।  ମାନବ ଅଧିକାର କମିଶନଙ୍କ  …

ନବୀନଙ୍କୁ ପ୍ରଦୀପଙ୍କ ପ୍ରଶ୍ନ: ୨୦୨୪ ଜଣେ ମହିଳାଙ୍କୁ ଦେବେ କି ରାଜ୍ୟର ଶାସନ ଭାର 

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହେବାରେ ଲାଗିଛନ୍ତି।ଗୋଟିଏ ପରେ ଗୋଟିଏ ରାଜନୈତିକ ସଭା ଏବଂ ପଦଯାତ୍ରାରେ ଯାଉଛନ୍ତି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଧାୟକ ପାଣିଗ୍ରାହୀ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ…

ମୁହଁ, ଗୋଡ଼ ବନ୍ଧା ୧୨ଟି ବୁଲା କୁକୁର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରୁ ଉଦ୍ଧାର

ବ୍ରହ୍ମପୁର: ଗତ କିଛି ଦିନ ହେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରର ଦୌରାତ୍ମ ଦେଖିବାକୁ ମିଳିଥିଲା। ତେବେ ଏହାକୁ ରୋକିବା ପାଇଁ ବିଶ୍ବବିଦ୍ୟାଳୟର କେତକ କର୍ମଚାରୀଙ୍କ ଅମାନବୀୟ କାଣ୍ଡକୁ ଏବେ ସବୁ ମହଲରୁ ନିନ୍ଦା କରାଯାଉଛି। ଘଟଣା ହେଲା, ମଙ୍ଗଳବାର ବାଳିକା ହଷ୍ଟେଲ…

ବ୍ରହ୍ମପୁରର ସପିଂ ମଲ୍‌ରେ ବିକ୍ରି ହେବ ଏସଏଚଜି ଦ୍ବାରା ପ୍ରସ୍ତୁତ ସାମଗ୍ରୀ

ବ୍ରହ୍ମପୁର: ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓରମାସ୍‌ ଏବଂ ମିଶନ୍‌ଶକ୍ତି ଏଦିଗରେ ସହାୟତା ପ୍ରଦାନ କରୁଛନ୍ତି। ଆଉ ଗୋଟିଏ ପାଦ ଆଗକୁ ଯାଇ ବ୍ରହ୍ମପୁର ସହରରେ ଥିବା ସପିଂ ମଲ୍‌ଗୁଡ଼ିକରେ ସ୍ବୟଂ ସହାୟକ…

ବିଜେଡ଼ିରେ ସାମିଲ ହେଲେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ନିଜର ବହୁ ସମର୍ଥକଙ୍କ ସହ ବିଜେଡ଼ିରେ ସାମିଲ ହୋଇଛନ୍ତି। ବ୍ରହ୍ମପୁରସ୍ଥିତ ବିଜେଡ଼ି ଜିଲା କାର୍ଯ୍ୟାଳୟରେ ଏନେଇ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଗତ ପୌର ନିର୍ବାଚନରେ…

ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ  ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ  ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ…