Latest Odisha News

BREAKING NEWS

Browsing Category

ସହର

City

ଅଫିସରେ ଆରବିଏସକେ ମ୍ୟାନେଜରଙ୍କ ମଦ୍ୟପାନ ଫଟୋ ଭାଇରାଲ ପରେ ତଦନ୍ତ

ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଗଞ୍ଜାମର ରାଷ୍ଟ୍ରୀୟ ବାଲ୍‍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ)ର ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍‍ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ମଙ୍ଗଳବାର ଘଟଣାର ତଦନ୍ତ…

ଗଞ୍ଜାମ ବିଜେଡ଼ିରେ ଘଡ଼ିକେ ଘୋଡ଼ା ଛୁଟୁଛି; ନିଲମ୍ବନ ପରେ ପ୍ରତ୍ୟାହାର, ପୁଣି ନିଲମ୍ବନ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଯେଉଁ ନିର୍ବାଚନ ମଣ୍ଡଳୀକୁ ନେଇ ଗଞ୍ଜାମ ବିଜେଡ଼ିରେ କମ୍ପନ ସୃଷ୍ଟି ହୋଇଛି, ସେଇଟା ହେଲା ଦିଗପହଣ୍ଡି। ଦୁଇ ଦିନ…

ଠିକାଦାରଙ୍କ ଠାରୁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଜଣେ ଠିକାଦାରଙ୍କ ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସରେ ଧରା ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ସେ ହେଲେ ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକର ଯନ୍ତ୍ରୀ ବଂଶୀଧର ପରିଡ଼ା। ଭିଜିଲାନ୍ସର ୮ ଜଣିଆ ଟିମ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର ଆଙ୍କୁଲି…

ଫଳ ବିକାଳି ମହିଳାଙ୍କ ପାଖରୁ ମିଳିଲା ୧୨୭ ଗ୍ରାମ୍‌ ବ୍ରାଉନସୁଗର

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସପିଟାଲ ନିକଟରେ ଠେଲା ଗାଡିରେ ଫଳ ବିକ୍ରି କରୁଥିବା ଜଣେ ମହିଳାଙ୍କ ନିକଟରୁ ସୋମବାର ୧୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଅବକାରୀ ବିଭାଗ। ଗିରଫ ମହିଳା ଜଣକ ହେଲେ ଗେଟବଜାରର ସୁକାନ୍ତି ବେହେରା। ଜବତ ବ୍ରାଉନସୁଗର୍‌ର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା…

ରାଜ୍ୟରେ ବଢିଛି ରାଜସ୍ୱ ଅବିବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ  ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି ।  ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ  ଚଳିତ ବର୍ଷ  ଏହା ପ୍ରାୟ ୩୬,୪୫୫…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ  । ଏହି ବର୍ଷ  ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି। ଦୁଇ ଦଶନ୍ଧିରୁ…

ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ଅସିତ ତ୍ରିପାଠୀ

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ ସଭାପତି ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୮୫୮ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଆଇଏଏସ ଅସିତ ତ୍ରିପାଠୀ ଲଗାତର ଦ୍ୱିତୀୟ ଥର ପାଇଁ କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।…

କମ୍ପୁଟର ବ୍ରେଲରେ ହେବ ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟରେ ପାଠପଢ଼଼ା

ବ୍ରହ୍ମପୁର: ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ଥିବା ରେଡକ୍ରସ୍‍ ଦୃଷ୍ଟିହୀନ ବିଦ୍ୟାଳୟ ଏବେ ସ୍ମାର୍ଟ ହେବାକୁ ଯାଉଛି। ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯିବ। ଏଠାରେ ଛାତ୍ରଛାତ୍ରୀମାନେ ଏଣିକି କମ୍ପୁଟର୍‍ ବ୍ରେଲରେ ପାଠ ପଢ଼଼ିବେ। ଏନେଇ ନିଷ୍ପତ୍ତି ହୋଇଯାଇଥିବା…

ସୁରତରେ ହତ୍ୟା ଘଟଣାର ଅଭିଯୁକ୍ତ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ

ବ୍ରହ୍ମପୁର:ସୁରତାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର…

ମଦ୍ୟପାନ ପାଇଁ ଶିକ୍ଷକଙ୍କ ଦସ୍ତାବିଜ ସହ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସର୍ବସ୍ଵ ବିକିଦେଲେ ପିଅନ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଥିବା ପୁରୁଣା ଡିଆଇ ଅଫ୍‌ ସ୍କୁଲ( ଜିଲା ନିରୀକ୍ଷକ ବିଦ୍ୟାଳୟ ସମୂହ) କାର୍ଯ୍ୟାଳୟର ସର୍ବସ୍ଵ ବିକ୍ରି କରି ଦେଇଥିବା  ପିଅନ ଏମ୍‌.ପିତାମ୍ବର(୩୫)ଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ। ମଦ୍ୟପାନ ପାଇଁ ସେ କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ବିକ୍ରି…