Latest Odisha News

BREAKING NEWS

Browsing Category

ସହର

City

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖରୁ ମିଳିଲାଣି ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦…

ଆଇଜର ପ୍ରତିଷ୍ଠାତା ନିର୍ଦେଶକଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ପ୍ରତିଷ୍ଠାତା ନିର୍ଦେଶକ ପ୍ରଫେସର କେ. ଭେଙ୍କେଟ ରମଣ ଚାରୀ(୬୮)ଙ୍କ ଶୁକ୍ରବାର ଅପରାହ୍ନ ୩ଟା ୧୫ ବେଳେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ବିଷୟରେ ଆଇଜର ପକ୍ଷରୁ ଏକ ପ୍ରେସ ବିବୃତିରେ ସୂଚନା…

ଶିଶୁ ଅନୁକୂଳ ଥାନା ଉଦ୍‌ଘାଟିତ

ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଅତିରିକ୍ତ ଏସ୍‌ପି ଅସୀମ…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ମଧ୍ୟ ତୃଟି

ବ୍ରହ୍ମପୁର: ଯାନବାହାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନେଇ ଦୁଇଚକିଆଠାରୁ ଚାରିଚକିଆ ଯାନର ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁଠି ସ୍ଳଟ୍‌ ମିଳିବାରେ ସମସ୍ୟା ହେଉଛି ତ’ ଆଉ କେଉଁଠି ସ୍ଳଟ୍‌ ମିଳିଥିଲେ ମଧ୍ୟ ପ୍ଲେଟ୍‌ ଲଗାଇବା ପାଇଁ ଅନେକ ଦିନ…

ଠିକାଦାରଙ୍କ ଗାଡ଼ି ଚଢ଼ୁଥିଲେ ଯନ୍ତ୍ରୀ, ମିଳିଲାଣି ପ୍ରଚୁର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍‍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍‍ ମିଳିଛି। ସେହିଭଳି ଘରୁ ନଗଦ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଭଞ୍ଜନଗର ଜଳସେଚନ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ନୁ ଚରଣ ସାହୁଙ୍କ ଘରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଯନ୍ତ୍ରୀ ସାହୁ ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ କରୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି। ଓଡିଶା…

ଜିଆରଏସ୍‌ଙ୍କ ଆକ୍ରମଣରେ ବିଜେଡ଼ି କର୍ମୀ ଲହୁଲୁହାଣ

ବ୍ରହ୍ମପୁର: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବିବାଦ ପିଛା ଛାଡୁନାହିଁ। ଗୁରୁବାର ଗ୍ରାମ ରୋଜଗାର ସେବକ(ଜିଆରଏସ୍‌)ଙ୍କ ଆକ୍ରମଣରେ ଜଣେ ବିଜେଡ଼ି କର୍ମୀ ଲହୁଲୁହାଣ ହୋଇଯାଇଛନ୍ତି। ବିଜେଡି କର୍ମୀ ତଥା ଶ୍ରମିକ ନେତା ଭାବେ ପରିଚିତ ଗୋଳନ୍ଥରା ଗ୍ରାମର ସନ୍ତୋଷ କୁମାର ପ୍ରଧାନଙ୍କ ଅଭିଯୋଗ…

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁକୁରଙ୍କୁ ବାନ୍ଧିବା ଘଟଣା; ୪ଜଣଙ୍କୁ ନିଲମ୍ବନ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ପରିସରରେ ୧୨ଟି କୁକୁରର ଗୋଡ଼ ଓ ମୁହଁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ପିଅନ ଏବଂ ୩ ଜଣ ସୁରକ୍ଷା କର୍ମୀଙ୍କୁ ପରିବର୍ତ୍ତି ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟରୁ…

ବିଜେଡି କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବେ ନାହିଁ : ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର :  ଭୁବନେଶ୍ୱର ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବା ସହ ବିଜେପିର ବରିଷ୍ଠ ନେତା ମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏକପ୍ରକାର ଶକ୍ତି ପଦର୍ଶନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ସରକାରଙ୍କ ଉପରେ…

ରାଜ୍ୟ ସରକାର ଦୁର୍ଯ୍ୟୋଧନ ମାନସିକତାରେ ଥିବାସହ , ଧୃତରାଷ୍ଟ୍ରଙ୍କ ରୋଗରେ ପୀଡ଼ିତ ଅଛନ୍ତି

ଭୁବନେଶ୍ୱର : ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି  । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ…