Latest Odisha News

BREAKING NEWS

Browsing Category

ସହର

City

ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ଜବତ । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୀ କେନାଲ ନିକଟରୁ ୩୦୦ ଶହ ଗ୍ରାମ ବ୍ରାଉନସୁଗାର ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଅଭିଯୁକ୍ତ ଅନୀଲ ନାୟକ ଓ ଶେଖ ସାମଶୁଦ୍ଧିନ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଚଢାଉ ସମୟରେ ଅଭିଯୁକ୍ତଙ୍କ…

କରୋନା ଟିକାକରଣରେ ସାରା ଦେଶରେ ଓଡିଶା ଆଗରେ

ଭୁବନେଶ୍ୱର : କରୋନା ଟିକା କରଣରେ ସାରା ଦେଶରେ ଓଡିଶା ଆଗରେ । ରାଜ୍ୟରେ ଟିକାକରଣର ୱେଷ୍ଟଜ ହାର କମିଛି ।ଏପର୍ଯ୍ୟନ୍ତ ୪.୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅନ୍ୟପଟେ ୨ କୋଟି ୬୮ଲକ୍ଷ ୪ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି ।୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକ ଦ୍ୱିତୀୟ ଡୋଜ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ । କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ ବିଷୟବସ୍ତୁ ଉପରେ ଆଲୋଚନା…

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ ହୋଇଛି। ସେ ତାଙ୍କ ଫରେଷ୍ଟ ପାର୍କ ହାଉସ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୫୯ ବ୍ୟାଚର ଆଇଏଏସ୍ ଶ୍ରୀ ଦାସ ୧୯୯୨ ମସିହା ଡିସେମ୍ବର ୧ ତାରିଖରୁ ୧୯୯୫ ମସିହା ସେପ୍ଟେମ୍ବର ୩୦ ତାରିଖ…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…

ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଏଥର ୭ଟି ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି । ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ ।୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।ଏଥର ୭ ଟି ପଞ୍ଚାୟତ ଏନଏସସିରେ ମିଶିଛିା ତେଣୁ ସେସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ବାଲେଶ୍ୱର…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ।…

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ । ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ ।…