Latest Odisha News
Browsing Category

ସହର

City

ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର: ଯାତ୍ରା, ଅପେରା, ଡ୍ରାମା, ମେଲୋଡ଼ି ପାଇଁ ମିଳିଲା ଅନୁମତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍ । ଆଜିଠାରୁ ନୂଆ ଗାଇଡ଼ଲାଇନ୍ ଲାଗୁ ନେଇ ଏସଆରସିଙ୍କ ସୂଚନା । କୋଭିଡ଼ କଟକଣା…

ଆଜି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ତାଲିକାରେ ଯୋଡ଼ି ହେବ ଅନୁଗୁଳ ଓ ଢ଼େଙ୍କାନାଳ

ଭୁବନେଶ୍ୱର: ଆଜି ଅନୁଗୋଳ ଓ ଢ଼େଙ୍କାନାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯିବ । ଅନୁଗୁଳ ଜିଲ୍ଲାର ମୁଖ୍ୟ ଷ୍ଟାଡ଼ିୟମ ପଡ଼ିଆ ଓ ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗଦେବେ ।…

ଆଜି ବାହାରିବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଦିନ ୧୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିଲା । ହେଲେ କୌଣସି…

ଗଜପତିରେ ୨୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଠ କଲା ଅବକାରୀ ବିଭାଗ

ଗଜପତି : ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍ କ୍ଲିନ୍ । ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କଟମା ଗାଁରେ ଆଜି ପ୍ରାୟ ୨୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ସୂଚନା ଅନୁସାରେ ୧୦୫ ଏକର ଜମିରେ ଗଞ୍ଜେଇ ସବୁ ଚାଷ କରାଯାଇଥିଲା । ଖବର ପାଇ ଆର…

ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର

ସୋନପୁର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ ।ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅନ୍ତଡା ଗାଁ ଠାରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ହୋଇପଡିଛନ୍ତି ।ମୃତକ ଜଣକ ହେଲେ ଶିବା ସୁନା । …

[ଭିଡ଼ିଓ] ଦେଶ ଦେଶରେ ମଜବୁତ ହେବ ସମ୍ପର୍କ: ଯୁବ ଯାଦୁଗର ସାରାଂଶଙ୍କ ମ୍ୟାଜିକ୍

କଟକ : ଦେଶ ଦେଶ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ ମ୍ୟାଜିକ୍ । ଏବେ ବି ଭାରତ ଓ ଇଣ୍ଡେ।ନେସିଆ ସମ୍ପର୍କ ମଜବୁତ ଥିବା ବେଳେ ଏହି ସମ୍ପର୍କକୁ ଆହୁରି ଯୋଡିବାକୁ ପ୍ରୟାସ ହୋଇଛି । ଆଉ ଏହି ପ୍ରୟାସ କରିଛନ୍ତି କଟକର ଜଣେ ଯୁବକ ସାରାଂଶ ଦାସ । ବିଭିନ୍ନ ଦେଶ ବୁଲି ବୁଲି ସାରାଂଶ  ଯାଦୁ ବିଦ୍ୟା…

ମମିତା ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ନୈତିକତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଆଜି ବିଜେପି ରାଜ୍ୟ…

ଡ଼ଙ୍ଗା ଭସାଇବାବେଳେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଡ଼ଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ । ଜଣେ ମାଛ…

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର : ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…