Latest Odisha News

BREAKING NEWS

Browsing Category

ସହର

City

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍…

ନିଆଳିରେ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ

ନିଆଳି : ନିଆଳିରେ ବୋମାମାଡ ।  ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟଙ୍କ ଘର ଉପରକୁ ବୋମାମାଡ କରିଛନ୍ତି କିଛି ଦୁବୃର୍ତ୍ତ । ଗୋବିନ୍ଦପୁର ଥାନା ବ୍ରାହ୍ମଣ ବାଟି ପଞ୍ଚାୟତ ନବ ନିର୍ବାଚିତ ସରପଞ୍ଚଙ୍କ ଘର ସମ୍ମୁଖରେ ଏହି  ବୋମାମାଡ ହୋଇଛିି । ଶନିବାର ବିଳମ୍ବିତ…

ବାଣୀବିହାରରେ ଛାତ୍ର ଉତ୍ତେଜନା

ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ବିଳମ୍ବିତ ରାତିରେ ହଷ୍ଟେଲରେ ଗାଡି ପୋଡ଼ିଦେଲେ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ବାଣୀବିହାର ଛାତ୍ର ନିବାସରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ…

ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳକୁ ଭଲ ପାଉଥିବା ଲୋକଙ୍କ ପାଇଁ ଦିନଟିଏ । ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା…

ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ

କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ  ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…

ଟ୍ରକ-ବାଇକ ମୁହାଁମୁହିଁ ଧକ୍କା , ଶିଶୁ ମୃତ

କୋରାପୁଟ : ହୋଲିରେ ଅଘଟଣ । କୋରାପୁଟ କୋକ୍ରିଗୁଡା ଛକ ନିକଟରେ ବାଇକ ଟ୍ରକ ମୁହାଁମୁହିଁ ଧକ୍କା ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛୋଟ ଶିଶୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଶିଶୁଟିର ମାମୁ ପୁରୁଷୋତ୍ତମ ଖିଲ ଗୁରୁତର ଆହତ ହୋଇପଡିଛନ୍ତି ।ତାଙ୍କୁ କୋରାପୁଟ ସହିଦ ଲଷ୍ମଣନାୟକ…

ଖରସ୍ରୋତା ନଦୀରେ ୭ ଜଣ ବୁଡିଯିବା ଘଟଣା : ଚତୁର୍ଥ ଜଣକ ମୃତ ଦେହ ଉଦ୍ଧାର

ଯାଜପୁର  : ଖରସ୍ରୋତା ନଦୀରେ ଗତକାଲି ପିଲାମାନେ ବୁଡିଯିବା ଘଟଣା । ଖରସ୍ରୋତା ନଦୀରେ ୭ ଜଣ ବୁଡି ଯାଇଥିଲେ । ଚତୁର୍ଥ ଜଣଙ୍କ ମୃତ ଦେହ ଏବେ ଉଦ୍ଧାର ହୋଇଛି । । ଅଗ୍ନିସମ ବାହିନୀ କର୍ମଚାରୀ ମାନେ ୨୪ ଘଣ୍ଟା ହେବ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସକାଳେ ଅଗ୍ନିସମ ବାହିନୀ କ୍ରିଷ୍ଣା…

ହୋଲିରେ ଅଘଟଣ : ଖର୍ଲା ନଦୀରେ ବୁଡିଗଲେ ୨ଜଣ ଶ୍ରମିକ ,ଜଣଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ହୋଲିରେ ବଡ ଧରଣର ଅଘଟଣ । କୁଚିଣ୍ଡା ଖର୍ଲା ନଦୀରେ ଗାଧୋଇଲା ବେଳେ ବୁଡି ଗଲେ ଦୁଇ ଜଣ ସାଙ୍ଗ । ହୋଲି ଖେଳ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ ।ହେଲେ ହଠାତ୍ ଗୋଡ ଖସିଯିବାରୁ ଦୁଇଜଣ ବୁଡି ଯାଇଛନ୍ତି ।  ପରେ ଘଟଣା ସ୍ଥଳରୁ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।ଅନ୍ୟ ଜଣେ ଏବେ…

ଆଜି ରଙ୍ଗର ପର୍ବ ହୋଲି : ସବୁଆଡେ ସେଲିବ୍ରେସନ ମାହୋଲ

ଭୁବନେଶ୍ୱର : ଆଜି ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ସବୁଆଡ ଉତ୍ସବ ମୁଖର । ରାଜ୍ୟରେ ମଧ୍ୟ ଚଳିତ ଥର କରୋନା କଟକଣା ହ୍ରାସ ପାଇବା ପରେ ସବୁଆଡେ ଧୁମଧାମରେ ହୋଲି ଉତ୍ସବ ପାଳନ କରାଯାଉଛି । ଛୋଟଠୁ ବଡ ସମସ୍ତେ ରଙ୍ଗର ଉତ୍ସବକୁ ପାଳନ କରୁଛନ୍ତି । ଏହି ହୋଲି ରଙ୍ଗ ଏକ ସାଧାରଣ ରଙ୍ଗ ନୁହେଁ ବରଂ…

ମହାନଦୀ ପୋଲ ଉପରୁ ଡେଇଁ ଯୁବକ ଗୁରୁତର ,କାରଣ ଅସ୍ପଷ୍ଟ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ବନିକା ମହାନଦୀ ବ୍ରିଜ ଉପରେ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର  ।ଯୁବକ ଜଣକ ବନିକା ଭଣ୍ଡାର ପଞ୍ଚାୟତ ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହାନୀ…