Latest Odisha News

BREAKING NEWS

Browsing Category

ସହର

City

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଜା ମେଳି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଜା ମେଳି ଆୟୋଜିତ ହୋଇଯାଇଛି । ଧୁଳିପଟ ଗାଁରେ ଆୟୋଜିତ ହୋଇଥିବା ଏହି ପ୍ରଜା ମେଳିରେ ୩୫ଟି ଗ୍ରାମର ୧ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ । ହାତରେ ପ୍ଲାକାର୍ଡ଼ ଧରି ବିରାଟ ଶୋଭାଯାତ୍ରା କରାଯାଇଥିଲା । ଏହାସହ…

୭ କେ.ଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢୁଛି । ଆଜି ଏକ ପଲସର ବାଇକରେ ଜଣେ ଯୁବକ ଗଞ୍ଜେଇ ନେଇ ଆସୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା ।ବାଇକ ଡିକିରୁ ୭ କେଜି ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ…

ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ଅତି ବିଶିଷ୍ଟ ସେବା ମେଡ଼ାଲ

ଭୁବନେଶ୍ୱର: ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ । ନିକଟରେ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ କମାଣ୍ଡର ନିଯୁକ୍ତି ହୋଇଛନ୍ତି । ପ୍ରଥମ…

[ଭିଡ଼ିଓ] ଗାଁରେ ନିଆରା ପରମ୍ପରା ବୃକ୍ଷ ବିବାହ

କାମାକ୍ଷାନଗର: କାମାକ୍ଷାନଗର କାନପୁର ଗାଁରେ ନିଆରା ଏକ ପରମ୍ପରା । ରୋଷଣୀ ଆତସବାଜିରେ ପ୍ରକମ୍ପିତ ହେଉଛି ପରିବେଶ । ହରିବୋଲ ହୁଳୁହୁଳି ସାଙ୍ଗକୁ ହୋମ ଯଜ୍ଞ ସହ ଚାଲିଛି ବିବାହ । ହେଲେ ଏହି ନିଆରା ବିବାହ ହେଉଛି ଗାଁରେ ଥିବା ବର ଓ ଓସ୍ତ ଗଛର । ଯାହାକୁ ଲୋକେ ଲକ୍ଷ୍ମୀ ନାରାୟଣ ବିବାହ…

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ମହାପ୍ରଭୁଙ୍କ…

ହିରୋ ଅର୍ଦ୍ଧେନ୍ଦୁ ଭିଲେନ ଭୂମିକାରେ ନଜର ଆସିବେ

ଭୁବନେଶ୍ୱର : ହିରୋ ଅର୍ଦ୍ଧେନ୍ଦୁ ଏବେ ପୁଣି ନୂଆ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟସ୍ତି ଅଛନ୍ତି । ହେଲେ ଏହି ଚଳଚ୍ଚିତ୍ରରେ ଅର୍ଦ୍ଧେନ୍ଦୁ ଭିଲେନ ଅବତାରରେ ନଜର ଆସିବେ ବୋଲି ଜଣାପଡିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା 'ଭିଲେନ' ସିନେମାର ନିର୍ଦ୍ଦେଶନା ଦେଇଛନ୍ତି…

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର…

[ଭିଡ଼ିଓ] ଯୋଜନା ବାଟବଣା, କାମ କରି ବି ମିଳୁନି ପାଉଣା

ଖଡ଼ିଆଳ : ବାଟବଣା ହେଉଛି ମନରେଗା ଯୋଜନା । କାମ କରୁଥିବା ଶ୍ରମିକକୁ ମିଳୁନି ପାଉଣା । ଏହି ଭଳି ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି ନୂଆପଡ଼ା ଖଡ଼ିଆଳ ପଖାନସର ଗାଁରୁ । ଗାଁରେ ଏକ ପୋଖରୀ ଖୋଳା କାମରେ ନିୟୋଜିତ ହୋଇଥିଲେ ଶ୍ରମିକ ମାନେ । କାମ ପରେ ସେମାନଙ୍କୁ କିଛି କିଛି ଟଙ୍କା ଦିଆଯାଇ ପୁରା…

ଓଲିଉଡକୁ କମ୍ ବ୍ୟାକ୍ କଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଭୁବନେଶ୍ୱର : ଫିଲ୍ମ ଜଗତଠାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ପୁଣି ଓଲିଉଡକୁ କମ୍ ବ୍ୟାକ୍ କରୁଛନ୍ତି । ଏଥର ପ୍ରିୟା ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବେ ସୁଟିଂ ସେଟରେ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ…

ହାତୀକୁ କାବୁ କରିବାକୁ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଏହା ପରେ…