Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସରେ ଅବସରରେ ପୁରୀ ବେଳା ଭୂମିରେ ସୁନ୍ଦର ବାଲୁକା କଳା । ଆସନ୍ତା କାଲି ମାର୍ଚ୍ଚ ୮ ତାରିଖରେ ଦେଶ ପାଳିବ ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ନିର୍ମାଣ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି  ବାଲୁକା ଶିଳ୍ପୀ ମାନସ…

ପୌର ନିର୍ବାଚରେ ରହିବ ନାହିଁ କୋଭିଡ କଟକଣା

ଭୁବନେଶ୍ୱର: ଆଜି ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ଶେଷ ଦିନ । ୧୮୯୯ ୱାର୍ଡରେ ପୌର ନିର୍ବାଚନ ହେବ । ଏଥିପାଇଁ ୪୪୭୫ଟି ବୁଥ ପ୍ରସ୍ତୁତ ରହିଛି । ପୌର ନିର୍ବାଚନ ପ୍ରଚାର ସମୟରେ କୌଣସି କୋଭିଡ କଟକଣା ରହିବ ନାହିଁ । ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ…

ଶ୍ରୀମନ୍ଦିରରେ ରକ୍ତଛିଟା,ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ପୁରୀ : ପୁରୀ ଶ୍ରୀମନ୍ଦିରରେ ରକ୍ତଛିଟା । ନୀତିକାନ୍ତି ବିଳମ୍ବ ।ଶ୍ରୀମନ୍ଦିରରେ ଅବକାଶ ପୂଜା ପରେ ଭିତରକାଠ ନିକଟରେ ଆଜି ସକାଳେ ରକ୍ତ ଛିଟା ଦେଖିବାକୁ ମିଳିଥିଲା । ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି…

ପୌର ନିର୍ବାଚନ : ନାମାଙ୍କନ ଭରିଲେ ବିଜେଡିର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏନେଇ ଆଜି ଭୁବନେଶ୍ୱର , କଟକ ଓ ବ୍ରହ୍ମପୁର ମହାନଗର ନିଗମ  ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମେୟର ପ୍ରାର୍ଥୀମାନେ । ଭୁବନେଶ୍ୱରରୁ ବିଜେଡିର ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସ , କଟକରେ ସୁବାସ ସିଂ ଏବଂ…

ବାଲୁକା କଳା ମାଧ୍ୟମରେ ଜନୌଷଧି ସପ୍ତାହର ଶୁଭେଚ୍ଛା

ପୁରୀ : ଆଜି ଭାରତ ପାଳୁଛି ଜନୌଷଧି ସପ୍ତାହ । ମାର୍ଚ୍ଚ ୭ ତାରିଖକୁ ଜନୌଷଧି ସପ୍ତାହ ରୂପେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ବାଳୁକାଶିଳ୍ପୀ ସୁଦାମ ପ୍ରଧାନ ସମସ୍ତଙ୍କୁ ଏହି ଯୋଜନାର ଉପଯୋଗୀତା ଜାଣିବା ପାଇଁ ବାଲୁକା କଳା ଜରିଆରେ ସଚ୍ଚେତନତା ବାର୍ତା ବାଣ୍ଟିଛନ୍ତି…

ନୂଆପଡାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ଆରମ୍ଭ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର ପ୍ରମୂଖ ସହର ବୋଲାଉଥିବା ଖଡ଼ିଆଳ ରେ ଏନ ଏ ସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ । ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି କଂଗ୍ରସ…

ୟୁକ୍ରେନରୁ ଯାଜପୁର ଫେରିଲେ ଓଡ଼ିଆ ଛାତ୍ର ଛାତ୍ରୀ

ଯାଜପୁର:ଦିନକୁ ଦିନ ତୀବ୍ରତର ହେଉଛି ୟୁକ୍ରେନ୍-ଋଷ ଯୁଦ୍ଧ । ତେବେ ୟୁକେନକୁ ପାଠ ପଢିବାକୁ ଯାଇଥିବା ବହୁ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ଅନେକୁ ଛାତ୍ରଛାତ୍ରୀ ନିଜ ଘରକୁ ଫେରିଛନ୍ତି । ୟୁକ୍ରେନରୁ ଯାଜପୁରକୁ ଫେରିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ । ଯାଜପୁର ଜିଲ୍ଲାର ପାଖାପାଖି…

ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ମାଡ

ସମ୍ବଲପୁର: ପୁଣି ଭିସୁଟରେ ରାଗିଂ ଅଭିଯୋଗ । ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ଆସିଛି ।  ଭିଡିଓ ଥିବାରୁ ମୋବାଇଲ ଭାଂଗିଲେ ସିନିୟର ଛାତ୍ର ।ଏହାସହିତ ହଷ୍ଟେଲ ବାହାରକୁ ଡାକି ମାଡ ମାରିଥିବାର ଅଭିଯୋଗ ହୋଇଛି । ଭିସିଙ୍କ ନିକଟରେ ଅଭିଯୋଗ କରିବେ ଛାତ୍ରଛାତ୍ରୀ ।…

ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ତାତି ଜୋର ଧରିଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ନେତୃତ୍ୱ । ବ୍ରହ୍ମପୁର ମହାନଗର ନିଗମ ମେୟର…

ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ସ୍ବତନ୍ତ୍ର ବିମାନ ଯୋଗେ ଆଜି ଫେରିଲେ ୨୧୦୦ ଭାରତୀୟ

ଭୁବନେଶ୍ୱର: ଅପରେସନ ଗଙ୍ଗା ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆଜି ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରମାନଙ୍କରୁ ୧୧ଟି ସ୍ବତନ୍ତ୍ର ବେସାମରିକ ବିମାନ ଜରିଆରେ ୨୧୩୫ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । ଏଥିସହିତ, ଏବେ ସୁଦ୍ଧା ୧୫ ହଜାର…