Latest Odisha News

BREAKING NEWS

Browsing Category

ସହର

City

କମିବ ବର୍ଷାର ପ୍ରଭାବ, ୨୨ରୁ ପଡ଼ିବ ଶୀତ

ଭୁବନେଶ୍ୱର: କମିବ ବର୍ଷାର ପ୍ରଭାବ । ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ପ୍ରକ୍ରିୟା ଏବେ ଜାରି ରହିଛି । ଏହି ଧାରା ଅବ୍ୟାହତ ରହିଲେ ଆସନ୍ତା ଅକ୍ଟୋବର ୨୩ ତାରିଖ ସୁଦ୍ଧା ସମଗ୍ର ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ବିଦାୟ ନେବ ।…

ଜାଲରେ ପଡିଲା ବିଷଧର ତମ୍ପ

ସାଲେପୁର : ଜାଲରେ ପଡିଲା ବିଷଧର ତମ୍ପ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ବହୁଗ୍ରାମରେ । ବହୁଗ୍ରାମ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଡିରେ ଥିବା ପୋଖରୀରୁ ଏହି ସାପଟି ଜାଲରେ ପଡିଛି । ମାଛ ଧରିବା ପାଇଁ ଯିବା ବେଳେ ଏହି ସାପଟିକୁ ଜାଲରେ ଲାଗିଥି ବା ଦେଖି ଭୟଭୀତ ହୋଇଯାଇଥିଲେ ।…

୩ ମୋବାଇଲ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍

ଭୁବନେଶ୍ୱର: ଖଣ୍ଡଗିରି ପୋଲିସ୍ ହାତରେ ମୋବାଇଲ ଲୁଟେରା। ଖଣ୍ଡଗିରି ଥାନା ଅଞ୍ଚଳରୁ ୩ଜଣ ମୋବାଇଲ ଲୁଟେରାକୁ ଗିରଫ କଲା ପୋଲିସ୍। ସେମାନଙ୍କ ନିକଟରୁ ୫୧ଟି ମୋବାଇଲ ଫୋନ୍ ସହିତ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭରତପୁରର ସାଗର ପୁନ, ଆଇଁଗିଣିଆର ଦୀପ୍ତି ଚାନ୍ଦ,…

ମମିତା ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ?

ଭୁବନେଶ୍ୱର: ମମିତାଙ୍କ ମୃତ୍ୟୁ ଘଟଣା ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ଦାବି ନେଇ ପ୍ରମିଳାଙ୍କ ପ୍ରଶ୍ନ ? ସବୁ କ୍ଷେତ୍ରରେ ସିବିଆଇ କଣ ଠିକ୍ ତଦନ୍ତ କରିଛି ? ରାଜ୍ୟ ପୁଲିସରେ ଭଲ ଅଧିକାରୀ ଅଛନ୍ତି, ସେମାନେ ତଦନ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଦୋଷୀ କେବେ…

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ମମିତା ମେହେର ହତ୍ୟା ମାମଲା: ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କଳାହାଣ୍ଡି ଓ ବଲାଙ୍ଗୀର ଏସ୍‌ପିଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ…

ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା

ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା। କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଥିଲେ। ୨୦୧୪-୧୯ ଯାଏ ସେ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ। ତେବେ ଆଜି ବିଧିବଦ୍ଧଭାବେ ବିଜେଡ଼ିରେ…

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବିଜେପି ମହିଳା ମୋର୍ଚ୍ଚାର ଅଣ୍ଡାମାଡ

କଳାହାଣ୍ଡି : କ୍ୟାପଟେନଙ୍କ ଘରକୁ ଅଣ୍ଡାମାଡ । ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ତେଜୁଛି ବିରୋଧ । ବିଜେପି ପକ୍ଷରୁ ଆଜି କଳାହାଣ୍ଡି ବନ୍ଦ ପାଳନ କରାଯାଉଥିବା ବେଳେ କ୍ୟାପଟେନ ବିଦ୍ୟଶଙ୍କର…

ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ କେସିଅରଙ୍କୁ ଗିରଫ କଲା ପୋଲିସ୍

ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁ ତହସିଲଦାର ଅଫିସର କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ୍। ୧କୋଟି ୪୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଡାବୁଗାଁ ତହସିଲ…

ସତ ମାନିଲା ଗୋବିନ୍ଦ ! ଘଟଣାରେ ଏକାଧିକ ଲୋକ ସଂପୃକ୍ତ

ଧର୍ମଗଡ଼: ଗୋବିନ୍ଦକୁ ମାରାଥନ୍ ଜେରା । ଶେଷରେ ମମିତାଙ୍କୁ ହତ୍ୟା ନେଇ ସତ ମାନିଛି ଗୋବିନ୍ଦ ।  ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି…