Latest Odisha News

BREAKING NEWS

Browsing Category

ସହର

City

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବ ବିଜେଡ଼ି ସମ୍ପାଦକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର…

ମା’ ମମତାକୁ ଗୋଇଠା ମାରି ପ୍ରେମିକ ସହ ଚାଲିଗଲା ଝିଅ

ବ୍ରହ୍ମପୁର:ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ଘର ଛାଡ଼ି ଦେଇଥିବା ଜଣେ ଝିଅଙ୍କୁ ମା’ର ମମତା ମଧ୍ୟ ଅଟକାଇ ପାରିଲା ନାହିଁ। ଘରକୁ ଫେରି ଆସିବାକୁ କାନ୍ଦି କାନ୍ଦି ମା’ ନିବେଦନ କରୁଥିଲେ। ଝିଅର ଗୋଡ଼ ଧରିଲେ। ବୁଝାଇଲେ। ତଥାପି କିଛି ବୁଝିଲେନି ଝିଅ। ମା’ଙ୍କ ମମତାକୁ ଗୋଇଠା ମାରି ପ୍ରେମିକ ସହ…

ମଶା ଦାଉରୁ ରକ୍ଷା ପାଇଁ ବିଜେପିର ବିକ୍ଷୋଭ; ଚାମ୍ବର୍‌ରୁ ବାହାର କଲେ କମିଶନର, କଫି ପିଆଇ ବୁଝାଇଲେ ମେୟର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ମଶା ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ଦାବି ନେଇ ବିଜେପି ତରଫରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେପି ନେତାଙ୍କୁ…

ଖଲ୍ଲିକୋଟ ଜୁନିୟର କଲେଜ ରାଗିଂରେ ସଂପୃକ୍ତ ୭ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସ ବାରଣ

ବ୍ରହ୍ମପୁର,୬ା୧୨: ରାଗିଂରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ୭ ଜଣ ଛାତ୍ରଙ୍କୁ ସୁବଦିନ ପାଇଁ କ୍ୟାମ୍ପସକୁ ବାରଣ କରିଛନ୍ତି ଖଲ୍ଲିକୋଟ ଜୁନିୟର କଲେଜ କର୍ତ୍ତୃପକ୍ଷ।ମଙ୍ଗଳବାର ଏନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି ୭ ଜଣ ଛାତ୍ର ହେଲେ ଯୁକ୍ତ ଦୁଇ କଳା ବିଭାଗ ଦ୍ବିତୀୟ ବର୍ଷର ଶୁଭମ ଚୌଧୁରୀ,…

ପୁରୀ ମେଡିକାଲ ସମସ୍ୟା ନେଇ ଛାତ୍ର କଂଗ୍ରେସର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ପୁରୀ ସଦର ମହକୁମା ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଆଜି ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ସିଡିଏମଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେମାନେ ସିଡିଏମଓଙ୍କ ନିକଟରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ଏଥିରେ ୫ ଦଫା ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ସେମାନେ…

ବ୍ରହ୍ମପୁରର ଶତାଧିକ ବେଆଇନ କୋଠାକୁ ନୋଟିସ୍‌‌ କରିବ ବିଏମସି

ବ୍ରହ୍ମପୁର: କୌଣସି ପ୍ରକାର ଅନୁମତି ନଥାଇ କିମ୍ବା ଅନୁମତି ଥିଲେ ମଧ୍ୟ କୋଠା ନିର୍ମାଣରେ ଏହାର ଉଲଂଘନ କରାଯାଇ ନିର୍ମିତ ହୋଇଥିବା ଶତାଧିକ ବଡ଼ ବଡ଼ କୋଠା, ସପିଂମଲ, ଆପାର୍ଟମେଣ୍ଟ ଏବଂ ହୋଟେଲ ସହିତ ଅନ୍ୟାନ୍ୟ ନିର୍ମାଣଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର…

ଜାଗା ମିଶନ୍‌ରେ ଚିହ୍ନଟ ହେବେ ବସ୍ତି ବାସିନ୍ଦା;ଆରମ୍ଭ ହେବ ତଥ୍ୟ ସଂଗ୍ରହ

ବ୍ରହ୍ମପୁର:ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପଟ୍ଟା ପ୍ରଦାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଗତ ୧୦ ତାରିଖରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ଶେଷ ହୋଇଯାଇଛି। ସୋମବାର ଠାରୁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାନଗର ନିଗମର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। ଡ୍ରୋନ୍‌…

ସରିଲା ଡ୍ରୋନ୍‌ ସର୍ଭେ, ଏଥର ହିତାଧିକାରୀ ଚିହ୍ନଟ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚାଲିଥିବା ଡ୍ରୋନ୍‌ ସର୍ଭେ ରବିବାର ଶେଷ ହୋଇଯାଇଛି। ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମିର ପଟ୍ଟା ପ୍ରଦାନ ପାଇଁ ଏହି ସର୍ଭେ କରାଯାଇଥିଲା। ବର୍ତ୍ତମାନ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ ସାମିଲ କର୍ମଚାରୀଙ୍କୁ ନେଇ ସୋମବାର ଏବଂ ମଙ୍ଗଳବାର…

ୟୋନା ଆପ୍ ଅପଡେଟ ବାହାନାରେ ୫ ଲକ୍ଷ ଟଙ୍କା ଠକେଇ

ବ୍ରହ୍ମପୁର: ୟୋନୋ ଆପ୍‌ ଅପଡେଟ କରିବା ବାହାନାରେ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକମାନେ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଭାବିନୀପୁରର ଦେବରାଜ ନଗରରେ ରହୁଥିବା ପିତାମ୍ବର ପ୍ରଧାନ(୭୪)। ଘଟଣାକୁ ନେଇ ପିତାମ୍ବର ବ୍ରହ୍ମପୁର ସାଇବର…

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା: ଗଞ୍ଜାମରୁ ୩୮୬୦ ସାମିଲ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନୁସାରେ ପ୍ରାପ୍ତ ସମୁଦାୟ ୩୮୬୦ ଜଣ ଗଞ୍ଜାମ ଜିଲାର କଳାକାର ଭତ୍ତା ପାଇବା ସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁରସ୍ଥିତ ଜିଲା ମୁଖ୍ୟାଳୟରେ ଏକ ବୈଠକ ଶୁକ୍ରବାର…