Latest Odisha News

BREAKING NEWS

Browsing Category

ସହର

City

ମାଲକାନଗିିରିରୁ ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିିରି : ମାଲକାନଗିିରିରୁ ପୁଣି ଜବତ ହେଲା ବିପୁଳ ପରିମାଣର ବିସ୍ପୋରକ । ମାଲକାନଗିରି ଜିଲ୍ଲା ସ୍ୱଭିମାନ ଅଞ୍ଚଳର ନୂତନ ବିଏସଏଫ୍ କ୍ୟାମ୍ପ ସ୍ପାପନ ହେବା ପରେ ସୁରକ୍ଷା କର୍ମୀମାନେ କୁମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ପୋରକ ଜବତ କରିଛନ୍ତି ।…

[ଭିଡିଓ] ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ମୟଙ୍କ

ଯାଜପୁର : ସଂସ୍କୃତ ଶ୍ଲୋକ ଗାଇ ଆନ୍ତର୍ଜାତୀୟ ସ୍ତରରେ ନାଁ କମାଇଲେ ୮ ବର୍ଷ ଛାତ୍ର । ଯାଜପୁର ବରୀ ବ୍ଲକ ଗୋଲକୁଣ୍ଡ ହରିପୁର ଗାଁର ମୟଙ୍କ ପତି ।ବୟସ ମାତ୍ର ମାତ୍ର ୮ ବର୍ଷ ହେଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକାଧିକ ପୁରଷ୍କାର ହାତେଇବାରେ ସଫଳ ହୋଇଛନ୍ତି ମୟଙ୍କ । ମୟଙ୍କ କେବଳ…

[ଭିଡ଼ିଓ]ଆସନ୍ତାକାଲି ଧନୁ ସଂକ୍ରାନ୍ତି, ମୁଆଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବ୍ୟବସାୟୀ

କଟକ: ଆସନ୍ତକାଲି ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୁଆଁ ଖାଇବାକୁ ବର୍ଷକୁ ଥରେ ସଭିଏଁ ଅପେକ୍ଷା କରିଥାନ୍ତି । ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କାରିଗର । ସିଲଭର ସିଟି କଟକରେ ମଧ୍ୟ ମୁଆଁ ପ୍ରସ୍ତୁତିକୁ…

[ଭିଡ଼ିଓ] ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର

ରାୟଗଡା: ପଞ୍ଚଭୂତରେ ବିଲୀନ ହେଲେ ସାମ୍ବାଦିକ ମନୋଜ ପାତ୍ର । ଏକ ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ମନୋଜ ପାତ୍ରଙ୍କ ପରଲୋକ ଖବର ସମସ୍ତଙ୍କୁ ସ୍ତବ୍ଧ…

ପଶ୍ଚିମବଙ୍ଗରେ ୭ ବର୍ଷର ଛୁଆ ‘ଓମିକ୍ରନ୍‌’, ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାର ଆଉ ଏକ ପଡୋଶୀ ରାଜ୍ୟରେ ପଶିଲା ଓମିକ୍ରନ୍‌ । ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ଓମିକ୍ରନ୍‌ର ପ୍ରଥମ ମାମଲା । ମୁର୍ଶିଦାବାଦର ଜଣେ ୭ ବର୍ଷୀୟ ଛୁଆ ଏହି ମହାମାରୀରେ ଆକ୍ରାନ୍ତ ହୋଇଛି । ୧୦ ଡିସେମ୍ବରରେ ସଂକ୍ରମିତ ହୋଇଥିବା ଛୁଆ ପରିବାର ଲୋକଙ୍କ ସହ…

କ୍ଷତିପୁରଣ ଦାବିରେ ଧାରଣାରେ ବସିଲେ ଚାଷୀ ଓ ଭଞ୍ଜସେନା ସଙ୍ଗଠନ

ମୟୂରଭଞ୍ଜ : କ୍ଷତି ପୁରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଚାଷୀ । ବତ୍ୟା ଜୱାଦ ଚାଲିଯାଇଛି ସତ ।ହେଲେ ଚାଷୀମାନଙ୍କ ମାନଙ୍କ ଚିନ୍ତା ବଢାଇଦେ ଯାଇଛି ।ଧାର କରଜ କରି ଚାଷୀ ମାନେ ଧାନଚାଷ କରିଥିଲେ । ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଧାନ…

ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି । ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍ । ସେ ବର୍ତ୍ତମାନ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଭାବେ…

[ଭିଡ଼ିଓ] ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ

ଦିଲ୍ଲୀ: ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ । ଚିକିତ୍ସିତ ଅବସ୍ଥାରେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ଦେହାନ୍ତ ହୋଇଯାଇଛି। ଟ୍ୱିଟ କରି ସୂଚନା ଦେଲା ବାୟୁସେନା । ସିଡିଏସ ବିପିନ ରାଓ୍ବତଙ୍କ ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା…

ପାରାଦୀପରେ ନଦୀ ମହୋତ୍ସବ ଆରମ୍ଭ

ପାରାଦୀପ : ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି ।ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଏହି ମହୋତ୍ସବରେ ସକାଳୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ…