Latest Odisha News

BREAKING NEWS

Browsing Category

ସହର

City

କଟକରେ ଅଘଟଣ: ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସ୍କୁଲ ବାରଣ୍ଡାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା…

ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ: କାଳବୈଶାଖୀ ଯୋଗୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ତାପମାତ୍ରା । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ରାଜଧାନୀରେ ଧୋକାବାଜ୍ ପ୍ରେମିକ: ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ଅଫିସ ଘେରିଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ତିଆରି ଚାଲିଛି ଖନନ କାର୍ଯ୍ୟ । ଐତିହ୍ୟ ପ୍ରକଳ୍ପ ନିର୍ମାଣ ନାଁରେ ଚାଲିଥିବା ଏହି କାମକୁ  ନେଇ  ବିବାଦ ଲାଗି ରହିଛି । ମୁଖ୍ୟତଃ ପ୍ରକଳ୍ପ ତିଆରି ପାଇଁ ଏଏସଆଇର ଅନୁମତିକୁ ନେଇ ବିବାଦ ରହିଛି । ଏହାରି ଭିତରେ ପୁରୀରେ ଜଗନ୍ନାଥ ସେନା ଏଏସଆଇର…

ବିଜେବି ପରେ ରାଜଧାନୀ କଲେଜରୁ ୬ ଜଣ ନକଲି ଦିବ୍ୟାଙ୍ଗ ଛାତ୍ର ଚିହ୍ନଟ

ଭୁବନେଶ୍ୱର: ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର । ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ରାଜଧାନୀ କଲେଜରେ ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି ।…

ଫେଲ୍ ମାରିଛି ଅମୃତଧାରା ପ୍ରକଳ୍ପ: ପାଣି ପାଇଁ ଅସୁବିଧାରେ ଲୋକେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୌର ପରିଷଦ ପକ୍ଷରୁ ତିଆରି କରାଯାଇଛି ଅମୃତ ଧାରା ପ୍ରକଳ୍ପ । ବିଶୁଦ୍ଧ ଥଣ୍ଡା ପାଣି ବାହାରିବା ତ ଦୁରର କଥା ପାଣି ମୁନ୍ଦାଏ ବି ବାହାରୁ ନାହିଁ । ଦୀର୍ଘ ଦିନ ହେଲା ପ୍ରକଳ୍ପ ତିଆରି ହେବା ପରଠୁ ଏହି ପ୍ରକଳ୍ପଗୁଡିକରୁ ପାଣି ବାହାରୁ ନ…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତା ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା।ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ…

ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଦହଗଞ୍ଜ ହେଉଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର କହିଛି ଯେ ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪…

କିଏ ହେବେ ପିସିସି ସଭାପତି ? ଦିଲ୍ଲୀ ମୁହାଁ କଂଗ୍ରେସ ନେତା

ଭୁବନେଶ୍ୱର: ପ୍ରଭାରୀ ଚେଲ୍ଲା କୁମାର ଦୁଇ ଦିନ ଧରି ରାଜ୍ୟ କଂଗ୍ରେସ ନେତାଙ୍କ ସହ ଓ୍ୱାନ ଟୁ ଓ୍ୱାନ ବୈଠକ କଲେ। ଏବେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ । ଯେଉଁ ରିପୋର୍ଟ ଫାଇଲ ଦିଆଯିବ ସେଥିରେ ପ୍ରଭାରୀ ବିଭିନ୍ନ ନେତାଙ୍କ ମତାମତକୁ ଉଲ୍ଲେଖ କରିଛନ୍ତି । ଏବେ…