Latest Odisha News

BREAKING NEWS

Browsing Category

ସହର

City

ବ୍ରହ୍ମପୁର ମହାନଗର ନିଗମ ବିଜେପିର ମେୟର ପ୍ରାର୍ଥୀ ଡ. ସବିତା ସୁଆର

ବ୍ରହ୍ମପୁର  : ଭୁବନେଶ୍ୱର, କଟକ ପରେ ଏବେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି । ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଦଳ ସାହିତ୍ୟିକା ଡଃ ସୁନୀତି ମୁଣ୍ଡଙ୍କୁ ବାଛିଥିବା ବେଳେ ଏବେ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର ।…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ…

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ । ଶ୍ରୀତମ ଦାସ…

ଶ୍ରୀତମ ଦାସ ବିଜେପିର କଟକ ମହାନଗର ନିଗମ ମେୟର ପ୍ରାର୍ଥୀ

କଟକ: ପୌର ଭୋଟ ପାଇଁ ରାଜନୀତି ତେଜିଛି । ଭୁବନେଶ୍ୱର ପରେ କଟକ ମହାନଗର ନିଗମ ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଅଭିନେତାରୁ ରାଜନେତା ପାଲଟିଥିବା ଶ୍ରୀତମ ଦାସଙ୍କୁ ସିଏମସି ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତାଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି…

ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗର ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା।…

ଓଡ଼ିଶା-ମୋ ପରିବାରର ଅନନ୍ୟ ପ୍ରୟାସ, ବିଜୁ ଜୟନ୍ତୀରେ ଆରମ୍ଭ ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡିଶା ମୋ ପରିବାରର ଅନନ୍ୟ ପ୍ରୟାସ । ବିଜୁ ଜୟନ୍ତୀରେ ଆରମ୍ଭ ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ । ସ୍ୱେଚ୍ଛାକୃତ ଅଙ୍ଗଦାନ ପାଇଁ ଆଗେଇ ଆସିଛନ୍ତି ୫ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି । ଓଡ଼ିଶା-ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ମାନ୍ୟବର…

ଘରେ ପଶି ଗୁଳିମାଡ କଲେ ଦୁର୍ବୃତ୍ତ , ବାପା ମୃତ , ମା’ ଓ ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି

କେନ୍ଦ୍ରାପଡା : ଗୁଳିମାଡରେ ଚାଲିଗଲା ଜୀବନ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବବକପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗୁଳିମାଡରେ ଗୋଟିଏ ପରିବାରର ମୁରବୀ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ହୋଇପଡିଛନ୍ତି ।ମୃତକ ହେଉଛନ୍ତି ଅରବିନ୍ଦ…

ବିଜେପିରୁ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ହେଲେ ଡକ୍ଟର ସୁନୀତି ମୁଣ୍ଡ୍

ଭୁବନେଶ୍ୱର : ବିଜେପି ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନା ଘୋଷଣା କରିଛି । ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ସୁନୀତି ମୁଣ୍ଡ୍ । ଡକ୍ଟର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ବିଜେପିର ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀନୀ ହେଲେ ସୁନୀତି ମୁଣ୍ଡ୍‌

ଭୁବନେଶ୍ୱର : ବିଜେପି ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ । ଡକ୍ଟର ସୁନୀତି ମୁଣ୍ଡ୍‌ ହେଲେ ବିଜେପିର ଭୁବନେଶ୍ୱର ମେୟର ପାର୍ଥୀନୀ । ଘୋଷଣା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା , ବିଜେପି ନେତା ଗିରଫ

ମୟୁରଭଞ୍ଜ : ବଜ୍ରକାପ୍ତା ଡିଲ୍ କରିବା ପଡିଲା ମହଙ୍ଗା । ବଜ୍ରକାପ୍ତା ଡିଲ୍ ବେଳେ ଧରାପଡିଲେ ଜେଏମଏମର ପୂର୍ବତନ ବିଧାୟକ ପ୍ରାର୍ଥୀ ବର୍ତ୍ତାମାନର ବିଜେପି ନେତା ଦିଲ୍ଲୀର ନାୟକ ।ଦେବଗଡ ବାରକୋଟା ଥାନା ଝୁମ୍ପୁରା ଜଙ୍ଗଲ ନିକଟରୁ ବଜ୍ରକାପ୍ତା ବିକ୍ରି ପାଇଁ ୧୫ ଲକ୍ଷ ଟଙ୍କା ଡିଲ୍ ବେଳେ…