Latest Odisha News

BREAKING NEWS

Browsing Category

ସହର

City

ନୟାଗଡ ମହାବିଦ୍ୟାଳୟରେ କରୋନା, ଜଣେ ପଜିଟିଭ୍ ଚିହ୍ନଟ

ନୟାଗଡ : ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ପସିଲା କରୋନା । ମହାବିଦ୍ୟାଳୟ  ଫିଜିକ୍ସ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧ୍ୟାପକ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସଂପୃକ୍ତ ବିଭାଗକୁ…

ଓମିକ୍ରନରୁ ସୁରକ୍ଷା ଦେବ ଟିକା, ଶୀଘ୍ର ଟିକା ନେବାକୁ ଅନୁରୋଧ

ଭୁବନେଶ୍ୱର: ଓମିକ୍ରନରୁ ସୁରକ୍ଷା ଦେବ ଟିକା । ଯଥାଶୀଘ୍ର ଟିକା ନିଅନ୍ତୁ । ଟିକା ନେବାକୁ ଅନୁରୋଧ କଲା ସ୍ୱାସ୍ଥ୍ୟ ବିଭାଗ । ଶତ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟିକା । ଟିକା ନେବାକୁ ପ୍ରତି ଗାଁରେ ସାମାଜିକ କର୍ମୀ ପ୍ରୋତ୍ସାହିତ କରନ୍ତୁ । କେଉଁ ବ୍ଲକରେ ଟିକା ଲୋକେ…

ବାଇକ ଚାଳକଙ୍କ ଛୁରା ମାଡ଼ରେ ମହିଳା ହୋମଗାର୍ଡ଼ ଗୁରୁତର

ରାୟଗଡ଼ା: ମହିଳା ହୋମଗାର୍ଡ଼ଙ୍କୁ ଛୁରା ମାଡ଼ । ରାୟଗଡ଼ା ଜିଲ୍ଲା ଜେକେପୁରରେ ଘଟିଛି ଏହିଭଳି ଘଟଣା । ଜଣେ ଯୁବକ ହୋମଗାର୍ଡ଼ ରୀନା ବିଡ଼ିକାଙ୍କୁ ଛୁରା ମାରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ କନେଷ୍ଟବଳ ରୀନାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି…

ବସ ଦୁର୍ଘଟଣାରେ ୩୦ଜଣ ଆହତ, ୫ଜଣ ଗୁରୁତର

ଗଜପତି: ବିବାହ ଉତ୍ସବରୁ ଫେରୁଥିବାବେଳେ ବସଟି ଦୁର୍ଘଟଣା ହୋଇଛି । ଗଜପତି ରାୟଗଡ଼ ବ୍ଲକ ସେବକପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ବୋଲି…

କପ୍ତିପଦାରେ କରୋନା: କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଛାତ୍ରୀ ପଜିଟିଭ୍

ଭୁବନେଶ୍ୱର: କପ୍ତିପଦାରେ କରୋନା କାୟା । କରୋନାର ଓମିକ୍ରନ ଭାରିଆଣ୍ଟ ଏହାର କାୟା ବିସ୍ତାର କରିଥିବା ବେଳେ କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ୪୦ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟରେ ୪୦ ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡି ହେଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ବେଗୁନିଆଠାରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି । ଏହାଦ୍ୱାରା ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ହିତାଧିକାରୀ ସ୍ମାର୍ଟ କାର୍ଡ ପାଇବେ । ଖୋର୍ଦ୍ଧାରେ ହଜାର କୋଟି ଟଙ୍କାର ପ୍ରକଳ୍ପର…

ଯାଜପୁରରେ ‘ଜୱାଦ’ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ଟିମ୍

ଯାଜପୁର : ବାତ୍ୟା ଜୱାଦ ଚାଷୀମାନଙ୍କ ଚାଷକୁ ବିଗାଡି ଦେଇଛି । ଏହାର ପ୍ରଭାବରେ ଯାଜପୁର ଜିଲ୍ଲାର ଚାଷୀମାନେ ନାହିଁ ନଥିବା କ୍ଷତିଗ୍ରସ୍ତ ହୋଇଛନ୍ତି ।ଏନେଇ କେନ୍ଦ୍ରୀୟ ପ୍ରତିନିଧିଦଳ ଯାଜପୁର ଜିଲ୍ଲାର ଜୱାଦ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । କେନ୍ଦ୍ରୀୟ ଟିମ୍ ଦଶରଥପୁର ବ୍ଲକ ରାହସୋଇ…

[ଭିଡ଼ିଓ] ଚୋରି ଶିଶୁ ଉଦ୍ଧାର, ୨ ଗିରଫ

ଢେଙ୍କାନାଳ: ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଘଟଣାରେ ଦୁଇ ଜଣ ଗିରଫ । ଦୁଇ ଜଣଙ୍କୁ ଗିରଫ କଲା କାମାକ୍ଷାନଗର ପୋଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ ଜିରିଡାମାଳି ଗାଁର ବୁଚୁ ଓରଫ ନଳିନୀ ମହାରଣା ଏବଂ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମିର୍ଜା ମଇଉଦ୍ଦିନ ବେଗ । ଗତକାଲି…

ନାବାଳିକାଙ୍କୁ ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଭବାନୀପାଟଣା: ନାବାଳିକାକୁ ଅପହରଣ କରିବା ପଡିଲା ମହଙ୍ଗା । ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀ ଗିରଫ ହୋଇଛନ୍ତି ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ବିଶ୍ୱନାଥପୁର ପୋଲିସ । ଏନେଇ ବିଶ୍ୱନାଥପୁର ଥାନାରେ କେସ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡିହେଲା କଟକ । କଟକରେ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା କଟକର ହିତାଧୀକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ  ପ୍ରତ୍ୟେକଟି ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଟକ…