Latest Odisha News

BREAKING NEWS

Browsing Category

ସହର

City

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ…

କଟକରୁ ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

କଟକ : ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ।କଟକର ଲାଲାବାଗ ପୋଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ…

ରାଜ୍ୟରେ ୨୧ ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫କୋଟି ୬୨ ଲକ୍ଷ ଡ଼ୋଜ୍ ଦିଆସରିଛି । ଏହା ମଧ୍ୟରୁ ପ୍ରଥମ ଡ଼ୋଜ୍ ଟିକା ୯୩.୫ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ଟିକା ୭୪ ପ୍ରତିଶତ ରହିଛି…

ଦୁଇ ଦିନ ହେବ ରାଜରାସ୍ତା ଚାଷୀଙ୍କ ଧାରଣା, ଏଯାଏଁ ହେଉନି ସମାଧାନ

ଗଞ୍ଜାମ: ବଢ଼ୁଛି ଚାଷୀଙ୍କ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବୁରୁଝରୀରେ ଦୁଇଦିନ ହେବ ରାଜରାସ୍ତାରେ ବସି ରହିଛନ୍ତି ଚାଷୀ । ହେଲେ କୌଣସି ସମାଧାନ ହୋଇପାରୁନି । ଯାହାକୁ ନେଇ ତେଜୁଛି ଅସନ୍ତୋଷ । ଦୁଇଦିନ ହେବ ଧାନବସ୍ତା ରାଜରାସ୍ତା ଉପରେ ରଖି ଭୋକ ଉପାସରେ ଚାଷୀ ବସିଥିବାବେଳେ ଏଯାଏଁ…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଶହ ଶହ ଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଛନ୍ତି । ଖବର ଅନୁଯାୟୀ, କରୋନା ପରିସ୍ଥିତିରେ…

ବିପୁଳ ପରିମାଣର କଫ୍ ସିରପ ଜବତ, ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଖପ୍ରାଖୋଲରୁ ବିପୁଳ ପରମାଣର କଫ୍ ସିରପ ଜବତ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପ୍ରାୟ ୧୫୫ କଫ୍ ସିରପ ,୩୦ଟି ନିଶା ବଟିକା , ଗୋଟଏ ମୋବାଇଲ, ୧୫ଶହ ଟଙ୍କା ସମେତ କଫ ସିରପ ଚାଲଣକାରୀ ସୁକୁମାର ଭୋଇକୁ ପୋଲିସ ଗିରଫ କରିଛି । ଆଗରୁ ମଧ୍ୟ ସୁକୁମାର ନାରେ ନିଶା…

ସରପଞ୍ଚଙ୍କ ଘରକୁ ବୋମା ମାଡ , ପୋଲିସର ଛାନଭିନ୍ ଜାରି

ପୁରୀ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୋମାମାଡ । ପୁରୀ ସଦର ଥାନା ଚାରିନଳାର ସରପଞ୍ଚ ପ୍ରାର୍ଥୀ ଘର ପଛପଟେ ବୋମା ମାଡ ହୋଇଛି । ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି କାର୍ତ୍ତିକ ପଣ୍ଡା । କାର୍ତ୍ତିକ ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ଘଟଣା…

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ଟାଙ୍ଗୀ: ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ । ଟାଙ୍ଗୀ ରେଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ନରମାନବୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ଜଣକ ଗୋପାଳ ରାଉତ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗୋପାଳ ରାଉତ ଘରୁ ବାହାରକୁ…

ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ୨୪ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ଆଜିଠୁ ୟୁଟ୍ୟୁବରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ୟୁଟ୍ୟୁବରେ ପାଠପଢ଼ା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବରେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ନିୟମିତ ଚାଲିବ କ୍ଲାସ । ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ କ୍ଲାସ ହେବ । ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…