Latest Odisha News

BREAKING NEWS

Browsing Category

ସହର

City

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଶିଶୁ ଅଦଳବଦଳ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି । ଅଭିଯୋଗ ପାଇବା ପରେ ଆରମ୍ଭ ହୋଇଛି ପୋଲିସର ଖୋଳତାଡ଼ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ସୋମବାର ଗଣ୍ଡପାଲି ଗାଁର ବିଶିକେଶନ…

ମର୍ମନ୍ତୁଦ ଦୁର୍ଘଟଣା, ବାଲି ବୋଝେଇ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କଟିକଟା ଗାଁର ପ୍ରବଜନ ସାମଲ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଆଜି ସକାଳୁ ପ୍ରବଜନ ସାମଲ ପାଣିକୋଇଲି ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ବିନ୍ଧାଚନ୍ଦପୁର…

୧୫ରୁ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ଯେଉଁ ପିଲାମାନଙ୍କ ଟିକାକରଣ କରାଯିବ, ସେଥିପାଇଁ ଆମେ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସେମାନଙ୍କ ପାଇଁ ଡେଡିକେଟେଡ କୋଭିଡ ଟିକାରଣ…

ସୁମଧର ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନ ମୋହିଲେ ଦୃଷ୍ଟିହୀନ କଳାକାର

ଭଦ୍ରକ: ଆଖିକୁ ଦିଶୁନାହିଁ । ହେଲେ ସୁମଧୁର ସଙ୍ଗୀତ ପରିବେଶଣ କରି ଲୋକଙ୍କ ମନ ମୋହିପାରୁଛନ୍ତି । କେବଳ ଗୀତ ଗାଉଛନ୍ତି ତାହା ନୁହେଁ, ଅର୍ଗାନ, ତାବଲା, ବେହେଲା ଓ ଝାଞ୍ଜ ବଜାଇବାରେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି ଏହି ଦୃଷ୍ଟିହୀନ କଳାକାର । ଦୃଷ୍ଟିହୀନଙ୍କ ଦ୍ୱାରା ଗଠିତ ମା’…

ଜେ କେ ପେପର ମିଲରେ କର୍ମଚାରୀଙ୍କ କଟିଲା ହାତ

ରାୟଗଡା : ଟିପ୍ପର ଜାମ ହେବା ଯୋଗୁଁ କଟିଲା ଜଣେ କର୍ମଚାରୀଙ୍କ ହାତ । ଗତକାଲି ରାତିରେ ଜେ କେ ପେପର ମିଲର ଜଣେ କର୍ମଚାରୀଙ୍କର ହାତ କଟିଯାଇଛି ।କାମ କରୁଥିବା ସମୟରେ କନବେୟାର ବେଲ୍ଟ ଜାମ ହେବା ଯୋଗୁଁ ଜଣେ ଠିକା କର୍ମଚାରୀଙ୍କ ବାମ ହାତ କଟିଯାଇଛି । ଖବର ପାଇ ଅଗ୍ନିସମ କର୍ମଚାରୀ…

ଚିନ୍ତା ବଢାଉଛି ଝାଡ଼ଖଣ୍ଡି ହାତୀ ପଲ

ବାରିପଦା: ଚିନ୍ତା ବଢାଉଛି ଝାଡଖଣ୍ଡୀ ହାତୀ ପଲ ଥମୁନି ହାତୀ ଉତ୍ପାତ। ଦିନକୁ ଦିନ ହାତୀ ପଲ ଜଙ୍ଗଲ ଛାଡି ଗାଁ ମୁହାଁ ହେବାରେ ଲାଗିଛନ୍ତି। ଘରଦ୍ୱାର ଭାଙ୍ଗିବା ସହିତ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି। ଏବେ ରାତିରେ ନୁହେଁ ଦିନରେ ବି ହାତୀ ପଲ ଗାଁ ଭିତରେ ପଶି ଆତଙ୍କ ଖେଳାଇ ଚାଲିଛନ୍ତି।…

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୨୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୯ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୯୨ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆଜି ନନ୍ଦନକାନନକୁ ପୁରିଲା ୬୨ ବର୍ଷ

ଭୁବନେଶ୍ୱର: ଆଜି ନନ୍ଦନକାନନର ୬୨ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ଆଜି ନନ୍ଦନକାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ହେଲେ ୬୨ ବର୍ଷ ପରେ ମଧ୍ୟ ନନ୍ଦନକାନନରେ ଅନେକ ସମସ୍ୟା ରହିଛି । ଏହି ବିଶାଳ ପ୍ରାଣୀ ଉଦ୍ୟାନର କଳେବର ବଢିବ କ’ଣ, ଦିନକୁ ଦିନ କମିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ…

ଜାନୁଆରୀ ୩ରୁ କିଶୋରଙ୍କ ଟିକାକରଣ ନେଇ ପ୍ରସ୍ତୁତି, ୧୫ରୁ ୧୮ ବର୍ଷର ପିଲା ନେବେ ଟିକା

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ସଂକ୍ରମଣ । ଏହାର ମୁକାବିଲା ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତି ହୋଇଛି । ଆସନ୍ତା ୩ତାରିଖରୁ କିଶୋର ବର୍ଗ ଟିକା ନେବେ । ରାଜ୍ୟରେ ୨୫ଲକ୍ଷ ୫୩ହଜାର କିଶୋର ଭ୍ୟାକସିନ ନେବେ ବୋଲି ସୂଚନା ରହିଛି । କେନ୍ଦ୍ରର…

ଆଉ ଦୁଇ ଦିନ ବର୍ଷା, ନୂଆବର୍ଷରୁ ବଢ଼ିବ ଶୀତ

ଭୁବନେଶ୍ୱର: ପୁଣି ବଢ଼ିବ ଶୀତ । ଆସନ୍ତା ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଦୁଇଦିନ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ହୋଇଛି । ବିଶେଷ କରି ଆଜି ସୁନ୍ଦରଗଡ଼,…