Latest Odisha News

BREAKING NEWS

Browsing Category

କଟକ

Cuttack

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । …

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ…

ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି…

ହାଇକୋର୍ଟରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରୁ ଭରଷା ତୁଟାଇଲେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର । ସେହି ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପର୍ଦ୍ଦା ଉଠାଇବା ଲାଗି ସୋମବାର ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପୁରା ଘଟଣା କ୍ରମର ତଦନ୍ତ, ସିବିଆଇ କିମ୍ବା ହାଇକୋର୍ଟଙ୍କ ଦ୍ଵାରା ଗଠିତ…

ଶକ୍ତିପୀଠରେ ଷୋଡଷ ପୂଜା , ମାତଙ୍ଗୀ ବେଶରେ ମାଆ କଟକ ଚଣ୍ଡୀ

କଟକ: କଟକ ସହରରେ ଶକ୍ତିପୀଠରେ ଚାଲିଛି ଷୋଡଷ ଉପଚାର ପୂଜା । ଏହି ଅବସରରେ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଆଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ମନ୍ଦିରରେ ଗହଳି ଲାଗି ରହିଥିଲା । ଷୋଡଷ ପୂଜା ଆରମ୍ଭରୁ ହିଁ ମାଆ ଙ୍କୁ ସ୍ୱତନ୍ତ୍ର…

ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚଢାଉ

ଭୁବନେଶ୍ବର: ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚାଲିଛି ଚଢାଉ । ସୁନା ଅଳଙ୍କାର ଦୋକାନଗୁଡିକରେ ସିଟି ଜିଏସଟି ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ହୋଇଛି । ୧୨ଟି ସହରର ୧୭ଟି ଜୁଏଲାରୀ ଦୋକାନରେ ଏହି ଚଢ଼ାଉ ଜାରି ରହିଛି । ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି । ଜିଏସଟି ଠକେଇ ହୋଇଛି…

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ, ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କଟକଣା ପାଇଁ ସରକାର ଜାରି କରିଥିବା ମୂର୍ତ୍ତିର ଉଚ୍ଚତା ଓ ପରଦା ନିୟମକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଏପରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ…

ଦୁର୍ଗା ମୂର୍ତ୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

କଟକ: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ । କଟକରେ ମୂର୍ତ୍ତି କାମ ଶେଷ ହୋଇଆସୁଥିବା ବେଳେ କାରିଗର ହାତକୁ ବି ତର ନାହିଁ । ଦୋ ମାଟିଆ କାମ ବି ଶେଷ ହୋଇଗଲାଣି । ଖଡିଲାଗି ଅମାବାସ୍ୟା ତିଥିରେ ଖଡ଼ି ଚଢାଯାଇ ରଙ୍ଗ ଦିଆଯିବ । ଚଳିତଥର ୪ଫୁଟ ଉଚ୍ଚତାର ମୂର୍ତ୍ତି…

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।   ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା । ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ…

ଓଡ଼ିଶା ହାଇକୋର୍ଟ ବିଚାରପତି ଭାବରେ ୪ ଜଣଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା । ଏଥିପାଇଁ ୪ ଜଣଙ୍କର ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଦୁଇ ଜଣ ଆଡ୍‌ଭୋକେଟ୍‌ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରାଯାଇଛି । ଜୁଡିସିଆଲ୍ ଅଫିସର ରାଧାକୃଷ୍ଣ…