Latest Odisha News

BREAKING NEWS

Browsing Category

କଟକ

Cuttack

ଜାଗୃତିଙ୍କ ଫୋଟୋ ପୋଷ୍ଟ କରି ଟ୍ରୋଲ୍ ହେଲେ ଅନୁଭବ

ଭୁବନେଶ୍ବର: ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ…

ବିଧାୟକଙ୍କ ଘରୁ ଚୋରି

କଟକ: ବିଧାୟକଙ୍କ ଘରୁ ଚୋରି। କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବା ବର୍ତ୍ତମାନର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ମହାନଦୀ ବିହାରସ୍ଥିତ ବାସଭବନରୁ ଗତକାଲି ରାତିରେ ଲୁଟ୍ ହୋଇଛି। ପ୍ରଭାତ ବିଶ୍ୱାଳଙ୍କ ଏକ ଘରୁ ଲ୍ୟାପଟପ୍ ସହ ଏକ ମୋବାଇଲ ଲୁଟି ନେଇଛନ୍ତି କୌଣସି…

କଟକ ପୂଜାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର

କଟକ: ପୂଜା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା । ଦୁର୍ଗା ପୂଜା ଓ ନାଇଟ୍‌ କର୍ଫ୍ୟୁ ପାଇଁ କଟକ ସହରରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ମୁତହେବେ । ଏହା ସହ ସହରରେ ୧୦୦ ଜଣ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିପରି ଡିସିପି ଆହୁରୀ ମଧ୍ୟ…

ତିନି ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ: ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ।ସେମାନଙ୍କ ପାଖରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କା। ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ କଟକ ଡିଭିଜନ ଏସପି…

ଝିଅ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର. ..

କଟକ: ଗରିବ ଅସହାୟ ରୋଗୀ ମାନଙ୍କ ପାଇଁ କେତେ କଣ ସୁବିଧା କରାଯାଉଛି । ହେଲେ ବହୁ ସ୍ଥାନରେ ଅସହାୟ ହୋଇ ଚିକିତ୍ସା । ପାଇପାରୁନାହାନ୍ତି ବହୁ ଗରିବ ରୋଗୀ ମାନେ । ଏମିତି କିଛି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ କଟକରେ ।  ଜଣେ ଅସହାୟ ବାପର କରୁଣ କାହାଣୀ ଦେଖିବାକୁ ମିଳିଛି । ରୋଗ…

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରୁ ଲୁଟ୍

କଟକ: ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଚୌଦ୍ୱାର-କଟକ ବିଧାୟକଙ୍କ ଘରୁ ଚୋରି ଅଭିଯୋଗ । ଗତକାଲି ରାତିରେ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଖୋଳତାଡ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ । ବିଧାୟକଙ୍କ ଘରୁ ଲୁଟ୍ ଘଟଣା ଜଣା ପଡ଼ିବା ପରେ…

ରବିବାର ଖୋଲିବ ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ରୁଚିର ଫୁଡ଼୍ ଆଉଟଲେଟ୍

କଟକ: ଆସନ୍ତା ରବିବାର କଟକରେ ଖୋଲିବ ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ରୁଚିର ଫୁଡ୍ ଆଉଟଲେଟ୍। କଟକ ମହାନଦୀ ବିହାର ଅଞ୍ଚଳରେ ଖୋଲିବ। ଏହି ଫୁଡ଼୍ ଆଉଟଲେଟ୍ ରବିବାର ଉଦଘାଟିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ।…

[ ଭିଡ଼ିଓ] ଶିକାରୀ ପଞ୍ଝାରେ ନିରୀହ ପକ୍ଷୀ

ବାଙ୍କି: ଅବାଧରେ ଚାଲିଛି ପକ୍ଷୀ ଶିକାର । ଦିନକୁ ଦିନ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ଶିକାର କିନ୍ତୁ ବଢି ଚାଲିଛି । ତେବେ ଶିକାରୀ ମାନେ କିନ୍ତୁ ବେଶ୍ ସତର୍କତାର ସହ ବିଭିନ୍ନ ଉପାୟ ବାହାର କରି ପକ୍ଷୀ ଶିକାର କରିଚାଲିଛନ୍ତି । ବାଙ୍କିରେ ମଧ୍ୟ ଅବାଧରେ…

ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି

କଟକ: ପବିତ୍ର ମହାଳୟା ବା ଖଡିଲାଗି ଅମାବାସ୍ୟା ।  କଟକର ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରାଯାଇଛି । ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଗପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଖଡି ଚଢାଯାଇଛି ।  ଆଜି ମୂର୍ତ୍ତିରେ ଖଡିଲାଗି କରାଯାଇଥିବା ବେଳେ…

ପଚା ଅଣ୍ଡାରୁ କେକ୍‌, ଜବତ କଲା ସିଏମ୍‌ସି

କଟକ: ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ…