Latest Odisha News

BREAKING NEWS

Browsing Category

ସହର

City

କଟକ ମହାନଦୀ ବୁଡ଼ି ଘଟଣା:ନିଖୋଜ ୨ ନାବାଳକଙ୍କୁ ଖୋଜୁଛି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ

କଟକ  : କଟକ ମହାନଦୀରେ ବୁଡ଼ି ଘଟଣାରେ ଚାଲିଛି ସର୍ଚ୍ଚ ଅପରେସନ୍ । ଏବେ ବି ନିଖୋଜି ଥିବା ଦୁଇ ଜଣଙ୍କୁ ଖୋଜାଖୋଜି କରାଯାଉଛି । ଆଜି ବି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଛି । ଗତକାଲି ମଧ୍ୟାହ୍ନ ସମୟରେ ମହାନଦୀରେ ବୁଡିଯିବା ପରେ ସ୍ଥାନୀୟ ଲୋକେ ସାହିଲକୁ ଗୁରୁତର…

ରାଜଧାନୀରେ ହତ୍ୟାକାଣ୍ଡ: ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ ସାମ୍ନାରେ ଆକ୍ରମଣ

 ଭୁବନେଶ୍ୱର:  ରାଜଧୀନରେ ହତ୍ୟାକାଣ୍ଡ । ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା । ଆଇଜି ପାର୍କ ନିକଟ ପୋଷ୍ଟ ଅଫିସ୍ ସମ୍ମୁଖରେ ଶୋଇଥିବା ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଛୋଟ ପିଲା ଶୋଇଥିବା ବେଳେ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ୱାମୀର…

[ଦେଖନ୍ତୁ ଭିଡିଓ] ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର

ଢେଙ୍କାନାଳ  : ଯନ୍ତ୍ରଣାରେ ଜର୍ଜରିତ ଜୀବନ । କହିବାକୁ ଗଲେ ଜୀବନ ସହ ସଂଘର୍ଷ କରିଚାଲିଛନ୍ତି ଏହି କୋମଳମତି ଶିଶୁ । ଜନ୍ମ କଲା ମାଆ ପର କରିଦେଇଥିବା ବେଳେ ବାପା ଶଯ୍ୟାଶାୟୀ । ଦୁନିଆ କଣ ଜାଣି ନଥିବା ବେଳେ ଜୀବନ କିଭଳି ବଞ୍ଚିିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏହି ଦୃଶ୍ୟ…

ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀ: ମୃତ୍ୟୁର କାରଣ ଅସ୍ପଷ୍ଟ

ନବରଙ୍ଗପୁର : ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ୩ ଯୁବତୀଙ୍କ ମିଳିଲା ପରିଚୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗାଁରୁ ୩ ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏକାବେଳକେ ଏମାନେ କେଉଁ…

ରାମନବମୀରେ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ ପରମ୍ପରା

କଟକ : ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ପବିତ୍ର ରାମନବମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ କରାଯାଇଛି। କଟକ ଖପୁରିଆ ସ ମିଲ୍ ଠାରେ କାଠକୁ ଚିରଟ କରାଯାଇଛି। ଶ୍ରୀମନ୍ଦିରରୁ ଗାଡି ଯୋଗେ ଆଜ୍ଞାମାଳ ଅଣାଯାଇ ଏହି କରତକଳରେ କାଠକୁ ମେସିନ ସାହାଯ୍ୟରେ…

ମହାନଦୀରେ ୩ ଯୁବକ ବୁଡ଼ିବା ଘଟଣା: ଉଦ୍ଧାର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଆଜି ମହାନଦୀରେ ବୁଡ଼ିଯାଇଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମଳିିଛି । ଡାକ୍ତରମାନେ ଉଦ୍ଧାର ହୋଇଥିବା ଯୁବକଙ୍କୁ ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରିଥିବା ପରେ ମଧ୍ୟ ବଞ୍ଚାଇପାରି…

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା:କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ୱର: ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଆଗାମୀ ଦୁଇ ଦିନ ମଧ୍ୟରେ ଦ୍ରୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ନୀଳଗିରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ।  ଏ ନେଇ ନୀଳଗିରିରେ ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ…

ମହାନଦୀ ଯୋବ୍ରାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ନିଖୋଜ

କଟକ: ମହାନଦୀ ଯୋବ୍ରାରେ ଅଘଟଣ। ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଜଣ ଯୁବକ । ଚୂନଭାଟି ଚାରିଘରିଆର ୩ ଜଣ ଯୁବକ ମହାନଦୀର ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଆଉ ୨ଜଣ ଯୁବକ…

[ଦେଖନ୍ତୁ ଭିଡିଓ] ରାମନବମୀରେ ରଥକାଠ ଚିରଟର ଶୁଭାରମ୍ଭ: ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ

 ପୁରୀ : ଆଜିଠୁ ରଥ କାଠ ଚିରଟର ପରମ୍ପରା । ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ରଥକାଠ ଚିରଟର ପରମ୍ପରା ରହିଛି । ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ରହିଛି । ଏଥିପାଇଁ ଆଜି ଶ୍ରୀମନ୍ଦିରରୁ…

ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୭ ଆହତ, ୨ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ପୁରୁଷୋତ୍ତମପୁରରେ ଦୁର୍ଘଟଣା। ବସ୍ ସହିତ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଘଟିଛି ଏହି ଦୁର୍ଘଟଣା।। ଏଥିରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…